ଯଦି ସେମିତି କେହି ଲାଇଫରେ ମିଳନ୍ତି, ତେବେ ବାହା ହେବ କଥା ଭାବିବି… Odia Actress Chhandita Padhi

ଆମ ଭିତରେ ସେମିତି କିଛି କମିଟମେଣ୍ଟ ନଥିଲା, କି ଆମେ ଆଗକୁ ଯାଇ ବାହା ହେବୁ । ଘରେ ଘରେ ଓଡିଆ ସିରିଏଲର ଖଳ ନାୟିକା ଭାବେ ଅତି ପରିଚିତ କଳାକାର ହେଉଛନ୍ତି ଛନ୍ଦିତା । ଯାହାଙ୍କୁ ସମସ୍ତେ ଖଳ ନାୟିକା ଭୂମିକାରେ ହିଁ ଦେଖି ଆସିଛନ୍ତି । ତେବେ ଏକ ଗଣ ମାଧ୍ୟମର ଇଣ୍ଟରଭିୟୁରେ ଅଭିନେତ୍ରୀ ଛନ୍ଦିତା ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଛନ୍ଦିତାଙ୍କ କହିବା ଆଧାରରେ ଅନେକ ଲୋକଙ୍କର ମ୍ୟାରେଜକୁ ନେଇ ବହୁତ ସ୍ଵପ୍ନ ରହିଛି । ହେଲେ ମୋତେ ବାହା ହେବାକୁ ଜମାରୁ ବି ଇଚ୍ଛା ନାହିଁ ।

ଚନ୍ଦନ-ଲିସାଙ୍କ ଯୋଡିକୁ ବହୁତ ଦର୍ଶକ ପସନ୍ଦ କରନ୍ତି । ଟିଭି ସିରିଏଲ ହେଉ ଅବା ଯାତ୍ରା ପେଣ୍ଡାଲରେ ହେଉ । ତାଙ୍କ ମୋ ଭିତରେ ବହୁତ ଭଲ ସମ୍ପର୍କ ମଧ୍ୟ ପ୍ରେଫେସନରୁ ସୃଷ୍ଟି ହୋଇଯାଇଥିଲା । ତାପରେ ପରେ ମୋର ସିରିଏଲ ଅଲଗା ଓ ତାଙ୍କର ସିରିଏଲ ଯେତେବେଳେ ଅଲଗା ହୋଇଯାଇଥିଲା । ତାଙ୍କର ଓ ମୋ ଭିତରେ ଥିବା ଘନିଷ୍ଠତା ସେତେ କମ୍ ହେବାକୁ ଲାଗିଲା । ହେଲେ ବହୁତ ଲୋକ ଆମ ୨ ଜଣଙ୍କ ଫୋଟ ଦେଖି ଭାବନ୍ତି ।

ଯେ ଆମ ଦୁହିଙ୍କର ମ୍ୟାରେଜ ହୋଇ ଯାଇଛି । ହେଲେ ତୁଷାର ଓ ମୋ ମଧ୍ୟରେ ଭଲ ବନ୍ଧୁତ୍ଵ ଥିଲା ସତ ହେଲେ ତାଙ୍କର ମୋ ଭିତରେ ସେମଟି କମିଟମେଣ୍ଟ ନଥିଲା । ଯେ ଆମେ ଆଗକୁ ଯାଇ ବାହା ହେବୁ ସେମତି କିଛି ବି ନଥିଲା । ଏବେ ମୋ ଦୁନିଆରେ ମୁଁ ଖୁସି ଅଛି । ମୋର କାମ ଭଲ ତ ମୁଁ ଭଲ । ମୋତେ ଆଗକୁ ଆଗକୁ ବହୁତ ସାରା କାମ କରିବାର ଅଛି । ମୁଁ ବାହା ହେବି କି ନାହିଁ ଲୋକେ ଯାହା ବି କହିଲେ । ସେଥିରୁ ମୋର କିଛି ଫରକ ପଡେ ନାହିଁ ।

କାରଣ ଲୋକ ମାନେ ତ କିଛି ନା କିଛି କହିବେ । ଲୋକଙ୍କ କଥା ଶୁଣିଲେ ଜୀବନରେ କିଛି ବି କରିପାରିବା ନାହିଁ । ତେବେ ଅଭିନେତ୍ରୀ ଛନ୍ଦିତା କିପରି ଲାଗନ୍ତି ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *