ଏମିତି ଟ୍ୟାଲେଣ୍ଟ ତ ଆପଣ ଆଗରୁ କେବେ ଦେଖିନଥିବେ….ଦେଖିଲେ ହସି ହସି ଗଡିବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଜାଣିଥିବେ କି ଜୁଗାଡ଼ କରିବାରେ ଆମ ଭାରତୀୟ ଲୋକମାନେ କିମ୍ବା ଦେଶୀ ଲୋକମାନେ ଧୁରନ୍ଧର ଥାଆନ୍ତି । ତେବେ ସେମାନେ କୌଣସି ଜିନିଷ କୁ ଫୋପାଡିବାକୁ ପସନ୍ଦ କରି ନଥାଉ କିମ୍ବା କୌଣସି ଅଧିକ ଫାଲତୁ ଖର୍ଚ୍ଚ କରିବାକୁ ମଧ୍ୟ ପସନ୍ଦ କରି ନଥାଉ । ତେବେ ସେଥିପାଇଁ ଆମେ କୌଣସି ନା କୌଣସି ଜିନିଷ କୁ ବ୍ୟବହାର କରି କିମ୍ବା ଜୁଗାଡ଼ କରି ନିଜର କାମର ଜିନିଷ କରି ଦେଇଥାଉ ।

ତେବେ ସେ ପୁରୁଣା ଚକଲେଟ ଡବା କୁ ମସଲା ଡବା କରିବା ହେଉ କିମ୍ବା ପୁରୁଣା ଡ୍ରେସକୁ ପୋଛା କରିବା ସବୁଥିରେ ମାହିର ତେବେ ଆଜି ଆମେ ସେହିଭଳି କିଛି ଅଦ୍ଭୁତ ଜୁଗାଡୁ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

୧- ତେବେ ଆପଣ ମାନେ ଜାଣିଥିବେ କି ଅଧିକାଂଶ ଲୋକଙ୍କୁ ନିଜ ଗାଡି କିଣିବା ନିଜର ଏକ କାର କିମ୍ବା ବାଇକ କିଣିବା ର ବହୁତ ଇଚ୍ଛା ଥାଏ । ତେବେ ସେଥିପାଇଁ ସେମାନେ ସ୍ୱପ୍ନ ମଧ୍ୟ ଦେଖନ୍ତି କିନ୍ତୁ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ର ଯେଉଁ ଭଳି ଦାମ ବଢିବାକୁ ଲାଗୁଛି ତାହା ଦେଖି ଆଉ ଗାଡି ଚଲେଇବା ବିଷୟରେ ଭାବିବା ମଧ୍ୟ କଷ୍ଟକର ହୋଇ ଯାଉଛି ।

ତେବେ ସେଥିପାଇଁ ଜଣେ ଲୋକ ବର୍ତ୍ତମାନ ଏକ ଜୁଗାଡୁ ବୁଦ୍ଧି ଖଟେଇ ନିଜ ର ଘୋଡା ଗାଡି କୁ ଏକଦମ କାର ଭଳି ସଜେଇ ଦେଇଛି ତେବେ ଦୂରରୁ ଦେଖିଲେ କାର ଭଳି ହିଁ ଲାଗିବ । ତେବେ ଏହି ବୁଦ୍ଧି କୁ ତ ସଲାମ କରିବାକୁ ପଡିବ ।

୨- ତେବେ ଆପଣ ମାନେ ଜାଣିଥିବେ କି ଆମ ଭାରତୀୟ ମାନେ କୌଣସି ନା କୌଣସି ଉପାୟରେ ନିଜର ଜୁଗାଡୁ ଉପାୟ କରି ନିଜର ସୁବିଧା ବନେଇ ପାରଥାନ୍ତି । ତେବେ ସେହିଭଳି ଏହି ଭିଡ଼ିଓରେ ଏକ ବାଇକରେ ଆଗରୁ ହିଁ ଚାରି ଜଣ ସଦସ୍ୟ ବସି ସାରିଲେଣି ଏବଂ ଆଉ ଅନ୍ୟ କେହି ବସିବା ପାଇଁ ଜାଗା ମଧ୍ୟ ନାହିଁ କିନ୍ତୁ ଜଣେ ବ୍ୟକ୍ତି ନିଜର ବୁଦ୍ଧି କୁ ଖଟେଇ ଏକ କପଡା କୁ ଗାଡ଼ିରେ ବାନ୍ଧି ତଳେ ପକେଇ ତା ଉପରେ ବସିଗଲା ଏବଂ ଗାଡିକୁ ଯିବା ପାଇଁ କହିଲା ତେବେ ଗାଡି ବି ଗଲା ଏବଂ ସେ ମଧ୍ୟ ପଛରେ ବସି ଆରାମ ରେ ଚାଲିଲା ।

୩- ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସୋସିଆଲ ମିଡ଼ିଆ ରେ ସମସ୍ତେ ନିଜ ନିଜର ଭିଡିଓ ବନେଇ ପୋଷ୍ଟ କରୁଛନ୍ତି ଏବଂ ରାତାରାତି ଫେମସ ମଧ୍ୟ ହେଉଛନ୍ତି ତେବେ ସେ ଟିକଟକ ହେଉ କିମ୍ବା ରିଲସ ଟ୍ରେଣ୍ଡିଂ ଭିଡିଓ ରେ ନିଜର ପ୍ରତିଭା ଦେଖେଇବା ପାଇଁ ଲୋକମାନେ ପଛାନ୍ତି ନାହିଁ । ତେବେ ସେହି ପରି ଜଣେ ଯୁବକ ନିଜର ଏକଦମ ଫିଲ୍ମ ଷ୍ଟାଇଲ ରେ ଏଣ୍ଟ୍ରି ଭିଡିଓ ବନାଉ ଥିଲେ ତେବେ ସେହି ଭିଡିଓ କୁ ବନେଇବା ପାଇଁ ତାଙ୍କ ସାଙ୍ଗ ମାନେ ଜଣେ ଅନ୍ୟ ଜଣଙ୍କୁ ଭିଡି ଟାଣି କରି ନେଉଛି ଏବଂ ଶ୍ଳୋ ମୋସନ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଆପଣ ମଧ୍ୟ ଏହି ଉପାୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

୪-ତେବେ ନିଶ୍ଚିତ ଭାବରେ ଆପଣ ମାନେ ଦେଖିଥିବେ ଏବଂ ଜାଣିଥିବେ କି ଅନ୍ୟ ଦେଶ ଅପେକ୍ଷା ଆମ ଭାରତ ଦେଶ ରେ ଅଧିକ ଲୋକପ୍ରିୟ ହେଉଛି ବାଇକ ତେବେ ଏହାର କାରଣ କଣ? ତେବେ ଆମ ଭାରତର ଅଧିକାଂଶ ଲୋକ ବାଇକରେ ହିଁ ନିଜର ଅଧା କାର୍ଯ୍ୟ କରିଥାନ୍ତି ସେ ଫୁଡ଼ ଟ୍ରକ ହେଉ କିମ୍ବା ଶାଢ଼ୀ ବିକିବା ହେଉ କିମ୍ବା ନିଜର ଦୋକାନ ର ସବୁ ସାମଗ୍ରୀ ହେଉ ସେମାନେ ଏହି ବାଇକ ରେ ହିଁ ବିକି ନିଜର ଗୁଜୁରାଣ କରିଥାନ୍ତି ତେଣୁ ବାଇକ ଆମ ଦେଶରେ ଖୁବ ଲୋକପ୍ରିୟ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *