ଇଣ୍ଟରଭିଉ ବେଳେ Viral Boy Santanu ଙ୍କୁ ଲାଗିଲା ଝାଡା, ଆଉ ତା’ପରେ ଯାହା ହେଲା….ଦେଖନ୍ତୁ ଏହି ମଜାଦାର ଭିଡିଓ, ହସି ହସି ପେଟ ଦରଜ ହେଇଯିବ

ସୋସିଆଲ ମିଡିଆ ଏକ ଏମିତି ଜିନିଷ ଅଟେ ଯେଉଁଠି କିଏ କେତେବେଳେ ଭାଇରାଲ ହୋଇଯିବ ତାହା ବିଷୟରେ କହିବା କଷ୍ଟକର । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସମସ୍ତେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ୍ଟିବ ରହୁଛନ୍ତି । ବେଳେ ବେଳେ କିଛି ଭିଡିଓ ଓ ଫଟୋ ସାମ୍ନାକୁ ଆସିଥାଏ ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ଏହିଭଳି ଭିଡିଓ ଓ ଫଟୋରେ କିଛି ଭିନ୍ନତା ଥାଏ ଯାହାକି ଦର୍ଶକମାନଙ୍କୁ ଏହି ଫଟୋ ଓ ଭିଡିଓ ପ୍ରତି ଆକ୍ରୁଷ୍ଟ କରିଥାଏ ।

ଯଦି ଓଲିଉଡର ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ବିଷୟରେ କହିବା ତେବେ ଏଠି ବି ପ୍ରାୟତଃ ଷ୍ଟାର ସୋସିଆଲ ମିଡିଆରେ ଛାଇ ରହିଥାନ୍ତି । କେତେକ କଳାକାରଙ୍କ ଭିଡିଓ ଓ ଫଟୋ ଭାଇରାଲ ମଧ୍ୟ ହୋଇଥାଏ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଭାଇରାଲ ବଏ ଶାନ୍ତୁନୁ କୁମାର ବିଷୟରେ କହିବା । ଶାନ୍ତୁନୁର ଆଉ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଆପଣ ସମସ୍ତେ ଭାଇରାଲ ବଏ ଶାନ୍ତୁନୁକୁ ଜାଣିଛନ୍ତି ।

ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ସଙ୍ଗୀତର ରିୟାଲିଟି ଶୋ ଓଡିଶାର ନୂଆ ସ୍ଵର Jr ରେ ପ୍ରଥମ ଥର ପାଇଁ ଶାନ୍ତୁନୁ ନଜର ଆସିଥିଲେ । ଏହି ଶୋରେ ଛୋଟ ଛୋଟ ପିଲାମାନେ ଗୀତ ମାଧ୍ୟରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ଏହି ଶୋ ରେ କେବଳ ଶାନ୍ତୁନୁ ନୁହେଁ ଅନ୍ୟ କେତେକ ଛୋଟ ଛୋଟ ପିଲାମାନେ ବି ଗୀତ ଗାଇ ବହୁତ ଲୋକପ୍ରିୟ ହୋଇ ଯାଇଛନ୍ତି ।

କିନ୍ତୁ ଶାନ୍ତୁନୁର ପାପୁଲର ବିଷୟରେ କହିବା ତେବେ ତାହା ସମସ୍ତଙ୍କ ଠାରୁ ଅଧିକା ଅଟେ । ଶାନ୍ତୁନୁର ଗୀତ ବହୁତ ହିଁ ସୁ ମଧୁର ଅଟେ ଏହା ସହିତ ଶାନ୍ତୁନୁର କଥାବାର୍ତ୍ତା ବି କମେଡି ଭଳି ଲାଗେ । ଯାହାକି ଦର୍ଶକମାନଙ୍କୁ ଆହୁରି ଅଧିକ ମନୋରଞ୍ଜନ କରୁଛି । ବର୍ତ୍ତମାନ ଶାନ୍ତୁନୁର ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଆପଣ ଦେଖି ପାରିବେ କି ଏକ ନ୍ଯୁଜ ଚ୍ଯାନେଲ ଶାନ୍ତୁନୁର ଇଣ୍ଟରଭିୟୁ ନେବା ପାଇଁ ତା ଘରକୁ ଯାଇଛି ।

କିନ୍ତୁ ଯେତେବେଳେ ଯୁବତୀ ଜଣକ ଶାନ୍ତୁନୁର ଇଣ୍ଟରଭିୟୁ ଆରମ୍ଭ କରିଲେ ତେବେ ଅଚାନକ ଶାନ୍ତୁନୁକୁ ଝାଡା ଲାଗିଲା । ଯୁବତୀ ଜଣକ ପଚାରିଲେ କଣ ସତରେ ଝାଡା ଲାଗିଛି, ଶାନ୍ତୁନୁ ଜବାବ ଦେଲା କି ଆଉ କଣ ମୁଁ ମିଛ କହୁଛି । ଶାନ୍ତୁନୁର ଏହି ଅନ୍ଦାଜକୁ ଦର୍ଶକମାନେ ପସନ୍ଦ କରୁଛନ୍ତି । କହିଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ଲକ୍ଷ ଲକ୍ଷ ଦର୍ଶକମାନେ ଦେଖିସାରିଛନ୍ତି ।

Leave a Reply

Your email address will not be published. Required fields are marked *