ଇଂଲଣ୍ଡକୁ ନାକରେ କନ୍ଦାଇଲେ ଭାରତୀୟ ପୁଅ, ବ୍ୟାଟିଂରେ ଧୂଆଁଧାର ମାଡ଼ ମାରି କରି ଦେଖାଇଲେ କମାଲ ! Rachin Ravindra

ଇଂଲଣ୍ଡକୁ ନିଜ ବ୍ୟାଟିଙ୍ଗ ଦ୍ଵାରା ପାଣି ପିଆଇଲେ ଭାରତୀୟ ପୁଅ ! ହଁ ବନ୍ଧୁଗଣ ଏଭଳି ଧୂଆଁଧାର ବ୍ୟାଟିଙ୍ଗ କରିଲେ ଯେ ଇଂଲଣ୍ଡର ଉଡିଗଲା ହୋସ୍ ! ଯେଉଁ କାରଣରୁ ନିଉଜିଲାଣ୍ଡ ବିଶ୍ଵକପ ବିଜୟ ହାସଲ କରିପାରିଲା । କ୍ରିକେଟ ବିଶ୍ଵକପ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ଖେଳାଜାଇଥିଲା ପ୍ରଥମ ମ୍ଯାଚ । ଇଂଲଣ୍ଡ ଓ ନିଉଜିଲାଣ୍ଡ ମଧ୍ୟରେ ଚାଲିଥିବା ଘମାଘୋଟ କ୍ରିକେଟର ଖେଳ । ଇଂଲଣ୍ଡକୁ 9 ୱିକେଟରେ ହରାଇଛି ନିଉଜିଲାଣ୍ଡ ।

ନିଉଜିଲାଣ୍ଡ ଏଜିରେ 283 ରନର ଲକ୍ଷ ରଖିଥିଲା ଇଂଲଣ୍ଡ । ଏହି ଲକ୍ଷକୁ ନିଉଜିଲାଣ୍ଡ 37 ତମ ଓଭରରେ ଗୋଟିଏ ୱିକେଟ ହସାଇ ହାସଲ କରିଦେଇଥିଲା । ଦଳ ପକ୍ଷରୁ ଦେୟନ କନବେ 152 ରନ ଓ ରବୀନ୍ଦ୍ର 123 ରନ କରିଥିଲେ । ଏହି ନିଉଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ମ୍ଯାଚରେ ପ୍ରଥମେ ଟସ ଜିତି ବୋଲିଙ୍ଗ ଆରମ୍ଭ କରିଥିଲେ ନିଉଜିଲାଣ୍ଡ । ତେବେ ଉଭୟ କ୍ରିକେଟ ଟିମ ପକ୍ଷରୁ ଜୋରଦାର ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥିଲା ।

ଉଭୟ ଟିମ ମଧ୍ୟ ନିଜ ଦଳ ପକ୍ଷରୁ ନିଜର ବେଷ୍ଟ ଦେବା ପାଇଁ ଚେଷ୍ଟା କରିଥିଲେ । ନିଉଜିଲାଣ୍ଡ ଦଳ ପକ୍ଷରୁ ରଚିନ ରବୀନ୍ଦ୍ର କିନ୍ତୁ ନିଜର ଧୂଆଁଧାର ବ୍ୟାଟିଂ କରିଥିଲେ । ରଚିନ ରବୀନ୍ଦ୍ର 123 ରନ କରିଥିଲେ । ଭାରତୀୟ ପିତା, ମାତାଙ୍କ ଠାରୁ ରଚିନ ରବୀନ୍ଦ୍ରଙ୍କର ଜନ୍ମ ହୋଇଛି । ରଚିନଙ୍କ ପରିବାର ପ୍ରଥମେ ବାଙ୍ଗଲୋରରେ ରହୁଥିଲେ । ରଚିନଙ୍କ ବାପା ନିଉଜିଲାଣ୍ଡର ଜଣେ ସଫ୍ଟଵର ଇଞ୍ଜିନିୟର ରୂପେ କାମ କରୁଥିଲେ ।

1999 ମସିହାରେ ନିଉଜିଲାଣ୍ଡର ବେଲିଙ୍ଗଟନ ଠାରେ ରଚିନ ରବୀନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ରଚିନ ରବୀନ୍ଦ୍ରଙ୍କ ନାମ ଏଭଳି ରଖାଯିବା ପଛରେ ମଧ୍ୟ ଏକ କାରଣ ରହିଛି । ରାହୁଲ ଦ୍ରାବିଡଙ୍କ ନାମର ଆର ଓ ସଚିନ ତେନ୍ଦୁଲକରଙ୍କ ନାମରୁ ଚୀନ ଆଣି ତାଙ୍କ ନାମ ରଚିନ ରବୀନ୍ଦ୍ର ରଖା ଯାଇଥିଲା । ରଚିନ ବୋଲିଙ୍ଗ କରିବା ସହ ନିଉଜିଲାଣ୍ଡ ଦଳ ପକ୍ଷରୁ ଓପନିଂ ମଧ୍ୟ କରୁଛନ୍ତି ।

ବ୍ୟାଟ୍ସମ୍ୟାନ ଭାବରେ ରଚିନ ରବୀନ୍ଦ୍ର ନିଜର ଧୂଆଁଧାର କମାଲ ପଦର୍ଶନ କରୁଛନ୍ତି । ନିଜର ଦମଦାର ବ୍ୟାଟିଂ ଯୋଗୁ ନିଜ ଦଳ ପାଇଁ ବିଜୟ ମଧ୍ୟ ଆଣି ଦେଇଛନ୍ତି ରଚିନ ରବୀନ୍ଦ୍ର । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *