ଜେଜେମା’ କୁ କୁନି ନାତୁଣୀ ଫୋନ କରି କହିଲା କିଛି ଏମିତି… ଯାହାକୁ ଶୁଣି ବୁଢୀ ମା’ ର ଉଡିଗଲା ହୋସ୍ !

ଜେଜେମା’ ଆମେ ବାପାର ମୋର ମା’ ପାଖକୁ ଯାଉଛୁ । ହଁ ଅଜ୍ଞା ଗତ କାଲିର ଏହି ଦୁଃଖଭରା ଖବର ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ଯେଉଁଠାରେ ଜଣେ ସ୍ଵାମୀ ନିଜ ସ୍ତ୍ରୀର ମରିବା ପରର ବିରହ ଯନ୍ତ୍ରଣା ସହି ନପାରି ନିଜ କୁନି ଝିଅକୁ ନେଇ ଆତ୍ମହ-ତ୍ୟା କରିଦେଇଛି । ତେବେ ଖବର ମୁତାବିକ ଚନ୍ଦନ ପ୍ରେମ ବିବାହ କରି ଲକ୍ଷ୍ମୀ ନାମକ ଏକ ଝିଅକୁ ବାହା ହୋଇଥିଲେ । ବିବାହ ପରେ ଚନ୍ଦନ ତାଙ୍କ ସ୍ତ୍ରୀଙ୍କୁ ନେଉଇ ସୁରାଟ କାମ କରିବା ପାଇଁ ଚାଲି ଯାଇ ସେଠାରେ ରହୁଥିଲେ ।

ସେଠାରେ ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା । ସବୁକିଛି ପରିବାରରେ ଭଲ ଚାଲିଥିଲା । ତାପରେ ଚନ୍ଦନଙ୍କ ସ୍ତ୍ରୀ’ ଙ୍କର ଏଭଳି କ’ଣ ହୋଇଥିଲା ଯେ ! ସେ ଆତ୍ମହତ୍ୟା କରି ଗତ ମାସେ ତଳେ ମରିଯାଇଥିଲେ । ସ୍ତ୍ରୀର ମରିବାର ଦୁଃଖକୁ ସହଜରେ ଗ୍ରହଣ କରିପାରିନଥିଲେ ଚନ୍ଦନ । ତାପରେ ନିଜ କୁନି ଝିଅକୁ ନେଇ ଚନ୍ଦନ ତାଙ୍କ ଗାଁ ଘରକୁ ତାଙ୍କ ମା’ ଙ୍କ ପାଖକୁ ଚାଲି ଆସିଥିଲେ । ସେଠାରେ କିଛି ଦିନ ରହିବା ମଧ୍ୟରେ କିନ୍ତୁ ଚନ୍ଦନ ସବୁବେଳେ ମାନସିକ ବିଷାଦରେ ରହୁଥିଲେ ।

ହେଲେ ମାନେ ମାନେ ଚନ୍ଦନଙ୍କୁ ସେହି ମାନସିକ ବିଷାଦ ଏତେ ଗ୍ରାସ କରିଦେଇଥିଲା । ଯେ ଚନ୍ଦନ ତାଙ୍କ ସ୍ତ୍ରୀ ସହ ସବୁଦିନ ପାଇଁ ଆରପାରି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏଠାରେ ସବୁଠାରୁ ବଡ ଘଟଣା ସେତେବେଳେ ଘଟି ଯାଇଥିଲା । ଯେତେବେଳେ ଚନ୍ଦନ ନିଜେ ଆତ୍ମହ-ତ୍ୟା କରିବା କଥା ଭାବିଥିଲା । ସେତେବେଳେ ସେ ନିଜ ଝିଅକୁ ମଧ୍ୟ ତା’ ମା’ ପାଖକୁ ନେଇଯିବା କଥା ଭାବିଥିଲା ।

ପରେ ନିଜ କୁନି ଝିଅକୁ ମା’ ପାଖକୁ ଯିବା କହି ବ୍ରିଜ ପାଖକୁ ନେଇଯାଇଥିଲା । ପରେ ଭଣ୍ଡାରିଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ଶେଷ ଥର ଚନ୍ଦନ ତା’ ମା’ ସହ କଥା ହୋଇ ନିଜ ଝିଅକୁ ନେଇ ବ୍ରିଜ ଉପରୁ ଡେଇଁ ପଡିଥିଲା । ପୁଅ ଚନ୍ଦନ ଓ କୁନି ନାତୁଣୀଙ୍କ ମରିବା ଖବର ପାଇ ବୁଢି ମା’ ଜଣଙ୍କ ଦୁଃଖରେ ଭାଙ୍ଗି ପଡିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *