ଝିଅକୁ ଭୁବନେଶ୍ବର ପଠାଇ ମୁଁ ବଡ ଭୁଲ କରିଦେଲି… ଝିଅ ଭୁବନେଶ୍ବର ଆସି ମୋତେ ଛାଡିଦେଲା…

ଝିଅକୁ ଭୁବନେଶ୍ବର ପଠାଇ ମୁଁ ଭୁଲ କରିଦେଲି । ଖବର ମୁତାବିକ ଡାକ୍ତରୀ ପାଠ ପଢିବାକୁ ଭୁବନେଶ୍ବର ଆସି ଏଭଳି କିଛି ଖବର ଶୁଣିବାକୁ ମିଳିଛି । ତେବେ ସୂଚନା ଅନୁଯାଇ ଭରତପୁର ଥାନା ଅନ୍ତର୍ଗତ ଏକ ଘରୋଇ ମେଡିକାଲ କଲେଜରେ ଛାତ୍ରୀ ଜଣଙ୍କ ପାଠ ପଢୁଥିଲେ । ତେବେ ଛାତ୍ରୀ ଜଣଙ୍କ ଘର ହେଉଛି କଲିକତାର ପଶ୍ଚିମବଙ୍ଗ । ଛାତ୍ରୀ ଜଣଙ୍କର ନାମ ହେଉଛି ମୌନବୀ ଦାସ । ସେଠାରୁ ଆସି ଯୁବତୀ ଜଣଙ୍କ ଭୁବନେଶ୍ଵରରେ ରହି ପାଠ ପଢୁଥିଲେ ।

ତେବେ କଲେଜ ସାରି ଝିଅ ନିଜ ଜୀବନ ହାରିଦେଇଥିବା ଖବର ଶୁଣିବାକୁ ମିଳିଛି । ଯେଉଁ ଖବର ପାଇଲା ପରେ ଛାତ୍ରୀ ଜଣଙ୍କର ବାପା, ମା’ ପୁରା ସ୍ତବ୍ଧ ପାଲଟି ଯାଇଛନ୍ତି । କାରଣ ବାପା, ମା’ କେତେ ଆଦରରେ ଝିଅକୁ ପଥ ପଢାଇ ଭଲ ମଣିଷଟିଏ କରିବାକୁ ଚାହୁଁଥିଲେ । ଝିଅର ଭବିଷ୍ୟତ ଉଜ୍ଜଳ କରିବାକୁ ଚାହୁଁଥିଲେ । ହେଲେ ଝିଅ କଲେଜରୁ ପାଠ ପଢି ଆସି ନିଜର ଜୀବନ ହାରି ଦେଇଛି । ତେବେ ଝିଅଟି ଏଭଳି କରିବା ପଛରେ କ’ ଣ କାରଣ ରହିଛି ?

ସେହି କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଠ ରହିଛି । ତେବେ ଯେତେବେଳେ ବାପା, ମା’ ଙ୍କୁ ମୌନବୀଙ୍କର ବନ୍ଦ ଘରୁ ମୃତ ଦେହ ଉଦ୍ଧାର କରାଯାଇଥିଲା। ସେତେବେଳେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ସେ କେତେ ଆଶା ନେଇ ନିଜ ଝିଅକୁ ପାଠ ପଢାଇବା ପାଇଁ କଲେଜ ଛାଡିଥିଲେ । ତେବେ ମୃତ୍ୟୁ ପୂର୍ବରୁ ମଧ୍ୟ ଝିଅ ଜଣଙ୍କ ତା’ ର ମା’ ଙ୍କ ସହ କଥା ମଧ୍ୟ ହୋଇଥିଲେ । କଲେଜକୁ ନେଇ ସେଭଳି କିଛି କଥା ମଧ୍ୟ ଛାତ୍ରୀ ଜଣଙ୍କ କହିନଥିଲେ ।

ହେଲେ ସକାଳୁ ସକାଳୁ ଶୁଣିବାକୁ ପାଇଥିଲେ । ଭୁବନେଶ୍ବରରେ ପଢୁଥିବା ତାଙ୍କ ଝିଅ ମୌନବୀ ଜୀବନ ହାରି ଦେଇଛି । ମୌନବୀ ହେଉଛନ୍ତି ଘରୋଇ ଡେଣ୍ଟାଲ କଲେଜର ଦିତୀୟ ବର୍ଷର ଛାତ୍ରୀ । କଲେଜରେ ସମସ୍ତଙ୍କ ସହ ମୌନବୀଙ୍କର ଭଲ ସମ୍ପର୍କ ରହିଥିଲା । ହେଲେ ଝିଅ ଏଭଳି କଣ ପାଇଁ କରିବସିଲା ? ତାହା ଜାଣିବା ପାଇଁ ତଦନ୍ତ ଜାରୀ ରହିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *