କେଉଁ ପତ୍ର ଖାଇଲେ ବୁଦ୍ଧି ପ୍ରଖର ହୋଇଥାଏ ? ସାଧାରଣ ଜ୍ଞାନ ପ୍ରଶ୍ନଉତ୍ତର । ଓଡିଆ ଟପ୍ 10 questions….

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ତେଣୁ ମୁଁ ଆଜି ଆପଣମାନଙ୍କ ପାଇଁ ନେଇଆସିଛି କେତେକ ଉପଯୋଗୀ ପ୍ରଶ୍ନ ଉତ୍ତର । ଯାହାକୁ ଜାଣିବା ଓ ଅନ୍ୟକୁ ଜଣାଇବା ଆପଣଙ୍କ କର୍ତ୍ତବ୍ୟ । କାରଣ ବାଣ୍ଟିବା ଦ୍ଵାରା ଜ୍ଞାନ ବିକଶିତ ହୋଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ମଜାଦାର ପ୍ରଶ୍ନ ଉତ୍ତର ।

1- ଦୁନିଆର ସବୁଠାରୁ ଅଧିକ ମାଂସହାରି ଲୋକ କେଉଁ ଦେଶରେ ବାସ କରନ୍ତି ?

ଉତ୍ତର : ଚୀନ ଦେଶରେ ସବବୁଠାରୁ ଅଧିକ ମାଂସ ହାରୀ ଲୋକ ବାସ କରିଥାନ୍ତି ।

2- ମନୁଷ୍ୟର ମସ୍ତିଷ୍କ କେତେ ବର୍ଷ ପରେ କମଜୋର ହେବାକୁ ଲାଗେ ?

ଉତ୍ତର : ମନୁଷ୍ୟର ମସ୍ତିଷ୍କ 60 ବର୍ଷ ପରେ କମଜୋର ହେବାକୁ ଲାଗିଥାଏ ।

3- କେଉଁ ଦେଶରେ ମଦ୍ୟ ପାନ କରିବା ପାଇଁ ଲାଇସେନ୍ସ ବାହାର କରିବାକୁ ପଡେ ?

ଉତ୍ତର : ଦୁବାଇ ଦେଶରେ ମଦ୍ୟପାନ କରିବା ପାଇଁ ଲାଇସେନ୍ସ ବାହାର କରିବାକୁ ପଡିଥାଏ ।

4- କେଉଁ ଦେଶରେ ଗୋଟିଏ ବି ନ୍ୟୁଜ ଚ୍ଯନଲ ନାହିଁ  ?

ଉତ୍ତର : ଗ୍ରୀକ ଦେଶରେ ଗୋଟିଏ ବି ନ୍ୟୁଜ ଚ୍ୟାନାଲ ନାହିଁ ।

5- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋୟାବିନ ଉତ୍ପାଦନ ହୋଇଥାଏ ?

ଉତ୍ତର : ଭାରତର ମଧ୍ୟ ପ୍ରଦେଶରେ ସବୁଠାରୁ ଅଧିକ ସୋୟାବିନ ଉତ୍ପାଦନ କରାଯାଇଥାଏ ।

6- ବିଶ୍ଵର କେଉଁ ଦେଶରେ ଦୁନିଆର ସବୁଠାରୁ ବଡ କଇଁଛ ଅଛି ?

ଉତ୍ତର : ଅଷ୍ଟ୍ରେଲିଆ ଦେଶରେ ଦୁନିଆର ସବୁଠାରୁ ବଡ କଇଁଛ ରହିଥାନ୍ତି ।

7- ବିଶ୍ଵର କେଉଁ ଦେଶରେ ସବୁଠାରୁ ଅଧିକ ଡାକଘର ଅଛି ?

ଉତ୍ତର : ଭାରତ ଦେଶରେ ସବୁଠାରୁ ଅଧିକ ଡାକଘର ଅଛି ।

8- କେଉଁ ଦେଶର ଜାତୀୟ ପତାକା 2 ଟି ତ୍ରିଭୁଜକୁ ନେଇ ପ୍ରସ୍ତୁତ ?

ଉତ୍ତର : ନେପାଲ ଦେଶର ଜାତୀୟ ପତାକା 2 ଟି ତ୍ରିଭୁଜ କୁ ନେଇ ଗଠିତ ହୋଇଥାଏ ।

9- କେଉଁ ଦେଶରେ କଳା ରଙ୍ଗର ହଂସ ଦେଖିବାକୁ ମିଳେ ?

ଉତ୍ତର : ଅଷ୍ଟ୍ରେଲିଆ ଦେଶରେ କଳା ରଙ୍ଗର ହଂସ ଦେଖିବାକୁ ମିଳିଥାଏ ।

10 – କେଉଁ ପତ୍ର ଖାଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ ?

ଉତ୍ତର : ବେଲ ପତ୍ର ଖାଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ ।

ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *