love quiz Game- ଆପଣ ବି ଜାଣିବାକୁ ଚାହୁଁଛନ୍ତି କି ! କିଏ ଆପଣଙ୍କୁ ମିସ୍ କରୁଛି ଜାଣିବା ପାଇଁ… Choose a Number!

ପ୍ରତ୍ଯେକଟି ମନୁଷ୍ୟ କାହା ନା କାହା ସହିତ କୌଣସି ଏକ ସମ୍ପର୍କରେ ଯୋଡି ହୋଇ ରହିଥାଏ । ହେଲେ ଯଦି କୌଣସି କାରଣ ବଶତଃ ସେହି ବ୍ୟକ୍ତିଟି ଆପଣଙ୍କ ଠାରୁ ଦୂରକୁ ଚାଲି ଯାଇଥାନ୍ତି । ତେବେ ଆପଣ ତାଙ୍କୁ ଓ ସେ ଆପଣଙ୍କୁ ବହୁତ ମିସ୍ କରିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ କିଏ ବହୁତ ମିସ୍ କରୁଛନ୍ତି ? ତାହା କହିବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଜଲ୍ଦି ହିଁ 1, 2, 3, 4, ଓ 5 ନମ୍ବର ମଧ୍ୟରୁ କୌଣସି ବି ଏକ ନମ୍ବରକୁ ଚୁଜ କରି ନିଅନ୍ତୁ । ନମ୍ବର ଚୁଜ କରିକି ଦେଖନ୍ତୁ ।

ଆପଣଙ୍କୁ ବର୍ତ୍ତମାନ କିଏ ବହୁତ ମିସ୍ କରୁଛି । ଏହି ସମୟରେ କିଏ ସବୁଠାରୁ ଅଧିକ ଆପଣଙ୍କ କଥା ଭାବୁଛନ୍ତି । ତେବେ ଆଉ ବିଳମ୍ବ ନକରି ଶୀଘ୍ର ଶୀଘ୍ର କୌଣସି ଏକ ନମ୍ବର ନିଜ ପାଇଁ ବାଛି ନିଅନ୍ତୁ । ଏଥିସହ ଆପଣଙ୍କୁ କିଏ ମିସ୍ କରୁଛନ୍ତି ଓ ତାଙ୍କୁ ଆପଣ ମିସ୍ କରୁଛନ୍ତି କି ନାହିଁ ଜାଣନ୍ତୁ ।

1; – ଆପଣଙ୍କୁ ଆପଣଙ୍କର ଫ୍ରେଣ୍ଡ ହିଁ ବର୍ତ୍ତମାନ ବହୁତ ମିସ୍ କରୁଛନ୍ତି । ତେବେ ଆପଣଙ୍କର ଯାହା ସହିତ ଭଲ ବନ୍ଧୁତା ରହିଛି । ସେ ହିଁ ଆପଣଙ୍କୁ ବହୁତ ମନେ ପକାଉଛନ୍ତି ।

2; – ଆପଣ ଯଦି ପୁଅ ତେବେ ଆପଣଙ୍କୁ ଆପଣଙ୍କର ଗାର୍ଲଫ୍ରେଣ୍ଡ ମିସ୍ କରୁଛନ୍ତି । ଯଦି ଆପଣ ଗୋଟିଏ ଝିଅ, ତେବେ ଆପଣଙ୍କୁ ଆପଣଙ୍କର ବୟଫ୍ରେଣ୍ଡ ହିଁ ବର୍ତ୍ତମାନ ସମୟରେ ମିସ୍ କରୁଛନ୍ତି ।

3; – ଆପଣଙ୍କୁ ବର୍ତ୍ତମାନ ସମୟରେ ଆପଣଙ୍କର କୌଣସି ଏକ ଖାସ୍ କ୍ରଶ ମିସ୍ କରୁଛନ୍ତି । ହେଲେ ସେ ଆପଣଙ୍କୁ ନିଜର ମନର କଥା ଖୋଲିକି କହି ପାରୁ ନାହାନ୍ତି ।

4; – ଆପଣଙ୍କୁ ଆପଣଙ୍କର ବାପା ଓ ମାଆ ହିଁ ବହୁତ ମିସ୍ କରୁଛନ୍ତି । କାରଣ ସବୁଠାରୁ ନିଜର ବାପା, ମାଆ ହିଁ ନିଜର ପିଲାଙ୍କ କଥା ଅଧିକ ମନେ ପକାଇଥାନ୍ତି ।

5; – ଆପଣଙ୍କୁ ବର୍ତ୍ତମାନ ଆପଣଙ୍କର ପ୍ରିୟର ଭାଇ କିମ୍ବା ଭଉଣୀ ହିଁ ମନେ ପକାଉଛନ୍ତି । କାରଣ ସେ ଆପଣଙ୍କୁ ବହୁତ ଅଧିକ ହିଁ ଭଲ ପାଇଥାନ୍ତି । ଏହି ଦୁନିଆରେ ଭାଇ ଓ ଭଉଣୀଙ୍କର ସମ୍ପର୍କ ନିଆରା ଓ ବହୁତ ମଧୁର ହୋଇଥାଏ ।

ଯଦି ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଆପଣ କେଉଁ ନମ୍ବର ଚୁଜ କରିଥିଲେ ? ଆପଣଙ୍କ ନମ୍ବର ଅନୁସାରେ କିଏ ଆପଣଙ୍କୁ ମିସ୍ କରୁଥିଲେ । ଆମକୁ କମେଣ୍ଟ କରିକି ନିହାତି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *