ଝିଅଙ୍କ ଚାଲିବା ଶୈଳୀରୁ ଜାଣନ୍ତୁ ସେମାନଙ୍କ ଚରିତ୍ର ଓ ସ୍ଵଭାବ (Personality Test)

ସବୁ ଝିଅମାନଙ୍କର ଚାଲିବାର ଷ୍ଟାଇଲ ଅଲଗା ଅଲଗା ହୋଇଥାଏ । କିଛି ଝିଅମାନଙ୍କୁ ଜଲ୍ଦି ଜଲ୍ଦି ଚାଲିବାକୁ ଭଲ ଲାଗିଥାଏ ତ କିଛି ଝିଅମାନେ ଧୀରେ ଧୀରେ ଚାଲିବାକୁ ଭଲ ଲାଗେ । କିଛି ଝିଅମାନେ ନିଜ ଅଣ୍ଟାକୁ ହଲାଇ ହଲାଇ ଚାଲିବାକୁ ପସନ୍ଦ କରନ୍ତି । କିନ୍ତୁ କହିଦେଉଛୁ କି ଝିଅମାନଙ୍କର ଚାଲିବା ଷ୍ଟାଇଲ ଦ୍ଵାରା ଆପଣ ତାଙ୍କ ସ୍ଵଭାବ ସହ ଜଡିତ ବହୁତ କିଛି କଥା ଜାଣି ପାରିବେ । ଝିଅମାନଙ୍କର ଚାଲିବା ଷ୍ଟାଇଲ ଠାରୁ ଆପଣ ତାଙ୍କର ମାନସିକ ସ୍ଥିତି ବିଷୟରେ ବି ଜଣା ପଡିଥାଏ ।

ରିସର୍ଚ ଅନୁସାରେ ଜଲ୍ଦି ଜଲ୍ଦି ଚାଲୁଥିବା ଝିଅମାନେ ବହୁତ ହିଁ କମ କଥାବାର୍ତ୍ତା କରନ୍ତି । ଜଲ୍ଦି ଜଲ୍ଦି ଯାଉଥିବା ଝିଅମାନେ ଏହା ଚିନ୍ତା କରନ୍ତି ନାହିଁ କି ତାଙ୍କ ବିଷୟରେ ଲୋକମାନେ କେମିତି ଚିନ୍ତା କରନ୍ତି । ସେ କେବଳ ନିଜ କାମରେ ଧ୍ୟାନ ଦିଅନ୍ତି । ଏହିଭଳି ଝିଅମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । କୌଣସି ବି କାମକୁ ଅଧାରେ ଛାଡନ୍ତି ନାହିଁ । ଜଲ୍ଦି ଜଲ୍ଦି ଚାଲୁଥିବା ମହିଳାମାନେ ନିଜ ପରିବାର ପ୍ରତି ସମର୍ପିତ ରୁହନ୍ତି ।

ଯେଉଁ ଝିଅମାନେ ଧୀରେ ଧୀରେ ଚାଳନ୍ତି ସେମାନେ ଅଧିକ କଥାବାର୍ତ୍ତା କରନ୍ତି । ଏମାନଙ୍କୁ ଏକୁଟିଆ ଚାଲିବା ପସନ୍ଦ ନୁହେଁ । ଏମାନେ ସବୁବେଳେ କାହାକୁ ନା କାହାକୁ ସାଥିରେ ନେଇ ଚାଳନ୍ତି । ଚାଲିବା ସମୟରେ ଏମାନେ କଥାବାର୍ତ୍ତା ବି କରନ୍ତି । ଧୀରେ ଧୀରେ ଚାଲୁଥିବା ଝିଅମାନେ ଜଲ୍ଦି ହିଁ ଅନ୍ୟ ଉପରେ ବିଶ୍ଵାସ କରି ନିଅନ୍ତି । ଏହି କାରଣରୁ ସେମାନେ ପ୍ରାୟତଃ ଅସୁବିଧାରେ ପଡି ଯାଆନ୍ତି । ଏମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ଏମାନେ ସବୁ କାମ ଧୀରେ ଧୀରେ କରିବାକୁ ପସନ୍ଦ କରନ୍ତି ।

କିଛି ଝିଅ ଓ ମହିଳାମାନେ ରାସ୍ତାରେ ଚାଲିବା ସମୟରେ ଚୁପଚାପ ଯାଆନ୍ତି ନାହିଁ, ରାସ୍ତାରେ ଏମାନଙ୍କୁ ବହୁତ ବନ୍ଧୁ ମିଳି ଯାଆନ୍ତି । ଏମାନେ ସମସ୍ତଙ୍କ ହସିବା ସହିତ ତାଙ୍କ ସହ କଥାବାର୍ତ୍ତା କରି ଆଗକୁ ବଢି ଯାଆନ୍ତି । ଏମାନେ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । କାହାକୁ କେଉଁଭଳି ବ୍ୟବହାର କରିବାର ଅଛି ଏହା ଏମାନଙ୍କୁ ଜଣା । କିଛି ମହିଳାମାନେ ଚାଲିବା ସମୟରେ ନିଜର ସମୟ ବର୍ବଦା କରିବାକୁ ପସନ୍ଦ କରନ୍ତି ନାହିଁ । ଚାଲିବା ସମୟରେ ଏମାନେ କାହା ସହିତ କଥାବାର୍ତ୍ତା କରନ୍ତି ନଚେତ କାମ ନ ଥିଲେ ଘରୁ ବାହାରକୁ ବାହାରନ୍ତି ନାହିଁ । ଏମାନେ ନିଜର ଲାଭ ପାଇଁ କିଛି ବି କରି ପାରନ୍ତି ।

ଯେଉଁ ମହିଳାମାନେ ଛୋଟ ଛୋଟ ସ୍ଟେପ ନେଇ ଆରାମରେ ଚାଳନ୍ତି ସେମାନେ ଏହି କ୍ୟାଟାଗୋରୀରେ ଆସନ୍ତି । ଏହିଭଳି ମହିଳାମାନେ ନିଜ ହିସାବରେ ଜୀବନ ବିତାନ୍ତି । ଏହିଭଳି ମହିଳାମାନେ ନିଜର ବିଷୟରେ କାହାକୁ କୁହନ୍ତି ନାହିଁ । ଏମାନଙ୍କର ଶାନ୍ତ ସ୍ଵଭାବ କାରଣରୁ ଏମାନଙ୍କର ବହୁତ ବନ୍ଧୁ ବି ହୁଅନ୍ତି । ଯେଉଁମାନେ କି ଏମାନଙ୍କୁ ବହୁତ ଭଲ ପାଆନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *