Gk Questions With Answers: ଏମିତି କେଉଁ ଜିନିଷ ସକାଳୁ ଦେଖିଲେ ସବୁଜ, ଖରାବେଳେ ଦେଖିଲେ କଳା, ସନ୍ଧ୍ୟାବେଳେ ଦେଖିଲେ ନୀଳ, ରାତିରେ ଦେଖିଲେ ଧଳା 

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ଭିଟାମିନ ଅଭାବରୁ ଚର୍ମରୋଗ ହୁଏ ?

ଉତ୍ତର- ଭିଟାମିନ-B୨ ଅଭାବରୁ ଚର୍ମରୋଗ ହୁଏ ।

୨. ଆମ ଶରୀରର ସାଧାରଣ ତାପାମାତ୍ରା କେତେ ?

ଉତ୍ତର- ଆମ ଶରୀରର ସାଧାରଣ ତାପାମାତ୍ରା ହେଉଛି ୯୮.୪ ଡିଗ୍ରୀ ଫାରାନାଇଟ ।

୩. ଜଣେ ଲୋକ ଦିନକୁ କେତେ ଗ୍ଳାସ ପାଣି ପିଇବା ଉଚିତ ?

ଉତ୍ତର- ଜଣେ ଲୋକ ଦିନକୁ ୧୦ ରୁ ୧୨ ଗ୍ଳାସ ପାଣି ପିଇବା ଉଚିତ ।

୪. କେଉଁ ଭିଟାମିନ ଅଭାବରୁ ଅନ୍ଧାରକଣା ରୋଗ ହୁଏ ?

ଉତ୍ତର- ଭିଟାମିନ-A ଅଭାବରୁ ଅନ୍ଧାରକଣା ରୋଗ ହୁଏ ।

୫. ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳେ ?

ଉତ୍ତର- ସୂର୍ଯ୍ୟ କିରଣରୁ ଆମକୁ ଭିଟାମିନ-D ମିଳେ ।

୬. ଶରୀରର ସବୁଠାରୁ ବଡ ଗ୍ରନ୍ଥିର ନାମ କଣ ?

ଉତ୍ତର- ଶରୀରର ସବୁଠାରୁ ବଡ ଗ୍ରନ୍ଥିର ନାମ ହେଉଛି ଲିଭର ।

୭. ମଣିଷ ଶରୀରର ଅସ୍ତି ସଂଖ୍ୟା କେତେ ?

ଉତ୍ତର- ମଣିଷ ଶରୀରର ଅସ୍ତି ସଂଖ୍ୟା ହେଉଛି ୨୦୮ ।

୮. ମନ୍ୟୁଷ ହୃତପିଣ୍ଡର ଓଜନ କେତେ ଗ୍ରାମ ?

ଉତ୍ତର- ମନ୍ୟୁଷ ହୃତପିଣ୍ଡର ଓଜନ ହେଉଛି ୩୫୦ ରୁ ୪୦୦ ଗ୍ରାମ ।

୯. ସାଧାରଣ ମଣିଷ ଶରୀରରେ କେତେ ଲିଟର ରକ୍ତ ଥାଏ ?

ଉତ୍ତର- ସାଧାରଣ ମଣିଷ ଶରୀରରେ ୬.୨ ଲିଟର ରକ୍ତ ଥାଏ ।

୧୦. ଆମ ଶରୀରରେ ଶତକଡା କେତେ ଭାଗ ଜଳ ଅଛି ?

ଉତ୍ତର- ଆମ ଶରୀରରେ ଶତକଡା ୭୦ ଭାଗ ଜଳ ଅଛି ।

୧୧. ମାନବ ଶରୀରରେ କେତୋଟି ବୃକକ୍ ଥାଏ ?

ଉତ୍ତର- ମାନବ ଶରୀରରେ ୨ଟି ବୃକକ୍ ଥାଏ ।

୧୨. ଖାଦ୍ୟ କେଉଁଠି ହଜମ ହୁଏ ?

ଉତ୍ତର- ବନ୍ଧୁଗଣ ଖାଦ୍ୟ ପାକସ୍ଥଳୀରେ ହଜମ ହୋଇଥାଏ ।

୧୩. ଆମେ କାହିଁକି ହାଇ ମାରୁ ?

ଉତ୍ତର- ଆମେ ଅଧିକ ଅମ୍ଳଜାନ ପାଇଁ ହାଇ ମାରୁ ।

୧୪. ଦାନ୍ତ କେଉଁଥିରେ ତିଆରି ?

ଉତ୍ତର- ଦାନ୍ତ କ୍ୟାଲସିୟମ ଫସଫେଟରେ ତିଆରି ହୋଇଛି ।

୧୫. ଏମିତି କେଉଁ ଜିନିଷ ସକାଳୁ ଦେଖିଲେ ସବୁଜ ଖରାବେଳେ ଦେଖିଲେ କଳା ସନ୍ଧ୍ୟାବେଳେ ଦେଖିଲେ ନୀଳ ରାତିରେ ଦେଖିଲେ ଧଳା ?

ଉତ୍ତର- ବିଲେଇର ଆଖି ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *