ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ ଓଡ଼ିଆ ଢଗ ଶୁଣିବାକୁ ନିଶ୍ଚିତ ଭାବରେ ମଜା ଲାଗୁଥିବ। ଏହା ଅତ୍ୟନ୍ତ କୌତୁହଳ ଏବଂ ଜଟିଳ ମଧ୍ୟ ହୋଇଥାଏ। ଏହି ଢଗ ର ଉତ୍ତର ଖୋଜିବା ମଧ୍ୟ ଏତେ ସହଜ ହୋଇ ନଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ସେହିଭଳି କିଛି କୌତୁହଳ ପୂର୍ଣ୍ଣ ଓଡ଼ିଆ ଢଗ ଗୁଡିକୁ କହିବୁ। ଯାହା ଆପଣଙ୍କୁ ନିଶ୍ଚିତ ଭାବରେ ମଜାଦାର ଲାଗିବ। ତେବେ ଆସନ୍ତୁ ଦେଖିବା ଆପଣ ମାନେ ଏହି ଢଗ ଗୁଡ଼ିକ ର ସଠିକ ଉତ୍ତର ଦେଇ ପାରୁଛନ୍ତି ଅଥବା ନୁହେଁ।
୧. ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ?
ଉତ୍ତର- ନାସିକ।
୨. କେଉଁ ରାଜ୍ୟ ସର୍ବାଧିକ କାଜୁ ଉତ୍ପାଦନ କରିଥାଏ?
ଉତ୍ତର- ମହାରାଷ୍ଟ୍ର।
୩. ଭାରତ ର କେଉଁ ରାଜ୍ୟ ରେ ସବୁଠାରୁ କମ ବର୍ଷା ହୋଇଥାଏ?
ଉତ୍ତର- ରାଜସ୍ଥାନ।
୪. କେଉଁ ଦେଶରେ ସର୍ବାଧିକ ଘୁଷୁରୀ ଅଛନ୍ତି?
ଉତ୍ତର- ଚୀନ।
୫. ଚୀନ ର ଜାତୀୟ ଖେଳ କଣ?
ଉତ୍ତର- ଟେବଲ ଟେନିସ।
୬. ସୂର୍ଯ୍ୟ କିରଣ ରେ କେତେ ପ୍ରକାରର ରଙ୍ଗ ରହିଥାଏ?
ଉତ୍ତର- ୭।
୭. କେଉଁ ରାଜ୍ୟ ରେ ଚନ୍ଦନ ର ଘନ ଜଙ୍ଗଲ ରହିଛି?
ଉତ୍ତର- କଣ୍ଣାଟକ।
୮. କେଦାରନାଥ ମନ୍ଦିର କେଉଁ ରାଜ୍ୟ ରେ ଅବସ୍ଥିତ?
ଉତ୍ତର- ଉତ୍ତରାଖଣ୍ଡ।
୯. କେଉଁ ଦେଶରେ କୁକୁର କୁ ପୂଜା କରାଯାଏ?
ଉତ୍ତର- ନେପାଳ।
୧୦. କୃଷ୍ଣ ଭଗବାନ କାହାକୁ ବଦ୍ଧ କରିଥିଲେ?
ଉତ୍ତର- କଂସ।
୧୧. କେଉଁ ଭଗବାନ ଙ୍କ ବଡ଼ ଭକ୍ତ ହେଉଛନ୍ତି ହନୁମାନ?
ଉତ୍ତର- ପ୍ରଭୁ ଶ୍ରୀରାମଚନ୍ଦ୍ର।
୧୨. ବିମାନ ଟାୟାର କେଉଁ ଗ୍ୟାସ ରେ ପୂର୍ଣ୍ଣ ହୋଇଥାଏ?
ଉତ୍ତର- ନାଇଟ୍ରୋଜେନ (Nitrogen)।
୧୩. କାହାକୁ ମସଲା ର ରାଣୀ କୁହାଯାଏ?
ଉତ୍ତର- ଅଳେଇଚ।
୧୪. କାହାକୁ ସୌର ମଣ୍ଡଳ ର ପିତା କୁହାଯାଏ?
ଉତ୍ତର- ସୂର୍ଯ୍ୟ।
୧୫. ଭାରତ ର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ?
ଉତ୍ତର- ରାଜେନ୍ଦ୍ର ପ୍ରସାଦ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଉକ୍ତ ପ୍ରଶ୍ନ ଗୁଡ଼ିକ ର ଉତ୍ତର ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ।