ଯେଉଁଠି ଶାରୀରିକ ସମ୍ପର୍କ ନାହିଁ, ସେଠାରେ ଶାନ୍ତି ବି ନାହିଁ, ତେଣୁ ମୁଁ ଟିକେ ଶାନ୍ତିରେ ଏବେ…. Anubhav Mohanty

ଶାରୀରିକ ସମ୍ପର୍କ ତ ନାହିଁ । ସେଥିପାଇଁ ମୋ ଜୀବନରେ ଶାନ୍ତି ଟିକେ ବି ନାହିଁ । ହଁ ଆଜ୍ଞା ଷ୍ଟାର ଦମ୍ପତ୍ତିଙ୍କ କଳି ଥମିବାର ନାଁ ହିଁ ନେଉନାହିଁ । ଆମେ ଏଠାରେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ସମ୍ପର୍କରେ ଏଠାରେ କହିବା ପାଇଁ ଯାଉଛୁ । ଅନୁଭବ ଓ ବର୍ଷାଙ୍କର ବିବାହ ବିଚ୍ଛେଦ ଖାରଜ ହେବା ପରେ ଅନୁଭବ ଓ ବର୍ଷାଙ୍କୁ ନେଇ ପୁଣି ଥରେ ଚର୍ଚା ଆରମ୍ଭ ହୋଇଯାଇଛି । ବିଶେଷ କରି ବର୍ତ୍ତମାନ ଅନୁଭବ ବର୍ଷାଙ୍କ ଭଉଣୀ ସହ ବର୍ଷାଙ୍କୁ ନେଇ କରି ଥିବା ଚାଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗି ପଡିଛି ।

ଯେଉଁଥିରେ ସ୍ପଷ୍ଠ ଭାବରେ ଅନୁଭବ ନିଜର ମନର କଥା ଖୋଲି ବର୍ଷାଙ୍କ ଭଉଣୀଙ୍କୁ କହିଛନ୍ତି । ଯେତେବେଳେ ବର୍ଷାଙ୍କ ଭଉଣୀ ଅନୁଭବ ଓ ବର୍ଷାଙ୍କୁ ରାତିରେ ସବୁବେଳେ କଳି କାହିଁକି ଲାଗୁଚ୍ଛ ପଚାରିଛନ୍ତି ? ସେତେବେଳେ ଗୋଟି ଗୋଟି କରି ଅନୁଭବ ନିଜର ଦୁଃଖ ବର୍ଷାଙ୍କ ଭଉଣୀ ଆଗରେ ଖୋଲି କହିଛନ୍ତି । ଦିଦି ବର୍ଷାଙ୍କୁ ମୁଁ ସ୍ତ୍ରୀ ରୂପେ ପାଇ ବହୁତ ଖୁସି ଅଛି । ମୁଁ ଯେତେବେଳେ ଅସମର୍ଥ ଥିଲି । ମୋର ସଫଳତା ପଛରେ ମଧ୍ୟ ବର୍ଷାଙ୍କର ବହୁତ ଅବଦାନ ରହିଛି ।

ହେଲେ ବର୍ଷାଙ୍କୁ ମୁଁ ବିବାହ କରିବାର ଗତ 5 ବର୍ଷ ହୋଇଗଲାଣି । ହେଲେ ବର୍ଷା ତାଙ୍କ ସହ ମୋତେ ଶାରୀରିକ ସମ୍ପର୍କ ରଖିବା ପାଇଁ ଦେଉ ନାହାନ୍ତି । ଆପଣ କୁହନ୍ତୁ ଦିଦି ଜଣେ ସ୍ଵାମୀ ହୋଇ ତା’ ର ପାର୍ଟନର ଠାରୁ ମୁଁ କ’ ଣ ଏତିକି ଆଶା କରିପାରିବି ନାହିଁ । ତେଣୁ କରି ବର୍ଷାଙ୍କ ସହ ମୋର ଶାରୀରିକ ସମ୍ପର୍କ ତ ଆଜି ଜାକେ ହୋଇପାରିଲା ନାହିଁ । ତେଣୁ ମୋତେ ଟିକେ ଶାନ୍ତିରେ ମରିବା ପାଇଁ ଏଥର ଦିଅ ।

ତେବେ ଅନୁଭବଙ୍କ ସମସ୍ତ କଥା ଶୁଣି ବର୍ଷାଙ୍କ ଭଉଣୀ ମଧ୍ୟ ନିଜର ଚାଟରେ ଲେଖି ଜଣାଇଛନ୍ତି । ତୁମେ ଉଭୟ ଉଭୟଙ୍କୁ ଭଲରେ ବୁଝିବା ପାଇଁ କିଛି ସମୟ ଦିଅ । ମୁଁ ଭଗବାନଙ୍କ ପ୍ରାଥନା କରୁଛି । ଯେ ତୁମର 2 ଜଣଙ୍କର ବୈବାହିକ ସମ୍ପର୍କ ବହୁତ ଭଲରେ ରହୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *