ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।
ଆଉ ଅନେକ ଲୋକ ତ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ ।
ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଛୁଆଙ୍କୁ ଏମିତି ଡରେଇଲେ ହେବ ନାହିଁ, ତାଙ୍କୁ ବୁଝାଇ ସୁଝାଇ ତାଙ୍କୁ ଗେଲ୍ହା କରି କହିଲେ ସିନା ହେବ ତୁମ କଥା ମାନିବେ ଆଉ ପାଠ ପଢିବେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏ କୁନି ପିଲାଟି ଏପରି କିଛି କଥା କହୁଛି ।
ଯେଉଁ କଥାକୁ ବଡ ବଡ ଲୋକ ମାନେ କୁହନ୍ତି ଯଦି ସେ କଥାକୁ ଏ କୁନି ପିଲାଟି ତା ପାଟିରେ ଖନେଇ ଖନେଇ କୁହେ ତାହା ତ ଶୁଣିବାକୁ ବହୁତ ଭଲ ଲାଗିବ ହେଲେ ଏହା ଶୁଣିବା ପରେ ହସି ହସି ପେଟ ବି ଦରଜ ହେଇଯିବ । ଏ ଭିଡିଓରେ ପିଲାଟି ପାଠ ପଢିବାକୁ ଅରାଜି ହେଉଛି । ଏହା ପରେ ତାର ମା କହୁଛନ୍ତି ତୁ ପଢିବୁନି ତ ପିଲାଟି ଅନୁଭବ କରୁଛି ଯଦି ସେ ପାଠ ନ ପଢେ ତେବେ ତାକୁ ତା ମାଆ ମାରିବ ।
ହେଲେ ଏହା ପରେ ପିଲାଟି ଏମିତି କିଛି କଥା କହୁଛି ଯାହା ଶୁଣିବା ପରେ ତା ମାଆ ତାକୁ ପାଟି କରିବା ବଦଳରେ ହସି ହସି ତାର ପେଟ ଦରଜ ହେଇ ଯାଇଥିବା ନିଶ୍ଚୟ । ତେବେ ଏହି ଭିଡିଓଟି କେଉଁଠିକାର ଆଉ କେବେକାର ତାହା ଜଣା ପଡିନି ହେଲେ ସମସ୍ତେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।