Asia ର ସବୁଠୁ ଭୟଙ୍କର ଭାଇପର ସାପ (Russell Viper) କୁ ଅଜଗର ଭାବିବା ପଡିଲା ମହଙ୍ଗା, ମହିଳାଙ୍କ ସହ ଯାହା ହେଲା ନା…ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଚିଡିଆ ଖାନା ନଚେତ ଟିଭିରେ ସାପ ମାନଙ୍କୁ ନିଶ୍ଚୟ ଦେଖିଥିବେ । ପ୍ରାଚୀନ କାଳରୁ ଲୋକ ମାନେ ସାପକୁ ଦେଖି ଭୟ କରନ୍ତି କାରଣ ଏହି ସାପ ମଣିଷ ପାଇଁ ଘାତକ ହୋଇଥାଏ । ଆମ ପୃଥିବୀର ସମସ୍ତ ସ୍ଥାନରେ ସାପ ମାନେ ଲୁଚି ରୁହନ୍ତି । ସାପର ଅନେକ ପ୍ରଜାତି ଅଛି ଆଉ ସେଥି ମଧ୍ୟରୁ ଏକ ପ୍ରଜାତି ହେଉଛି ନାଗ ଯାହାକୁ ଆମ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପୂଜନୀୟ ବୋଲି ମାନା ଯାଏ ।

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଭଗବାନ ଶିବ ସାପକୁ ସବୁବେଳେ ନିଜ ବେକରେ ଧାରଣ କରିଥାନ୍ତି ସେଥିପାଇଁ ଆଦିମ କାଳରୁ କେବଳ ନାଗ ସାପକୁ ଅନେକ ଲୋକ ପୂଜା କରି ଥାନ୍ତି । କିନ୍ତୁ ନାଗ କଣ ଯେକୌଣସି ସାପ ଯଦି ମଣିଷକୁ ଚୋଟ ମାରିବ ତା ହେଲେ ମାତ୍ର କିଛି ମିନିଟ ମଧ୍ୟରେ ସେହି ମଣିଷ ନିଜ ପ୍ରାଣ ହରେଇବ । ଆଗରୁ ଏହି ସାପ ମାନଙ୍କୁ ଉଦ୍ଧାର କରିବା ପାଇଁ କେଳା ଥିଲେ ହେଲେ ବର୍ତ୍ତମାନ ଦୁନିଆ ବଦଳି ଯାଇଛି ଏହି ମଡର୍ନ ଯୁଗରେ କେଳା ମାନଙ୍କର ଡିମାଣ୍ଡ ବହୁତ ଅଧିକ ହେଇଗଲାଣି ।

ଏମାନେ ସାପ ଧରିବା ପାଇଁ ଅନେକ କଷ୍ଟ ଆଉ ସଂଘର୍ଷ କରିଥାନ୍ତି । ଯେକୌଣସି ସ୍ଥାନରେ ଯଦି ସାପ ବାହାରୁଛି ତେବେ ଲୋକ ମାନେ ସ୍ନେକ ହେଲ୍ପ ଲାଇନ ନମ୍ବରରେ କଲ୍ କରି ସାପ ବିଷୟରେ ସୂଚନା ଦେଇଥାନ୍ତି ଆଉ ଏହା ପରେ ସାପ ଉଦ୍ଧାର କାରୀ ଦଳ ସେହି ସ୍ଥାନକୁ ଯାଇ ସାପ ଉଦ୍ଧାର କରନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଏସିଆର ସବୁଠାରୁ ଭୟଙ୍କର ବାଇପର ସାପ ଦେଖିବାକୁ ମିଳିଛି । ଆଉ ଏହି ସାପକୁ ଉଦ୍ଧାର କରିବା ପାଇଁ ଜଣେ ସାପ ଧରାଳି ଏକ ଗାଁକୁ ଯାଇଛନ୍ତି । ଦର୍ଶକ ବନ୍ଧୁ ଏସିଆର ସବୁଠାରୁ ଭୟଙ୍କର ବାଇପର ସାମାନ୍ୟ ନୁହେଁ ଆପଣ ଏହାକୁ ଦେଖିଲେ ଆପଣଙ୍କ ଦେହ ଶୀତେଇ ଉଠିବ । ଆଉ ସାପଟି ଯେଉଁ ଭଳି ଭାବରେ ଗର୍ଜନ କରୁଛି ତାହା ଶୁଣିଲେ ଆପଣ ସେ ଗାଁ ଛାଡି ପଳେଇବେ ।

ଶୋଭାଗ୍ୟ ବଶତଃ ଗାଁ ଲୋକ ସାପଟିକୁ ଦେଖି ସାପ ଧରାଳିକୁ ଡକାଇ ଦେଲେ ନଚେତ କାହାର ଗୋଟେ ଜୀବନ ଚାଲି ଯାଇଥାନ୍ତା । ଆଉ ସାପ ଧରାଳି ଜଣକ ଅତି ସାବଧାନତାର ସହ ସାପକୁ ଉଦ୍ଧାର କରିଛନ୍ତି ଯାହା ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *