କାଶ୍ମୀର ରେ ରହି ଫେସବୁକରେ ଯାଜପୁର ଝିଅକୁ ପ୍ରେମ କରି ବାହା ହୋଇଗଲା ଆଉ ଏବେ…

ଆତଙ୍କବାଦୀ ଥିଲା ଯାଜପୁର ଜ୍ଵାଇଁ । ଯାଜପୁର ଧର୍ମଶାଳା ର ନେଉଳପୁର ଜ୍ଵାଇଁ ଥିଲା ଆତଙ୍କବାଦୀ ବୁଖାରି । ଏବେ ବି ଯାଜପୁର ରେ ସ୍ତ୍ରୀ ସହ 6 ବର୍ଷର ଝିଅ ଅଛି । ହଁ ଦର୍ଶକ ବନ୍ଧୁ ଆଉ ଏପଟେ ଆତଙ୍କବାଦୀ ଏତେ ଧରା ପଡି ଜେଲର ଚାରି କାନ୍ଥ ରେ ରହିଛି । କାଶ୍ମୀର ର ଆତଙ୍କବାଦୀ ଓଡିଶାରେ ଲୁଚି ଥିଲା । ଆଉ SDF ଧରି ନେଇଛି । କାଶ୍ମୀର ରେ ରହି ଫେସବୁକରେ ପ୍ରେମ କରୁଥିଲା ବୁଖାରି ।

ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ନେଉଳପୁର ଗାଁ ରେ । ଏହି ଗାଁ ର ଜ୍ଵାଇଁ ଥିଲା ମୋଷ୍ଟ ୱାନ୍ଟେଡ ଆତଙ୍କବାଦୀ ବୁଖାରି । ବୁଖାରି ର ବହୁରୂପ ଭାବେ ଦେଖିବାକୁ ମିଳିଥିଲା । କେତେ ଡାକ୍ତର ତ କେବେ ଆର୍ମୀ ଅଫିସର ତ ଆଉ କେବେ ପିଏମ କାର୍ଜ୍ୟାଳୟ ର କର୍ମଚାରୀ ଏମିତି ଅନେକ ରୂପ ବଦାଳୟ ଅନେକଙ୍କୁ ଫସାଇ ଥିଲା ବୁଖାରି । ସମସ୍ତେ କହୁଛନ୍ତି ବୁଖାରୀ ର ବହୁରୂପ ।

ବୁଖାରି ର ଶ୍ଵଶୁର ଘର ହେଉଛି ଯାଜପୁର । ଆଉ କେହି କେହି କହୁଛନ୍ତି ଯାଜପୁର ର ଜ୍ଵାଇଁ ବୁଖାରି । ଗତ ଗୁରୁବାର ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ରୁ ଅର୍ଥାତ ଶ୍ଵଶୁର ଘରୁ ଜ୍ଵାଇଁ ଆତଙ୍କବାଦୀ ଇଶାନ ବୁଖାରି ଗିରଫ ହୋଇଛି । ଫେସବୁକ ଜରିଆରେ ଏଇ ଗାଁ ର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଥିଲା ବୁଖାରି । ଉକ୍ତ ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳରେ ଜଣେ ଜଣାଶୁଣା ମହିଳା ।

ସୂଚନା ଅନୁଯାୟୀ ଯୁବତୀ ଜଣକ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଆଉ ସମସ୍ତେ କହୁଛନ୍ତି ଉଚ୍ଚ ଶିକ୍ଷିତା ହୋଇ ଏତେ ପାଠ ପଢି କେମିତି ଜଣେ ଆତଙ୍କବାଦୀ କୁ ପ୍ରେମ କରିଲେ । ଏମିତି ସେ ଜାଣି ପାରିଲେନି ବୁଖାରି ହେଉଛି ଆତଙ୍କବାଦୀ । ଏବେ ସବୁଆଡେ ଏହି ଚର୍ଚ୍ଚା ଲାଗି ରହିଛି । ଇଶାନ 2016 ରେ ଯୁବତୀଙ୍କ ସହ ଫେସବୁକରେ ଚ୍ୟାଟିନ କରିବା ଆରମ୍ଭ କରିଥିଲେ । ଆଉ ଏହା ପରେ ପ୍ରେମ ସମ୍ପର୍କ ଗଢି ଉଠିଲା ।

ଆତଙ୍କବାଦୀର ପ୍ରେମ ଜାଲରେ ଫସିବା ପରେ ଶିକ୍ଷୟତ୍ରୀ ଜଣକ ବିବାହ ପାଇଁ ରାଜି ହୋଇଥିଲେ । ଏପରିକି ବିବାହ ପରେ ଯାଜପୁର ଜିଲ୍ଲା ନେଉଳପର ର ଜ୍ଵାଇଁ ପାଲଟି ଥିଲେ ଇଶାନ ବୁଖାରି । ଆଉ ଆତଙ୍କବାଦୀ ଜଣକ ଶ୍ଵଶୁର ଘରେ ରହୁଥିଲେ । ଦୁହିଙ୍କର 6 ବର୍ଷର ଝିଅ ମଧ୍ୟ ଅଛି । ବିବାହ ପରେ ଯାଜପୁରରେ ଅଧିକାଂଶ ସମୟ ରହୁଥିଲା ବୁଖାରି । ଯାହାକୁ ଗିରଫ କରିଛି SDF ।

ବୁଖାରି କାଶ୍ମୀର ରେ ରହୁଥିବା ବେଳେ ବର୍ଷକୁ ଥରେ ଦୁଇ ଥର ଯାଜପୁର ଆସୁଥିଲା । ସ୍ତ୍ରୀ ଆଉ ଝିଅ ସହ କିଛି ସମୟ ବିତାଇ ପୁଣି ଚାଲି ଯାଉଥିଲେ । ଏବେ ସବୁଆଡେ ଚଚ୍ଚା ହେଉଛି ଶିକ୍ଷୟତ୍ରୀ ହୋଇ କେମିତି ଜାଣିପାରିଲା ନାହିଁ ବୁଖାରି ଆତଙ୍କବାଦୀ । କେମିତି ଆତଙ୍କବଦୀ ସହ ଯୁବତୀ ଜଣକ ବିବାହ କରିଲା ? ଏଇଠି ନାନା ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆଗକୁ ଏଭଳି ପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *