Odia Gk- କେଉଁ ମାଛ ପାଣିରେ ପହଁରି ପାରେ ଜମିରେ ଯାଇପାରେ ଓ ଆକାଶରେ ବି ଉଡି ପାରେ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟର୍ବ୍ୟୁରେ ପଚରା ଯାଇଥିବା କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ବିଷୟରେ କହିବାକୁ ଯାଉଛୁ । ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଆଉ ଆଜି ଆମେ ଆପଣ ମାନଙ୍କୁ ସବୁଠାରୁ ବଡ ଚାକିରି ଆଇଏଏସ ପାଇଁ ପଚରା ଯାଉଥିବା କିଛି ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ମଣିଷର କେଶ ପାଚି ଯାଏ କାହିଁକି ?

ଉତ୍ତର- କେଶ ମୂଳରେ ପିଗମେଣ୍ଟର ଅଭାବ ହେଲେ କେଶ ପାଚି ଥାଏ ।

୨. କେଉଁ ମାଛ ପାଣିରେ ପହଁରି ପାରେ ଜମିରେ ଯାଇପାରେ ଓ ଆକାଶରେ ଉଡି ପାରେ ?

ଉତ୍ତର- ଗରନାର ମାଛ

୩. କେଉଁ ମାଛ ଟର୍ଚ୍ଚ ପରି ଜଳେ ?

ଉତ୍ତର- ଯାଇ ଜେଣ୍ଟକସ ମାଛ ଟର୍ଚ୍ଚ ପରେ ଜଳେ ।

୪. ଆହାତ ହେଲେ କେଉଁ ପଶୁ ମଣିଷ ପରେ କାନ୍ଦେ ?

ଉତ୍ତର- ଆହାତ ହେଲେ ଭାଲୁ ମଣିଷ ପରି କାନ୍ଦି ଥାଏ  ।

୫. ସବୁଠାରୁ ବଡ ମାଙ୍କଡ କେଉଁଠାରେ ଦେଖିବାକୁ ମିଳେ ?

ଉତ୍ତର- ସବୁଠାରୁ ବଡ ମାଙ୍କଡ ମୌଦ୍ରଲରେ ଦେଖିବାକୁ ମିଳେ ।

୬. କେଉଁ ନଗରିରେ ଦୁଇ ମାସ ଦିନ ହୁଏ ?

ଉତ୍ତର- ହୋମର ଫାଷ୍ଟେରେ ଦୁଇ ମାସ ଦିନ ହୋଇଥାଏ ।

୭. କେଉଁ ପକ୍ଷୀ ହାତୀ ଭଳି ଜନ୍ତୁକୁ ନିଜ ପଞ୍ଜାରେ ଧରି ଉଡି ପାରୁ ଥିଲା ?

ଉତ୍ତର- ଆକାବ ପକ୍ଷୀ ହାତୀ ଭଳି ଜନ୍ତୁକୁ ନିଜ ପଞ୍ଜାରେ ଧରି ଉଡି ପାରୁ ଥିଲା ।

୮. କେବେ ଦିନ ଓ ରାତି ସମାନ ହୁଏ ?

ଉତ୍ତର- ମାର୍ଚ୍ଚ ୨୧ ଓ ସେପ୍ଟେମ୍ବର ୨୩ରେ ଦିନ ଏବଂ ରାତି ସମାନ ହୋଇଥାଏ ।

୯. କେଉଁଠାରେ ନିଆଁ ବର୍ଷା କରୁଥିବା ଗଛ ରହିଛି ?

ଉତ୍ତର- ମାଲେସିଆରେ ନିଆଁ ବର୍ଷା କରୁଥିବା ଗଛ ରହିଛି ।

୧୦. କେଉଁ ରାଜା ଦାଢି ରଖିବା ଲୋକ ମାନଙ୍କ ଉପରେ କର ବସାଉ ଥିଲେ ?

ଉତ୍ତର-ପିଟର ଦି ଗ୍ରେଟ ରାଜା ଦାଢି ରଖିଥିବା ଲୋକ ମାନଙ୍କ ଉପରେ କର ବସାଉ ଥିଲେ ।

୧୧. ଝିଅ ପିଲା ମାନେ କେତେବେଳେ ଅଧିକ ଗରମ ହୋଇଥାନ୍ତି ?

ଉତ୍ତର- ଯେତେବେଳେ ତାଙ୍କୁ ଜ୍ଵର ହୋଇଥାଏ ।

୧୨. ବିଶ୍ଵର ସବୁଠାରୁ ଉଚ୍ଚ ପର୍ବତ ଶିଖର କେଉଁଠି ଅବସ୍ଥିତ ?

ଉତ୍ତର- ବିଶ୍ଵର ସବୁଠାରୁ ଉଚ୍ଚ ପର୍ବତ ଶିଖର ହେଉଛି ମାଉଣ୍ଟ ଏଭରେଷ୍ଟ ଯାହା ନେପାଳରେ ଅବସ୍ଥିତ ।

୧୩. ଆମ ଶରୀରର କେଉଁ ଅଙ୍ଗରେ ରକ୍ତ ନଥାଏ ?

ଉତ୍ତର- ଆମ ଶରୀରର ନଖ ଏବଂ କେସରେ ରକ୍ତ ନଥାଏ ।

୧୪. ଭାରତର ସବୁଠାରୁ ଥଣ୍ଡା ଜିଲ୍ଲାର ନାମ କଣ ?

ଉତ୍ତର- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲାର ନାମ ହେଉଛି ଶ୍ରୀନଗର ।

Leave a Reply

Your email address will not be published. Required fields are marked *