Odia Puzzle: ଗୀତଟିର ନାମ କୁହନ୍ତୁ ? ଯାହା ସମସ୍ତଙ୍କ ଫେବ୍ରେଟ song

ଦର୍ଶକ ବନ୍ଧୁ ଯଦି ଆପଣ ନିଜକୁ ବହୁତ ବଡ ବିଦ୍ଵାନ ବା ଜ୍ଞାନୀ ଭାବୁ ଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ନେଇ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ପଜଲ ନେଇ ଆସିଛୁ ଏହି ସବୁ ପଜଲ ଗୁଡିକୁ ଆପଣ ଦେଖି ଆପଣ ଏହାର ଉତ୍ତର କହିବେ । ଏହା ହେଉଛି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ପଜଲ ବିଷୟରେ ।

୧. ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ପଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜଲରେ ଆପଣ ଚାରୋଟି କେକ୍ ଦେଖୁଛନ୍ତି ଅବଶ୍ୟ ଚାରୋଟି କେକ୍ ସମାନ ଦେଖା ଯାଉଛି ହେଲେ ଏଥିରେ ଗୋଟେ କେକ୍ ଅନ୍ୟ ତିନୋଟି କେକ୍ ଠାରୁ ଭିନ୍ନ ଅଛି । ତେଣୁ ଆପଣଙ୍କ ଚ୍ୟାଲେଞ୍ଜ ହେଉଛି ସେହି ଭିନ୍ କେକ୍ କୁ ଚିହ୍ନଟ କରିବା ।

୨. ଦର୍ଶକ ବନ୍ଧୁ ଆମ ଲିଷ୍ଟର ଦ୍ଵିତୀୟ ପଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜଲରେ କିଛି ଅଲଗା ଅଛି ଯାହା ଆପଣ ମାନଙ୍କୁ ଚିହ୍ନଟ କରିବାକୁ ହେବ । ଅବଶ୍ୟ ଦୁଇଟି ଫଟୋ ସମାନ ଦେଖା ଯାଉଛି ହେଲେ ଏଥିରେ କିଛି ଅଲଗା ଅଛି । ତେଣୁ ଆପଣ ଭଲ ଭାବରେ ଦୁଇଟି ଫଟୋ ଦେଖି ଏଥିରେ ଥିବା ପାର୍ଥକ୍ୟକୁ ଚିହ୍ନନ୍ତୁ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ପଜଲରେ ଏକ ବଲିଉଡ ଅଭିନେତା ଅଛନ୍ତି । ଏହି ପଜଲରେ ବଲିଉଡ ଅଭିନେତା ଜଣକଙ୍କ ଅଧା ମୁହଁ ଦେଖା ଯାଉଛି ତେବେ ଆପଣ ମାନେ ସେହି ଅଧା ମୁହଁକୁ ଦେଖି କୁହନ୍ତି ଏହି ବଲିଉଡ ଅଭିନେତା ଜଣକ କିଏ । ବନ୍ଧୁଗଣ ଯଦି ଆପଣ ଜାଣି ପାରୁ ନାହାନ୍ତି ତା ହେଲେ ଆମେ କହି ଦେଉଛୁ । ଏହି ବଲିଉଡ ଅଭିନେତା ଜଣକ ହେଉଛନ୍ତି ଟାଇଗର ସ୍ରୋଫ ।

୪. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ପଜଲଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏଥିରେ ଦୁଇଟି ବଲିଉଡ ଅଭିନେତ୍ରୀଙ୍କ ମୁହଁ ନଜର ଆସୁଛି ହେଲେ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ମୁହଁ ଅଧା ଲୁଚି ରହିଛି । ତେବେ ଆପଣ ମାନଙ୍କ ଚ୍ୟାଲେଞ୍ଜ ହେଉଛି ସେହି ଅଧା ଲୁଚି ଥିବା ବଲିଉଡ ଅଭିନେତ୍ରୀଙ୍କୁ ଚିହ୍ନଟ କରିବା । ତେବେ ଏହି ବଲିଉଡ ଅଭିନେତ୍ରୀ ଜଣକ ହେଉଛନ୍ତି ଭୂମି ପେଡ୍ନାକର ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ପଜଲକୁ ଟିକେ ଧ୍ୟାନରେ ଦେଖନ୍ତୁ । ଏହି ପଜଲରେ ତିନୋଟି ଫଟୋ ମିଶାଇଲେ ଏକ ଗୀତ ହେବ । ଆପଣ ମାନେ ଭାବନ୍ତୁ ସେହି ଗୀତଟି କଣ ହେବ । ଏହି ପଜଲରେ ପ୍ରଥମ ଫଟୋ ହେଉଛି ହାର୍ଟ ବ୍ରେକ ବା ଦଗା , ଦ୍ଵିତୀୟ ଫଟୋଟି ହେଉଛି ଚିଲର ଯାହାକୁ ହିନ୍ଦୀରେ ବାଜ କୁହନ୍ତି । ଆଉ ତୃତୀୟ ଫଟୋଟି ହେଉଛି ଟ୍ଟର୍ଚର ଯେଉଁ ଥିରୁ ପ୍ରକାଶ ବା ରେ ବାହାରୁଛି । ତେଣୁ ଏହି ଗୀତ ହେବ ‘ଦଗା ବାଜ ରେ’  ।

Leave a Reply

Your email address will not be published. Required fields are marked *