ଏହାକୁ ବୁଝିବା ବହୁତ ଜରୁରୀ ! ଥରେ ବୁଝି ନେଲେ ଜୀବନରୁ ସବୁ ଦୁଃଖ ଗାୟବ ହେଇଯିବ (Best Motivational speech)

ନମସ୍କାର ବନ୍ଧୁଗଣ, ଜୀବନରେ ସବୁବେଳେ ସୁଖରେ ବିତାଇବା ପାଇଁ ଜୀବନକୁ ବୁଝିବା ନିହାତି ଆବଶ୍ୟକ । ଜୀବନରେ ଅନେକ କାରଣରୁ ଆମେ ସବୁବେଳେ ଦୁଖୀ ରହିଥାଉ । ଭାଙ୍ଗି ପଡିଥାଉ , ବେଳେ ବେଳେ ଏମିତି ହୁଏ କି କେହି କେହି ଜୀବନ ହାରି ଦିଅନ୍ତି । ସେଥିପାଇଁ ଜୀବନର ସତ୍ୟ ନିହାତି ଜାଣିବା ଆବଶ୍ୟକ । ତେବେ ଆଜି ଆମେ ଆପଣ ଙ୍କୁ କିଛି ଜୀଵନ ର ସତ୍ୟ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିନେବା ସେହି କଥା ଗୁଡିକ କଣ।

୧-ଜୀଵନ ର ଅଭିଜ୍ଞତା ଗୋଟିଏ ଜିନିଷ ଶିଖାଇଲା କି ଜୀଵନ ର ସବୁଠାରୁ ବଡ଼ କ୍ଷତି କେହି ଆପଣାର ହିଁ ପହଞ୍ଚାଇ ଥାଏ।

୨-ମୋ ଆପଣାର ହିଁ ଶିଖେଇଛନ୍ତି କି ଜୀଵନ ରେ କେହି ଆପଣାର ନୁହେଁ।

୩- ମୁଁ ଭଲ ହୋଇକି ଦେଖିଲି ତଥାପି ଲୋକ ଖରାପ ହିଁ କହୁଛନ୍ତି।

୪- କିଛି ଜିନିଷ ନିଜ ଅକଡ଼ ପାଇଁ ନୁହେଁ ବରଂ ଆତ୍ମସମ୍ମାନ ପାଇଁ ଛାଡିବାକୁ ପଡେ।

୫- ଯଦି କେହି ଆପଣଙ୍କ ବିନା ବି ଖୁସିରେ ଅଛି ତେବେ ତାକୁ ଖୁସିରେ ହିଁ ରହିବାକୁ ଦିଅ।ତା ପଛରେ ଅଧିକ ସମୟ ପଡି ନିଜ ଆତ୍ମ ସମ୍ମାନ କୁ ହରାଅ ନାହିଁ।

୬- ଯିଏ ଯାଉଛି ତାକୁ ଯିବାକୁ ଦିଅ। ଯଦି ସେ ଆଜି ରହିଯିବ ତେବେ ସେ କାଲି ବି ପଳେଇବ।

୭- ସତ କହୁଥିବା ବ୍ୟକ୍ତି ସଦାବେଳେ ଚୁପ ହିଁ ରୁହେ। ମିଛ କହୁଥିବା ବ୍ୟକ୍ତି ସବୁବେଳେ ଚିଲାଇ ଥାଏ।

୮- ଯେତେବେଳେ ଭାଗ୍ୟ ସାଥ ନ ଦିଏ ସେତେବେଳେ ଆପଣ ବୁଝିବା କଥା କି କେବଳ ଆପଣଙ୍କ ପରିଶ୍ରମ ହିଁ ଆପଣ ଙ୍କୁ ସାହାର୍ଯ୍ୟ କରିବ।

୯- ତୁମେ ଯେତେ ସଚୋଟ, ସରଳ ଏବଂ ଭଲ ହେବ। ସେତେ ତୁମେ ଠକାମୀ ରେ ପଡିବ ଏବଂ ସେତେ ଲୋକ ତୁମ ଫାଇଦା ଉଠାଇବେ।

୧୦- ଯାହାର ସମୟ ଖରାପ ଅଛି ସେମାନଙ୍କ ସାଥ ଦିଅ କିନ୍ତୁ ଯେଉଁ ମାନଙ୍କ ଉଦେଶ୍ୟ ଖରାପ ସେମାନଙ୍କ ଠାରୁ ଦୂରରେ ରୁହ।

୧୧- ସଫଳତା ପାଇବା ବଡ଼ କଥା ନୁହେଁ ।  ସଫଳତା କୁ ବଜାୟ ରଖିବା ହିଁ ବଡ଼ କଥା ।

୧୨- ଏହି ଠାରେ କେହି ବି ଆପଣଙ୍କ ଚିର ଦିନ ସାଥୀ ନୁହେଁ ।  ଯଦି ନିକ ଜୀବନରେ ଆଗକୁ ବଢିବାକୁ ଚାହୁଁଛ ତେବେ ଏକୁଟିଆ ଚାଲିବା ଶିଖ ।

୧୩- ରାତିରେ କାନ୍ଦିକି ଶୋଇବା ଏବଂ ସକାଳେ କାହାକୁ ଏହା ଅନୁଭବ ମଧ୍ୟ ନ କରେଇ ଦେବା ଜୀଵନ ଏହି ପ୍ରତିଭା ବି ଶିଖାଇ ଦେଇଥାଏ ।

୧୪- କାହାକୁ ପ୍ରେମ କରୁଛ ତ ଏମିତି କର କି ଯେତେବେଳେ ବି କୌଣସି ସମସ୍ୟା ଆସେ ସେତେବେଳେ ତାର ତୁମ କଥା ହିଁ ମନ ପଡୁ ।

୧୫- ଯେଉଁଠି ଆଦର ନାହିଁ ସେଠାକୁ ଯାଅ ନାହିଁ । ଯିଏ ଶୁଣେ ନାହିଁ ତାକୁ ବୁଝାଅ ବି ନାହିଁ ।  ଯାହା ହଜମ ହୁଏ ନାହିଁ ତାକୁ ଖାଅ ନାହିଁ ।  ଆଉ ଯିଏ ସତ କହିଲେ ବି ରାଗି ଯାଏ ତାକୁ କେବେ ମନାଅ ନାହିଁ ।

ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *