ଏମିତି Mordern କୀର୍ତ୍ତନ ଆଗରୁ କେବେ ବି ଦେଖି ନଥିବେ, ଥରେ ବଦଳରେ 10 ଥର ଦେଖିବେ, ଦେଖନ୍ତୁ Video…

ଆପଣମାନେ ସମସ୍ତେ ଶ୍ରୀ କୃଷ୍ଣଙ୍କ କିର୍ତ୍ତନ ଦେଖିଥିବେ । ଯାହାକୁ ସବୁ ବର୍ଷ ସବୁ ସାହି ତରଫରୁ କରାଯାଇ ଥାଏ । ପ୍ରଥମେ ଶ୍ରୀ କୃଷ୍ଣଙ୍କ ପୂଜା କରାଯାଏ ଓ ଏହା ପରେ କିର୍ତ୍ତନ ଦଳର ଲୋକମାନେ ବାଜା ବଜାଇ କିର୍ତ୍ତନ କରିଥାନ୍ତି । କହିବାକୁ ଗଲେ ଏହା ବର୍ଷ ବର୍ଷ ଧରି ଚାଲି ଆସୁ ଅଛି । ଆପଣ ଦେଖିଥିବେ କି କିର୍ତ୍ତନ ଦଳର ଲୋକମାନେ ତଳେ ବସି ମାଇକ୍ରଫୋନରେ ଠାକୁରଙ୍କ ନାଁ ନିଅନ୍ତି ଓ ଅନ୍ୟ କିଛି ଲୋକମାନେ ସେହି ତାଳରେ ବାଜା ବଜାନ୍ତି ।

କିନ୍ତୁ ବର୍ତ୍ତମାନ କେତେ ସ୍ଥାନରେ କିର୍ତ୍ତନ ଦଳମାନଙ୍କର ଷ୍ଟାଇଲ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣଙ୍କୁ ଏହିଭଳି ଏକ କିର୍ତ୍ତନ ଦଳ ବିଷୟରେ କହିବୁ । ଯାହା ଙ୍କର କିର୍ତ୍ତନ କରିବାର ଷ୍ଟାଇଲ ଦେଖିଲେ ଆପଣ ବି କହିବେ ସତରେ ଆଜିର ମର୍ଡେନ ଯୁଗରେ ସବୁ କିଛି ସମ୍ଭବ । ଆପଣ ଏହି ଭଳି କିର୍ତ୍ତନ ଦଳ ପୂର୍ବରୁ କେବେ ବି ଦେଖି ନ ଥିବେ ।କହିଦେଉଛୁ କି କିଛି ଦିନ ତଳେ ରତନପୁର ଅଞ୍ଚଳରେ କିର୍ତ୍ତନ ହୋଇଥିଲା ।

ଯେଉଁଠି କିର୍ତ୍ତନ ଦଳମାନଙ୍କର ଗାଇବାର ଷ୍ଟାଇଲ ଓ ନାଚ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ କିର୍ତ୍ତନ ଦଳ ମଧ୍ୟରେ ଜଣେ ଝିଅ ବିଭିନ୍ନ ପ୍ରକାରର ଗୀତର ମ୍ୟୁଜିକରେ ଠାକୁରଙ୍କ ଗୀତ ଗାଉଛନ୍ତି । ଯାହାକି ଶୁଣିବାକୁ ଭଲ ଲାଗୁଛି । ଏହା ପ୍ରଥମ ଥର ଅଟେ ଯେତେବେଳେ ଏହିଭଳି କିଛି ଗୀତ ଶୁଣିବାକୁ ମିଳୁଛି । ଗୀତ ସହିତ ଆପଣ ସେମାନଙ୍କର ନାଚ ଦେଖନ୍ତୁ ।

ଯାହାକି ପୂରାପୂରି ସମ୍ବଲପୁରୀ ଷ୍ଟାଇଲର ଅଟେ । ଏହିଭଳି ନାଚ ବି ଆପଣ ଆଗରୁ ଦେଖି ନ ଥିବେ । କିଛି ଲୋକମାନେ ତ ସେମାନଙ୍କୁ ପୁରଷ୍କାର ସ୍ୱରୂପ ଟଙ୍କା ବି ଦେଉଛନ୍ତି । ସମ୍ବଲପୁରୀ ଷ୍ଟାଇଲରେ ରତନପୁରରେ ଏହିଭଳି କିର୍ତ୍ତନ ପୂରାପୂରି ଭିନ୍ନ ଅଟେ ।

ଆଜିକାଲି ଏହିଭଳି ବିଭିନ୍ନ ପ୍ରକାରର ଷ୍ଟାଇଲରେ କିର୍ତ୍ତନ ଦେଖିବାକୁ ମିଳୁଛି । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ଏହିଭଳି କିର୍ତ୍ତନ ଦେଖିବାକୁ ମିଳିଛି । ଆପଣ ଏହି କିର୍ତ୍ତନକୁ ଥରେ ଦେଖିଲେ ବାରମ୍ବାର ଦେଖୁଥିବେ । ଏଥିରେ କିଛି ଝିଅମାନେ ସମ୍ବଲପୁରୀ ଶାଢୀ ପିନ୍ଧି ଥିଲେ ଓ ପୁରୁଷମାନେ ସମ୍ବଲପୁରୀ ଗାମୁଛା ପିନ୍ଧି ନାଚି ନାଚି ଠାକୁରଙ୍କ ନାଁ ନେଉଥିଲେ ।

Leave a Reply

Your email address will not be published. Required fields are marked *