‘ସେ ପିଲା କୋହ ଦେଖି ବହୁତ୍ ଦୁଃଖ ଲାଗୁଛି ! ସେ ତାକୁ…’ ସ୍ଵାମୀ ସାମ୍ନାରେ ପ୍ରେମିକ ସାଙ୍ଗରେ ସ୍ତ୍ରୀ ଫେରାର, ଦେଖନ୍ତୁ ଏ ନେଇ କଣ କହିଲେ ଓକିଲ ବ୍ୟୋମକେଶ

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଯାହାଙ୍କ ନାମ ବୋମିକେଶ, ସେ କହିଛନ୍ତି ଯେ ମୁଁ ରାହୁଲ ଗୋଛାୟତ ଙ୍କ ଭିଡିଓ ଦେଖି ସାରିବା ପରେ, ତାଙ୍କର କୋହ ଦେଖି ସାରିବା ପରେ ମୋ ପାଖରେ କୌଣସି ପ୍ରକାରର ଭାଷା ନାହିଁ ଯାହାକୁ ନେଇ ମୁଁ ଆଶ୍ଵାସନା ଦେବି । ମୁଁ ବହୁତ ଦୁଃଖିତ ଏବଂ ମର୍ମାହତ ଯେ ଯେଉଁମାନେ ଏହିଭଳି ଭାବରେ ତାଙ୍କ ସ୍ତ୍ରୀ ମାନେ ଅନ୍ୟ କାହା ସହିତ ପଳାଇ ଯାଉଛନ୍ତି ତଥା ଯେଉଁମାନେ ଏହିଭଳି ଭାବରେ ନିର୍ଯାଆତନାଆ ଭୋଗ କରୁଛନ୍ତି ।

ସେମାନେ ଏହିଭଳି ଭାବରେ ଭାଙ୍ଗି ନପଡି ନିଶ୍ଚିତ ଭାବରେ କୋର୍ଟ କଚେରୀ ର ଦ୍ଵାରସ୍ଥ ହେବା ଦରକାର ଥାନା ର ଦ୍ଵାରସ୍ଥ ହେବା ଦରକାର । ମାତ୍ର ସେହି ସ୍ତ୍ରୀ ମାନଙ୍କୁ ଯିଏ ନେଇ ଯାଉଛନ୍ତି ସେଇ ପୁରୁଷ ମାନଙ୍କୁ ଅନୁରୋଧ କରୁଅଛି ଯେ ସେମାନେ ପର ପୁରୁଷ କୁ ହରଣ କରନ୍ତୁ ନାହିଁ । କୌଣସି ଭାଷା ନାହିଁ ରାହୁଲ କୁ ଆଶ୍ଵାସନା ଦେବା ନିମନ୍ତେ ମାତ୍ର ଆପଣ କେସ କରି ପାରିବେ ।

ଯେଉଁ ପୁରୁଷ ନେଇ ଯାଇଅଛି ତଥା ଆପଣଙ୍କ ସ୍ତ୍ରୀ ନାମରେ । ମାତ୍ର ଏହା କେବଳ ପୁରୁଷ ମାନଙ୍କ ସହିତ ନୁହେଁ ମହିଳା ମାନେ ଏବଂ ପୁରୁଷ ମାନେ ଉଭୟ ଏହିଭଳି କରୁଛନ୍ତି । ଭାରତୀୟ ଆଇନ ବ୍ୟବସ୍ଥା କୁ ଆମ୍ଭେ ବଦଳାଇ ପାରିବ ନାହିଁ । ଯାହା ସୁପ୍ରିମ କୋର୍ଟ ର ଅଡର ରହିଅଛି । ଆଗରୁ ଯେଉଁ ଆଇନ ରହିଥିଲା ସେ ଆଇନ ରେ ଯଦି ଜଣେ ପରକ୍ରିୟାପ୍ରୀତି ରେ ଲିପ୍ତ ରହୁଥିଲା ସେଥିରେ କେବଳ ପୁରୁଷ କୁ ଦଣ୍ଡ ଦିଆଯାଉଥିଲା ।

ଝିଅ ମାନଙ୍କୁ କୌଣସି ପ୍ରକାରର ଦଣ୍ଡିତ କରାଯାଉନଥିଲା । ମାତ୍ର ପୁରୁଷ ହିଁ ଦଣ୍ଡ ପାଉଥିଲା । ୨୦୧୭ ମସିହାରେ ମାନ୍ୟବର ସୁପ୍ରିମ କୋର୍ଟ ବିଚାର କଲେ ଯେ ସମସ୍ତଙ୍କର ସମାନ ଅଧିକାର ଅଛି । ସୁପ୍ରିମ କୋର୍ଟ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଚାରିକାନ୍ଥ ମଧ୍ୟରେ ଶାରୀରିକ ସମ୍ପର୍କ ରଖୁଛି ତେବେ ତାହା ଭୁଲ ନୁହେଁ । ମାତ୍ର ଯଦି ସେହି କାରଣରୁ ସୁଇସାଇଡ କରୁଛି ହଇରାଣ କରୁଛି ତେବେ ତାହା ପ୍ରତି ଦଣ୍ଡ ରହିଅଛି ।

ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ଏହା ପ୍ରମାଣ ଆକାରରେ ଜନାଜାଏ ତେବେ ଏହା ଡାଇଭୋର୍ସ ର ଏକ ପ୍ରମୁଖ କାରଣ ଭାବରେ ଗଣାଯିବ । ପରକ୍ରିୟାପ୍ରୀତି ଆଗରୁ ଥିଲା, ଅଛି ଏବଂ ରହିବ ଏହାକୁ କେହି ବନ୍ଧ କରି ପାରିବେ ନାହିଁ ବୋଲି ବୋମିକେଶ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *