କାହିଁକି ଭାଁଙ୍ଗିବ Hirakud ଡ୍ୟାମ ? ଭାସିଯିବ 9 ଟି ସହର…

ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ଓଡ଼ିଶାର ସମ୍ବଲପୁର ରେ ଥିବା ବଡ଼ ନଦୀ ହେଉଛି ମହାନଦୀ । ଏହା ଉପରେ ହୀରାକୁଦ ଡ୍ୟାମ ୧୯୪୭ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୧୯୫୭ ବେଳକୁ ଏହି ଡ୍ୟାମ ଟି ସମ୍ପୂର୍ଣ୍ଣ ରୂପରେ ଯାର କରୁଥଲା । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଏହି ହୀରାକୁଦ ଡ୍ୟାମ ଟି ଭାଙ୍ଗିବ କି ନାହିଁ ? ହୀରାକୁଦ ଡ୍ୟାମ ଟି ର ଲାଇଫ ୧୦୦ ବର୍ଷ ଥିଲା ଏବଂ ବରଗଡ଼ ର ଏମ୍ ପି ସୁରେଶ ପୂଜାରୀ କହିବା କଥା ଅନୁସାରେ ଏଥିରେ କିଛି କ୍ରାକ୍ସ ଓ ହୋଲ ଅଛି ଯାହା ଫଳରେ ହୀରାକୁଦ ଭାଙ୍ଗିବାର ଚାନ୍ସ ବଢି ଯାଉଛି ।

ଯଦି ଏହାର ରିପ୍ୟାରିଂ ପୁଣିଥରେ କରା ନଯାଏ ତେବେ ଭାଙ୍ଗିବାର ଚାନ୍ସ ଅଧିକ ବଢିଯିବ । ହୀରାକୁଦ ଡ୍ୟାମ ପୃଥିବୀର ର ଲଂଗେଷ୍ଟ ଡ୍ୟାମ । ଏହାର ୧୫ କିମି ପର୍ଯ୍ୟନ୍ତ ଲମ୍ବ ଅଛି । ପାଣି ନିଷ୍କାସନ ପାଇଁ ଗୋଟିଏ ହେଲା ଲକ୍ଷ୍ମୀ ଡୁଙ୍ଗୁରୀ ଏବଂ ଆଉ ଗୋଟିଏ ଚାନ୍ଦିଲି ଡୁଙ୍ଗୁରୀ ମଝିରେ ୪.୮ କିମି କଂକ୍ରିଟ ର ବନ୍ଧ ତିଆରି ହୋଇଛି ଏବଂ ମଝିରେ ସୁଇସ ଗେଟ ସାହାଯ୍ୟ ରେ ପାଣି ନିଷ୍କାସନ କରାଯାଉଛି । ଏହା ଏବେ ୫.୮୧୮ କିମି ପାଣି ଷ୍ଟୋର କରିବାର କ୍ଷମତା ରହିଛି । କିନ୍ତୁ ସମସ୍ୟା ହେଉଛି ହୀରାକୁଦ ର ଜଳଭଣ୍ଡାର । ଯାହା ଏକ ବଡ଼ ହ୍ରଦ ସଦୃଶ ।

ଏହାର ୫୫ କିମି ପର୍ଯ୍ୟନ୍ତ ଲମ୍ବ ଅଛି । ତେବେ ଏହା ଯଦି ସତରେ ଭାଂଗିଯାଏ ତେବେ ଏହାଦ୍ବାରା ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ ଜଗତସିଂହପୁର ସମ୍ପୂର୍ଣ୍ଣ ରୂପରେ ଧନ ଜୀବନ କ୍ଷତି କରିବା ସହିତ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ଏଥିରୁ ଯେଉଁ ପ୍ରଚୁର ମାତ୍ରାରେ ପାଣି ଆସିବ ଘରଦ୍ୱାର ସହିତ ଜୀବନ ହାନି ମଧ୍ୟ ହେବ ।

ଏହାର ଛୋଟ ନଦୀ ଗୁଡ଼ିକ ବିରୂପା, ମହାନଦୀ, ଦେବୀନଦୀ, ଭାର୍ଗବୀ ଏବଂ ଦୟାନଦୀ ଏଥିରେ ପ୍ରଚୁର ପରିମାଣରେ ପାଣି ଆସିବ ଏବଂ ଏହି ନଦୀ ଗୁଡ଼ିକ ର ଗାଁ ଗଣ୍ଡା ମଧ୍ୟ ବହୁତ କ୍ଷତିଗ୍ରସ୍ତ ହେବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *