କାହାରି ନାମ ଚିନ୍ତା କରି ଗୋଟିଏ ନମ୍ବର ବାଛନ୍ତୁ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି !

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ପାଇଁ ନେଇଆସିଛୁ ତିନୋଟି  କାର୍ଡ । ଆପଣ ଯଦି କାହାରି ବିଷୟ ଜାଣିବାକୁ ଇଚ୍ଚା କରନ୍ତି । ଯଥା ସେ ଆପଣଙ୍କ ବିଷୟରେ କଣ  ଭାବୁଛନ୍ତି । ଆପଣଙ୍କ ଜୀବନରେ ଏଭଳି ଏକ ବ୍ୟକ୍ତି ନିଶ୍ଚୟ ରହିଥିବେ ଯାହାକୁ ଆପଣ ନିଜ ଜୀବନର ମୁଖ୍ଯ ସ୍ଥାନ ଦେଇଥାନ୍ତି କିନ୍ତୁ ସେ କଣ ଆପଣଙ୍କ ବିଷୟରେ ତାହା ହିଁ ଅନୁଭବ କରନ୍ତି କି ତାହା ଜାଣିବାକୁ ଚେଷ୍ଟା କରିଥାନ୍ତି ।

ତେବେ ମୁଁ ଆଜି ଆପଣମାନଙ୍କ ପାଇଁ 1,2,3 ଟି କାର୍ଡ ଆଣିଛି ,ଜଣକ ବିଷୟରେ ଭାବି କାର୍ଡ ଟିକୁ ଚୟନ କରନ୍ତୁ ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ବୋଲି । ମୁଁ ଅବି ଆପଣଙ୍କୁ ପାଞ୍ଚ ମିନିଟ୍ ର ସମୟ ଦେଉଛି ଆଶା କରେ ଆପଣ ଗୋଟିଏ ନମ୍ବର ବାଛିଛନ୍ତି ଆସନ୍ତୁ ଜାଣିବା । 1- ପ୍ରଥମ ନମ୍ବର କାର୍ଡକୁ ଆପଣ ଯାହାଙ୍କ ପାଇଁ ଚୟନ କରିଛନ୍ତି ସେ ବ୍ୟକ୍ତି ଆପଣଙ୍କ ବିଷୟରେ ଏହା ଭାବନ୍ତି ଯେ ଆପଣ ଜଣେ ପରିଶ୍ରମୀ ସ୍ଵଭାବର ଲୋକ ଅଟନ୍ତି ।

ଆପଣ ଜୀବନରେ ବହୁ ଉଚ୍ଚ ସ୍ଵପ ଦେଖନ୍ତି ଯାହାକୁ ସଫଳ କରିବା ପାଇଁ ଆଗକୁ ଯାଇ ସ୍ଵାର୍ଥପର ମଧ୍ୟ ହେଇପାରନ୍ତି କିନ୍ତୁ କେବେବି ଆପଣ କାହାରି ଅନିଷ୍ଟା ସାଧନ କରିବେ ନାହିଁ । ସେ ମଧ୍ୟ ଚାହାଁନ୍ତି କି ଆପଣ ଏଭଳି ହିଁ ପରିଶ୍ରମ କରି ଲକ୍ଷ୍ୟ ସ୍ଥଳକୁ ଯାଇ ଛିଡା ହୁଅ ବୋଲି । 2- ଏହି କାର୍ଡ ଟିକୁ ଆପଣ ଯାହା ପାଇଁ ବାଛିଛନ୍ତି ସେ ବ୍ୟକ୍ତି ଭାବନ୍ତି କି ଆପଣ ଏଭଳି ଏକ ବ୍ୟକ୍ତି ଯିଏ ସ୍ଵଇଛା ଓ ସ୍ଵାଧୀନତା ର୍ରେ ଜୀବନକୁ ଜିଇବାକୁ ଇଚ୍ଛା କରନ୍ତି ।

ଭବିଷ୍ୟତ କୁ ନେଇ ଅଧିକ ଚିନ୍ତା କରନ୍ତି ନାହିଁ ଯାହା ଅଛି ସେଥିରେ ନିଜର ଖୁସିକୁ  ଖୋଜନ୍ତି  । ଏଭଳି ସ୍ଵଭାବ ଥିବା ବ୍ୟକ୍ତିକୁ ଯିଏ ବି ପାଇବ ସେ ବହୁତ ଭାଗ୍ଯବାନ । ଭବିଷ୍ୟତରେ ଏହି ବ୍ୟକ୍ତି ଆପଣଙ୍କ ଜୀବନସାଥି ମଧ୍ୟ ହେବାର ସମ୍ଭାବନା ରହିଛି । ଆପଣ ମଧ୍ୟ ଏହି ବ୍ୟକ୍ତିକୁ କେବେବି ହାତ ଛଡା କରିବେ ନାହିଁ ॥ ଏଣୁ ଏହି ବ୍ୟକ୍ତି ଆପଣଙ୍କ ବିଷୟରେ ବହୁତ ଭଲ ଭାବନ୍ତି ।

3- ଏହି ବ୍ୟକ୍ତି ଭାବନ୍ତି ଯେ ଆପଣ କୋଣସି ବିଷୟରେ ନିଷ୍ପତି ନେବା ପୂବରୁ ଭଲ ଭାବରେ ଚିନ୍ତା କରନ୍ତି ନାହିଁ । ଜଳଦୀରେ ସବୁ ନିଷ୍ପତି ନେଇଥାନ୍ତି ଏଥିପାଇଁ ଆପଣଙ୍କ ଜୀବନରେ ଅଧିକ ସମସ୍ୟା ଆସିଥାଏ ବୋଲି ସେ ଭାବନ୍ତି । ଆପଣ ରାଗ ସ୍ଵଭାବ ବ୍ୟକ୍ତି ବୋଲି ସେ ଭାବୁଛନ୍ତି । ତାଙ୍କ ମତରେ ଆପଣ ଅଧା କଥା ଶୁଣି ରାଗିଯାଇଥାନ୍ତି କିନ୍ତୁ ଯଦି ଆପଣ ଯାହାକୁ ବି ବନ୍ଧୁ କରନ୍ତି ତାଙ୍କ ପାଇଁ କିଛି ବି କରିବାକୁ ପଛ ଘୁଞ୍ଚା ହୋଇନଥାନ୍ତି । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ । ତେବେ ଆମ ପୋଷ୍ଟକୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *