ଇଶ୍ଵରଙ୍କ ନାଁ ନେଇ ଗୋଟିଏ ନମ୍ବର ଚୟନ କରନ୍ତୁ ଓ ଜାଣନ୍ତୁ ଆପଣଙ୍କ ଭଲ ସମୟ କେବେଠୁ ଆରମ୍ଭ ହେବ ! Tarot Card Reading

ସାଧାରଣତଃ  ବ୍ୟକ୍ତି ତା ଜୀବନରେ କେବେ ଭଲ ସମୟ ଆସିବ ବୋଲି ଇଚ୍ଛା କରିଥାଏ । କାରଣ ବିଗତ ଦିନ ଗୁଡିକ ଯେପରି କଷ୍ଟଦୁଃଖ ଦେଇ ଗତି କରିବାକୁ ପଡିଥିଲା କଣ ଆଗାମୀ ଦିନ ବି ସେଭଳି କଟିବ ତାହା ଭାବିଥାଏ । ଏଣୁ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ 1,2,3,4 ନମ୍ବର । ଏଥିମଧ୍ୟରୂ ଆପଣଙ୍କ ମନ ପସନ୍ଦ ଆସିଥିବା ନମ୍ବରକୁ ବାଛନ୍ତୁ ଏବଂ ଜାଣନ୍ତୁ ଆପଣ ଆଗାମୀ ସମୟ ବାବଦରେ । ମୁଁ ଆପଣ କିଛି ସମୟ ଦେଉଛି ଗୋଟିଏ ନମ୍ବର ବାଛନ୍ତୁ ।

1-  ଏହି ନମ୍ବରକୁ ବାଛିଥିବା ବ୍ୟକ୍ତି ବହୁ ସମୟ ଧରି ଗୋଟିଏ ସଫଳ କରିବାକୁ ଉଦ୍ୟମ କରିଛନ୍ତି । ତେବେ ଆଗାମୀ ସମୟରେ ଆପଣଙ୍କ ସାମୀ ବହୁତ ଭଲ ହେବବାକୁ ଯାଉଛି । ଯାହା ଫଳରେ ଆପଣ ଯାହାଙ୍କ ବିଷୟରେ ଭାବୁଛନ୍ତି ଏବଂ ତାଙ୍କୁ ପାଇବାକୁ ଇଚ୍ଛା କରୁଛନ୍ତି । ତାହା ନିଶ୍ଚିତ ହେବ କାରଣ ଆପଣ କୋଣସି ବିଷୟ ଯଦି ପାଇବାକୁ ଇଚ୍ଛା କରନ୍ତି ତେବେ ତାହାକୁ ହାସଲ କରିବା ଯାଏ ହାର ମାନିନଥାନ୍ତି ।

2- ଏହି ନମ୍ବର ଚୟନ କରିଥିବା ଲୋକମାନଙ୍କ ଭାଗ୍ୟ ପିଟିବାକୁ ଯାଉଛି । ଅତୀତରେ ଆପଣଙ୍କ ଜୀବନରେ ଆସୁଥିବା ଭଲ ସମୟକୁ ଜଣେ ବ୍ୟକ୍ତି ଅଟକାଉ ଥିଲା କିନ୍ତୁ ଏବେ ତାହା ହେବ ନାହିଁ । ଆପଣଙ୍କ ଜୀବନରେ ଆପଣଙ୍କ ପ୍ରିୟ ଲୋକ ହିଁ ଶତ୍ରୁ ହେଇଯିବେ ମାତ୍ର ଆପଣ ନିଶ୍ଚୟ ସଫଳ ହେବେ । ଆପଣଙ୍କ ଭାଗ୍ୟ ଆପଣଙ୍କୁ ପ୍ରଚୁର ପରିମାଣରେ ସହଯୋଗ କରିବ । ଆପଣ ଜୀବନ ବହୁତ ଜଳଦୀ ଭଲ ସମୟ ଆଗମନ କରିବାକୁ ଯାଉଛି ।

3-   ଏହି ନମ୍ବର ଚୟନ କରିଥିବା ବ୍ୟକ୍ତି ଜୀବନରେ ବିଗତ ଦିନମାଙ୍କରେ ଏପରି କିଛି ଘଟିଛି , ଯାହାକୁ ଦେଖି ଆପଣ ଭାବୁଛନ୍ତି କି ଆପଣଙ୍କ ସମୟରେ ଆଉ ଭଲ ସମୟ ହିଁ ଆସିବନି । ଯାହା ଘଟିବାର ଥିବା ତାହାକୁ ଆମେ ଅଟକାଇ ପାରିନଥାଉ କିନ୍ତୁ ବିଶ୍ଵାସ ରଖନ୍ତୁ । ଆପଣ ଜୀବନରେ ଯାହା ବି କରିବାକୁ ଯୋଜନା କରିଛନ୍ତି ତାହାକୁ ପୂର୍ଣବାର ଚେଷ୍ଟା କରନ୍ତୁ । ଏଥର ତାହା ସଫଳ ହେବ ବ୍ୟାପାର ,ବାଣିଜ୍ୟ ରେ ଆପଣଙ୍କ ଇଚ୍ଛା ଅନୁଯାୟୀ ଫଳ ମିଳିବ । ଚାକିରୀ କରୁଥିବା ବ୍ୟକ୍ତି ଉଚ୍ଚ ଆଡକୁ ଗତି କରିବ ।

4- ଏହି ନମ୍ବରକୁ ଚୟନ କରିଥିବା ବ୍ୟକ୍ତି  ବହୁ ଦିନ ଧରି କୋଣସି କାମ କରିବାକୁ ଚେଷ୍ଟା କରୁଛନ୍ତି , କିନ୍ତୁ ସେ ଯାହା ଭାବୁଛନ୍ତି ଆଉ କିଛି ସମୟ ପରେ ତାହା ପରିବର୍ତ୍ତନ କରୁଛନ୍ତି । ଏହା ବ୍ଯତୀତ ଆପଣଙ୍କ କାର୍ଯ୍ୟରେ କେତେକ ଲୋକ ବାଧା ସାଜିଛନ୍ତି । ଆପଣ ଜୀବନରେ ନିଦ୍ଧାରିତ କରିଥିବା ଲକ୍ଷ୍ୟସ୍ଥଳକୁ ପହଞ୍ଚିବାରେ ଅସୁବିଧା ପରିଲକ୍ଷିତ ହେଉଥିଲା । ମାତ୍ର ଏବେ ତାହା ଦୂର ହୋଇଯାଇଛି ନିଶ୍ଚୟ ଆପଣଙ୍କ ଜୀବନରେ ଭଲ ସମୟ ଆସୁଛୁ ଯାହା ଆପଣଙ୍କ ସବୁ ଇଚ୍ଛାକୁ ସଫଳ କରିବ ।

Leave a Reply

Your email address will not be published. Required fields are marked *