ଯାଜପୁରର ନଦୀରେ ବୁଲୁଛି ଅତୃପ୍ତ ପ୍ରେତାତ୍ମା ! କେତେବେଳେ ନଦୀରେ ଥାଇ ଜୀବନ ନେଉଛି, ଅନ୍ୟ କେତେବେଳେ ପୋଲ ଉପରୁ…

ଯାଜପୁର ନଦୀ ଭିତରେ ବୁଲୁଛି ପ୍ରେତାତ୍ମା ! ନଦୀ ଭିତରେ ପଶୁଛି । ପଶୁଚି କେତେବେଳେ ପୋଲ ଉପରୁ ମଣିଷକୁ ଘୋଷାଡ଼ି ଖାଉଛି । ହଁ ଆଜ୍ଞା ଯାଜପୁରରେ କୋକୁଆ ଭୟ ସୃଷ୍ଟି କରୁଛି ପ୍ରେତାତ୍ମା । କେତେବେଳେ କୁମ୍ଭୀର ଦେହରେ ପଶି ମହିଳାର ଜୀବନ ନେଉଛି ତ। ଅନ୍ୟ କେତେବେଳେ ପୋଲ ଉପରୁ ଲୋକଙ୍କୁ ଘୋଷାଡ଼ି ତାଙ୍କ ଜୀବନ ନେଉଛି । ଏହି ଯେପରି ଗତ କାଲି ପୋଲ ଉପର ଦେଇ ଯାଉଥିବା ଯୁବକ ଜଣଙ୍କୁ ପୋଲ ଉପରୁ ଘୋଷାଡ଼ି ନେଇ ନଦୀ ମଧ୍ୟରେ ଯୁବକଙ୍କୁ ନିଖୋଜ କରାଇ ଦେଉଛି ।

ପରେ ଖବର ପାଇ ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଟିମ ଯେତେ ଖୋଜିଲେ । ମଧ୍ୟ ଯୁବକ ଜଣଙ୍କୁ ଆଉ ଖୋଜି ଖୋଜି ନଦୀ ମଧ୍ୟରୁ ପାଇ ନଥିଲେ । ବହୁତ ଖୋଜାଖୋଜି କରିବା ପରେ ଯାଇ ଯୁବକଙ୍କର ମୃ-ତ ଶରୀର ନଦୀ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଏହି ଯେପରି ଗତ କିଛି ଦିନ ତଳେ ବାସନ ମାଜୁଥିବା ଅବସ୍ଥାରେ ମହିଳା ଜଣଙ୍କୁ ପ୍ରେତାତ୍ମା କୁମ୍ଭୀର ଶରୀରରେ ପଶି ନଦୀକୁ ଘୋଷାଡ଼ି ନେଇଥିଲା । ପରେ ନଦୀ ମଧ୍ୟରେ ମହିଳାଙ୍କୁ ଖିନଭିନ କରି ଖାଇଦେଇଥିଲା ।

ଯାହାର ଭିଡିଓ ଯେ ଦେଖିଥିଲା, ସେ ଭୟଭୀତ ହୋଇ ପଡିଥିଲା । ତେବେ ଏହି ସବୁ ଗୋଟିଏ ପରେ ଗୋଟିଏ ଘଟଣା ଦେଖିଲା ପରେ ଯାଜପୁର ବାସିନ୍ଦା ସଂପୂର୍ଣ୍ଣ ଭାବରେ ଭୟଭୀତ ହୋଇପଡିଛନ୍ତି । ସେହି ନଦୀରେ ଏକ ଅତୃପ୍ତ ପ୍ରେତାତ୍ମା ରହିଛି ବୋଲି ବର୍ତ୍ତମାନ ସ୍ଥାନୀୟ ଲୋକେ ଚର୍ଚା କରିବା ଆରମ୍ଭ କରିସାରିଲେଣି । କାରଣ ସେହି ସମାନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଯିବା ଦେଖି ଲୋକେ ଏହାକୁ ସହଜରେ ବିଶ୍ବାସ କରିପାରୁ ନାହାନ୍ତି ।

କାରଣ ସେହି ଗୋଟିଏ ନଦୀରେ ଦିନକୁ ଦିନ ଅସ୍ଵାଭାବିକ ଘଟଣାମାନ ଘଟିବାରେ ଲାଗିଛି । ଯାହା ଦ୍ଵାରା ନଦୀ ଆଖପାଖ ଦେଇ ଯିବା ଆସିବା କରିବା ପାଇଁ ମଧ୍ୟ ଲୋକେ ନାରାଜ ହୋଇଯାଉଛନ୍ତି । ତେବେ ସେହି ନଦୀକୁ ସ୍ଥାନୀୟ ଲୋକେ ନଯିବା ସ୍ଥାନୀୟ ପ୍ରଶାସନ ତଥା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନଚେତ ପୁଣି ଥରେ ସେଭଳି କିଛି ଅଘଟଣ ସେଠାରେ ଘଟିଯାଇ ପାରେ । ପାଇଁ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *