ଦେଖନ୍ତୁ କେମତି ଅବିକଳ Govinda ଓ Nana Patekar ଙ୍କ ଆବାଜରେ ଚଡି ବିକୁଛନ୍ତି ଏହି ଯୁବକ, Video ଦେଖିଲେ ଆପଣ ବି ହେବେ କାବା !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ବିଷୟରେ । ବନ୍ଧୁଗଣ ଜଣେ ଦୋକାନୀ ନିଜ ଜିନିଷ ବିକ୍ରି କରିବା ପାଇଁ ବହୁତ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି ।

ହେଲେ ଭାଇରାଲ ହେଉଥିବା ଏହି ଯୁବକକୁ ଦେଖନ୍ତୁ । ଯୁବକ ଜଣକ ଚଡି ବିକ୍ରି କରୁଛନ୍ତି । ହେଲେ ଚଡି ବିକ୍ରି କରିବା ବେଳେ ସେ ବଲିଉଡ କଳାକାରଙ୍କ ଲୋକପ୍ରିୟ ଡାଇଲଗ ମାରୁ ଛନ୍ତି ଯାହା ଲୋକ ମାନଙ୍କୁ ବହୁତ ଆକର୍ଷିତ କରୁଛି । ଚଡିର ପ୍ରଚାର ପାଇଁ ପ୍ରଥମେ ଯୁବକ ବଲିଉଡ ଅଭିନେତା ନାନା ପାଟେକରଙ୍କ ନକଲ କରୁଛନ୍ତି । ଏହା ପରେ ତାଙ୍କ ପାଖକୁ ଜଣେ ଲୋକ ଆସି ଶସ୍ତାରେ ଚଡି ମାଗୁଛି ।

ସେତେବେଳେ ଯୁବକ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଜବରଦସ୍ତ ନକଲ କରୁଛନ୍ତି । ଗୋବିନ୍ଦାଙ୍କ ନକଲକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ଏହା ପରେ ଯୁବକ ଜଣକ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ନକଲ କରୁଛନ୍ତି । କିଛି ସମୟ ମିଥୁନଙ୍କ ନକଲ କରିବା ପରେ ଯୁବକ ବଲିଉଡ ଅଭିନେତା ଗୁଲସନ ଗ୍ରୋବରଙ୍କ ନକଲ କରୁଛନ୍ତି ।

ବନ୍ଧୁଗଣ ଏହା ପରେ ଆଉ ଜଣେ ଯୁବକ ମଧ୍ୟ ସେହି ସ୍ଥାନକୁ ଆସି ସେହି ପରି ଭାବରେ ବଲିଉଡ କଳାକାରଙ୍କ ନକଲ କରୁଛନ୍ତି । ଏହା ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି କାରଣ ଏହି ଦୁଇ ଯୁବକଙ୍କ ମଧ୍ୟରେ ବହୁତ ଟ୍ୟାଲେନ୍ଟ ଅଛି ଯାହା ଆପଣ ମାନେ ଏହି ଭିଡିଓରେ ଦେଖିପାରୁଥିବେ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *