ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟିଏ ଆମ୍ବର ମୂଲ୍ୟ ୧୯ ହଜାର ଟଙ୍କା ! ଏହା ଶୁଣିକି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ! ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ମଧ୍ୟ ଆବଶ୍ୟକତା ନାହିଁ । ତେବେ ଆମ ଖାଇବା ପାଇଁ ସମସ୍ତଙ୍କୁ ପ୍ରାୟତଃ ଭଲ ଲାଗିଥାଏ । କାରଣ ସମସ୍ତେ ଜାଣିଥାନ୍ତି ବର୍ତ୍ତମାନ ସମୟରେ ଭାରତୀୟ ବଜାରରେ ଆମ୍ବର ଚାହିଦା ଅନୁଯାଇ ଆମ୍ବର ମୂଲ୍ୟ ରହୁଛି । ଯଦିଓ ଭିନ୍ନ ଭିନ୍ନ ଆମ୍ବର ମୂଲ୍ୟ ଭିନ୍ନ ହୋଇଥାଏ ।
ତଥାପି ଆମ୍ବର ମୂଲ୍ୟ ସବୁବେଳେ ପକେଟକୁ ସୁହାଇଲା ଭଳି ହିଁ ରହିଥାଏ । ହେଲେ ଏପରି ମଧ୍ୟ ଏକ ପ୍ରକାର ଆମ୍ବ ରହିଛି । ଯାହାର ମୂଲ୍ୟ ୧୦୦୦ କି ୨୦୦୦ ଟଙ୍କା ନୁହେଁ । ବଂର ଗୋଟିଏ ଆମ୍ବର ମୂଲ୍ୟ ଏହାର ଚାହିଦାକୁ ଆଖି ଆଗରେ ରଖି ୧୯ ହଜାର ଟଙ୍କା ରଖାଯାଇଛି । ତେବେ ଆପଣଙ୍କୁ କହିବା ପାଇଁ ଯାଉଥିବା ଆମ୍ବ ହେଉଛି ବିଶ୍ଵର ସବୁଠାରୁ ମହଙ୍ଗା ଆମ୍ବ । ତେବେ ଏହି ମହଙ୍ଗା ଆମ୍ବର ମୂଲ୍ୟ ଯେମିତି ଅଧିକା ସେହିପରି ଏହି ଆମ୍ବର ସ୍ଵାଦ ମଧ୍ୟ ଆମ୍ବ ତୁଳନାରେ ଢେର ଅଧିକା ।
ଯାହାକି ଜାପାନରେ ଏହି ଆମ୍ବ ଚାଷ କରାଯାଇଥାଏ । ଜାପାନର ତାକୁଚି ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସବୁଜରୁମ୍ ରେ ଏହି ଆମ୍ବ ଚାଷ କରିଥାନ୍ତି । ୨୦୧୧ ମସିହା ପର ଠାରୁ ସେହି ବ୍ୟକ୍ତି ଏହି ଆମ୍ବକୁ ବଜାରରେ ବିକ୍ରି କରୁଛନ୍ତି । ନାଗାକାର ପ୍ରାକୃତିକ ପଦ୍ଧତିକୁ ବ୍ୟବହାର କରି ବ୍ୟକ୍ତି ଜଣଙ୍କ ଏପରି ରକମର ଆମ୍ବ ଚାଷ କରୁଛନ୍ତି । ଯେଉଁ ଆମ୍ବର କି ବଜାରରେ ବହୁତ ଅଧିକ ଚାହିଦା ରହିଛି ।
ବ୍ୟକ୍ତି ଜଣଙ୍କ ଶୀତ ଋତୁରେ ବରଫକୁ ସଙ୍ଘୃହିତ କରିଥାନ୍ତି । ଏହା ସହିତ ସେହି ବରଫକୁ ସେ ନିଜର ଘରକୁ ଥଣ୍ଡା ରଖିବା ପାଇଁ ଗ୍ରୀଷ୍ମ ଋତୁରେ ବ୍ୟବହାର କରିଥାନ୍ତି । ଗୋଟିଏ ଋତୁରେ ପାଖାପାଖି ୫ ହଜାର ସଂଖ୍ୟାରେ ବ୍ୟକ୍ତି ଜଣଙ୍କ ଆମ୍ବ ଫଳାଇଥାନ୍ତି । ତେବେ ପ୍ରଥମେ ପ୍ରଥମେ ଯଦିଓ ଏହି ଆମ୍ବର ବଜାରରେ ଏତେ ମାତ୍ରାର ଚାହିଦା ନଥିଲା ।
ହେଲେ ଧୀରେ ଧୀରେ ଏହି ଆମ୍ବର ଉଚଗୁଣବତ୍ତା ସମ୍ପର୍ଣ୍ଣ କ୍ଵାଲିଟି ଓ ସ୍ଵାଦ ଦେଖି ଆମ୍ବର ଚାହିଦା ଦିନକୁ ଦିନ ବଢିବାରେ ଲାଗି ପଡିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ