କଣ ଖାଇଲେ ପେଟ ଗ୍ୟାସ 1 ଦିନରେ ଭଲ ହେବ ? ମଜାଦାର ପ୍ରଶ୍ନ ଉତ୍ତରମାଳା… ଏହା ସହ ଆହୁରି ଜାଣନ୍ତୁ 10+ GK

ନମସ୍କାର ବନ୍ଧୁଗଣ । ଶିକ୍ଷାର ସମ୍ପର୍କୀୟ ଜ୍ଞାନ ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ରର ରେ ବ୍ୟବହୃତ ହୋଇଥାଏ । କାରଣ ଜ୍ଞାନ ଏପରି ଏକ ଜିନିଷ ଯାହାକୁ ଗ୍ରହଣ କରିବାର କୋଣସି ନିଦିଷ୍ଟ ବୟସ ସୀମା ନ ଥାଏ । ତେଣୁ ମୁଁ ଆଜି ଆପଣମାନଙ୍କ ପାଇଁ ନେଇଆସିଛି ପ୍ରଶ୍ନଉତ୍ତରମାଳା । ଛାତ୍ରଛାତ୍ରୀ ଓ ବ୍ୟାପାର,ବାଣିଜ୍ୟ କରୁଥିବା ବ୍ୟକ୍ତି ଏହାର ଦ୍ଵାରା ବହୁ ପରିମାଣ ରେ ଉପକୃତ ହେବେ । ତେଣୁ ଏହାକୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ଆସନ୍ତୁ ଆରମ୍ଭ କରିବା ମଜାଦାର କ୍ୟୁସ୍ ପ୍ରତିଯୋଗୀତା ।

1- କେଉଁ ଦେଶରେ ଅଳିଆ ଆବର୍ଜ୍ଜ୍ନନାରୁ ବିଜୁଳି ସୃଷ୍ଟି କରାଯାଇଥାଏ ?

ଉତ୍ତର : ସିଙ୍ଗାପୁର ଦେଶରେ ଅଳିଆ ଆବର୍ଜ୍ଜ୍ନନାରୁ ବିଜୁଳି ସୃଷ୍ଟି କରାଯାଇଥାଏ ।

2- ବିଶ୍ଵର ପ୍ରଥମ ଦେଶ କିଏ ଯିଏ କି ପୁସ୍ତକ ଛାପି ଥିଲା ?

ଉତ୍ତର :  ଚୀନ ଦେଶ ବିଶ୍ଵର ପ୍ରଥମେ ପୁସ୍ତକ ଛାପି ଥିଲା ।

3- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷରେ କରାଯାଇଥାଏ ?

ଉତ୍ତର : ଅଲମ୍ପିକ ଖେଳର ଆୟୋଜନ 4 ବର୍ଷରେ ଥରେ କରାଯାଇଥାଏ ।

4- ପକ୍ଷୀ ମାନଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର : ଚିଲ କୁ ପକ୍ଷୀମାନଙ୍କର ରାଜା ବୋଲି କୁହାଯାଇଥାଏ ।

5- ବିଶ୍ଵର ସବୁଠାରୁ ଅଧିକ ଶିକ୍ଷିତ ଲୋକ କେଉଁ ଦେଶରେ ଅଛନ୍ତି ?

ଉତ୍ତର : ବିଶ୍ଵର ସବୁଠାରୁ ଅଧିକ ଶିକ୍ଷିତ ଲୋକ କାନାଡା ଦେଶରେ ରହିଥାନ୍ତି ।

6-  ଫ୍ରିଜର ପାଣି ପିଇଲେ କେଉଁ ରୋଗ ହୁଏ ?

ଉତ୍ତର : ଫ୍ରିଜର ପାଣି ପିଇବା ଦ୍ଵାରା କୋଷ୍ଠକାଠିନ୍ଯ ରୋଗ ହୋଇଥାଏ ।

7- ଏମିତି କେଉଁ ଜୀବ ଅଛି ଯିଏ କି ସୂର୍ଯ୍ୟଙ୍କୁ ଦେଖି ପାରେ ନାହିଁ ?

ଉତ୍ତର :  ଘୁଷୁରୀ ସୂର୍ଯ୍ୟକୁ ଦେଖି ପାରିନଥାଏ ।

8- ଏମିତି କେଉଁ ଦେଶ ଅଛି ଯେଉଁଠାରେ ଗୋଟିଏ ବି ଗଛ ନାହିଁ ?

ଉତ୍ତର : କତ୍ତର ଦେଶରେ ଗୋଟିଏ ବି ଗଛ ନ ଥାଏ ।

9 – ଭାରତରେ କାହାକୁ ଦଣ୍ଡ ଦିଆଯାଇ ପାରିବ ନାହିଁ ?

ଉତ୍ତର : ଭାରତରେ ରାଷ୍ଟ୍ରପତି କୁ ଦଣ୍ଡ ଦିଆଯାଇ ପାରିବ ନାହିଁ ।

10 – କଣ ଖାଇଲେ ପେଟ ଗ୍ୟାସ 1 ଦିନରେ ଭଲ ହେବ ?

ଉତ୍ତର : ମାଣ୍ଡିଆ ଖାଇଲେ ପେଟ ଗ୍ୟାସ 1 ଦିନରେ ଭଲ ହୋଇଥାଏ ।

ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ  ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *