ଗାଭାସ୍କର ଦେଲେ ମନ୍ତ୍ର ଏମିତି ଖେଳିଲେ ଭାରତ ଜିତିବ…ଏମିତି ନ କଲେ ଭାରତ ହାରିବା ଟା ସୁନିଶ୍ଚିତ Sunil Gavaskar

ଏମିତି ଖେଳିଲେ ଭାରତ ନିଶ୍ଚୟ ଜିତିବ । ଗାଭାସ୍କର ଦେଲେ ଭାରତ ଜିତିବାର ମନ୍ତ୍ର । ଏମିତି ନ କରିଲେ ଭାରତ ହାରିବା ସୁନିଶ୍ଚିନ୍ତା । ହଁ ଦର୍ଶକ ବନ୍ଧୁ ଭାରତ କଣ କରିଲେ ଜିତିବ କଣ କରିଲେ ଭାରତ ଉପରେ ଚାପ ପଡିବନି । କେମିତି କରିଲେ ନିୟୁଜଲ୍ୟାଣ୍ଡକୁ ସହଜରେ ହରାଇ ପାରିବ ଭାରତ । ଏମିତି ସବୁଇ ମନ୍ତ୍ର ଦେଇଛନ୍ତି ଗାଭାସ୍କର । ମନ୍ତ୍ର ଦେଇ ଆଗୁଆ ସଚେତନ କରାଇଛନ୍ତି ଗାଭାସ୍କର ।

ଏହାର ପାଳନ ନ କରିଲେ ଜିତିବା ଅସମ୍ଭବ ବୋଲି କହିଛନ୍ତିଉ ସୁନୀଲ ଗାଭାସ୍କର । ଆଉ ମାତ୍ର କିଛି ଘଣ୍ଟା ପରେ ବିଶ୍ଵକପର ସେମି ଫାଇନାଲ ମ୍ୟାଚ ଆରମ୍ଭ ହେବ । ମୁହାଁ ମୁହିଁ ହେବେ ଭାରତ ଓ ନିୟୁଜଲ୍ୟାଣ୍ଡ । 2019 ସେମି ଫାଇନାଲ ର ପ୍ରତିଶୋଧ ନେବାକୁ ଚେଷ୍ଟା କରିପାରେ ଭାରତ  ସେହିଭଳି ନିୟୁଜଲ୍ୟାଣ୍ଡ ତାର ପ୍ରଥମ ବିଶ୍ଵକପ ଜିତିବାକୁ ସଂଘର୍ଷ କରିବ ।

ଆଉ ଏହାରି ମଧ୍ୟରେ ବିଜୟ ର ମନ୍ତ୍ର ଦେଇଛନ୍ତି ସୁନୀଲ ଗାଭାସ୍କର । ବିଶ୍ଵକପରେ ସେମି ଫାଇନାଲ ପୂର୍ବରୁ ଟିମ ନଡିଆ କୁ ଗାଭାସ୍କର ଦେଇଛନ୍ତି ମନ୍ତ୍ର । ଗାଭସ୍କର କହିଛନ୍ତି “ଭାରତ ପ୍ରଥମେ ଟସ ଜିତିଯାଏ ତେବେ ବ୍ୟାଟିଂ ନେବା ନିହାତି ଆବଶ୍ୟକ । ବୋଲିଂ ର ସ୍ଥିତି ଯେତେ ଦୃଢ ଥାଉ ନା କାହିଁକି ପ୍ରଥମେ ବ୍ୟାଟିଂ ନେବାକୁ ପଡିବ । ବୋଲିଂ ଆଗ କି ପଛ ହେଲେ କିଛି ସମୟ ନାହିଁ ।

କିନ୍ତୁ ଭାରତ ଆଗ ବ୍ୟାଟିଂ ନେଲେ ଫାଇଦା ରେ ରହିବ । ଯଦି ଆଗ ଭାରତ ବ୍ୟାଟିଂ କରେ ତେବେ ନିୟୁଜଲ୍ୟାଣ୍ଡ ରେ ସ୍କୋର ବୋର୍ଡ ରେ ଚାପ ନିଶ୍ଚୟ ରହିବ । ପ୍ରଥମେ ବ୍ୟାଟିଂ କରି 400 ରନ କରି ବଡ ରନ ର  କୌଣସି ଆବଶ୍ୟକତା ନାହିଁ । 260 କି 270 ରନ କ୍ୟୁଇ ଦଳ ଉପରେ ଚାପ ପକାଇ ପାରିବ । ଉଭୟ ଦଳ ଙ୍କର ବିଜୟ ସମ୍ଭାବନା 50-50 ରହିଛି  । ତଥାପି ମୋର ଫେଭର ଭାରତ ରହିଛି ।

ଅନ୍ୟ ପରେ ଏହି ମ୍ଯାଚ ଉଭୟ ଦଳ ପାଇଁ ଅଧିକ ଜରୁରୀ ରହିଛି । ଭାରତ ଏହି ମ୍ଯାଚରତେ 2019 ର ବଦଲା ନେବାକୁ ଚେଷ୍ଟା କରିବ । ତେବେ ଦମଦାର ଫର୍ମ ରେ ରହିଛି ଭାରତ । ବ୍ୟାଟର ଙ୍କ ଠାରୁ ଆରମ୍ଭ କରି ବୋଲୋର ସମସ୍ତେ ଟିମ ଇଣ୍ଡିଆ ରେ ଦମଦାର ଫର୍ମ ରେ ରହିଛନ୍ତି । ଯାହା ଭାରତୀୟ ଦଳ ଶୁଭଙ୍କର” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *