ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିଥାଏ । ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ପୂଜନୀୟ ମାନା ଯାଇଛି । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ପୁରୁଷ ଏକ ସୁନ୍ଦର ଓ ଗୁଣବାନ ସ୍ତ୍ରୀ ପାଇବା ପାଇଁ ଇଛା କରିଥାନ୍ତି ହେଲେ ସମସ୍ତଙ୍କ ଭାଗ୍ୟରେ ଏଭଳି ମହିଳା ନଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ମହିଳାଙ୍କର କିଛି ଅଙ୍ଗକୁ ଆଧାର କରି ସେମାନଙ୍କ ଭାଗ୍ୟ ବିଷୟରେ କହିବାକୁ ଯାଉଛୁ ।
ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ଅଙ୍ଗ ଆଧାରରେ ସେମାନଙ୍କ ବିଷୟରେ ବହୁତ କିଛି ଜାଣି ହୁଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମହିଳା ମାନଙ୍କ ଏହି ଅଙ୍ଗ ଗୁଡିକ ବିଷୟରେ । ୧. ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର ଲମ୍ବା କେସ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଲମ୍ବା ଓ ମୋଟା କେସ ଶୁଭତା ଏବଂ ସୌନ୍ଦର୍ଜ୍ୟର ପ୍ରତୀକ ଅଟେ । ଭଗବତୀ ଦେବୀଙ୍କର ମୂର୍ତ୍ତି ଦେଖିଲେ ଜାଣି ପାରିବେ ତାଙ୍କ କେସ ଲମ୍ବା ଓ ମୋଟା ଥାଏ । ତେଣୁ ଲମ୍ବା କେସ ଥିବା ଝିଅ ମାନେ ସ୍ଵାମୀ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।
୨. ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର ଲମ୍ବା ବେକ ହୋଇଥାଏ ସେମାନଙ୍କୁ ମଙ୍ଗଳକାରୀ ମାନା ଯାଇଛି । ଏହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ପାଇଁ ସ୍ଵାମୀ ମାନଙ୍କ ପାଖରେ କେବେବି ଧନର ଅଭାବ ହୋଇ ନଥାଏ । ଲମ୍ବା ବେକ ଥିବା ମହିଳା ମାନେ ବହୁତ ସୁନ୍ଦର ଓ ସ୍ଵାଭିମାନ ହୋଇଥାନ୍ତି ।
୩. ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କ ମଥା ଚଉଡା ଥାଏ ସେମାନେ ଘର ପରିବାର ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ଯଦି ଆପଣଙ୍କ ଚାରି ଆଙ୍ଗୁଳି ଅନୁସାରେ ଆପଣଙ୍କ ମଥା ଚଉଡା ଥାଏ ତା ହେଲେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହି ମହିଳା ମାନଙ୍କ ସ୍ଵାମୀଙ୍କୁ ମାନ ସମ୍ମାନ, ଧନ ଓ ପ୍ରସିଦ୍ଧି ହାସଲ ହୋଇଥାଏ ।
୪. ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର କୋମଳ ଓ ମିଠା କଣ୍ଠ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନେ ନିଜ ଘର ଓ ସ୍ଵାମୀ ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ଏହି ମହିଳା ମାନଙ୍କ ପାଇଁ ତାଙ୍କ ସ୍ଵାମୀ ମାନେ ଦୁନିଆର ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ।
୫. ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କ ଆଖି ସୁନ୍ଦର ହୋଇଥାଏ ଓ ଚମକି ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଆଖି ପାଖରେ କୌଣସି ଦାଗ ନଥିବା ଦରକାର ଓ ଆଖି ସ୍ଵଚ୍ଛ ଏବଂ ସୁନ୍ଦର ଥିବା ଦରକାର । ଏହି ମହିଳା ମାନେ ନିଜ ସ୍ଵାମୀ ମାନଙ୍କୁ ସମସ୍ତ ସୁଖ ଦେଇଥାନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।