ଦୁନିଆର ଏମିତି ଏକ ଦ୍ଵୀପ, ଏଠାରେ ଥରେ ଯାହାର ପାଦ ପଡିଛି ସେ ଆଉ ଫେରିନାହିଁ, ଯାହାର ରହସ୍ୟ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ଦର୍ଶକ ବନ୍ଧୁ ଏ ଦୁନିଆରେ ଏମିତି ଅନେକ ଦ୍ଵିପ ରହିଛି ଯାହା ନିଜ ସୁନ୍ଦରତା ପାଇଁ ପ୍ରକ୍ଷାତ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଦ୍ଵିପ ବିଷୟରେ ଜଣେଇବାକୁ ଚାହୁଁଛୁ ଯାହା କେବଳ ନିଜର ସୁନ୍ଦରତା ପାଇଁ ନୁହେଁ ବରଂ ନିଜର ଭୟଙ୍କର ଦ୍ଵିପ ଭାବରେ ମଧ୍ୟ ଜଣାଶୁଣା । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଏହି ଦ୍ଵିପ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଦ୍ଵିପ ବିଷୟରେ ।

ଦର୍ଶକ ବନ୍ଧୁ ଇଟାଲୀରେ ସ୍ଥିତ ଏହି ଆଇଲାଣ୍ଡକୁ ମୃତ୍ୟୁର ଦ୍ଵିପ ବୋଲି କୁହାଯାଏ । ବେନେସିଆ ହ୍ରଦର ଉତ୍ତରରେ ଥିବା ଏହି ରହସ୍ୟମୟ ଦ୍ଵିପକୁ ପ୍ଳବ୍ଲିଗିଆ ଆଇଲାଣ୍ଡ ନାମରେ ଜଣା ଯାଏ । ଏଠାକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ ହୋଇଥାଏ । କୁହାଯାଏ ଯେ ଏଠାକୁ ଯାଉଥିବା ଲୋକ ମାନଙ୍କୁ ସେଠାକୁ ଫେରି ଆସିବା ପାଇଁ ବହୁତ ମୁସ୍କିଲ ହୋଇଥାଏ ।

ଦର୍ଶକ ବନ୍ଧୁ ଏହି ଆଇଲାଣ୍ଡ ସହ ଜଡିତ ଏକ ଭୟଙ୍କର କାହାଣୀ ରହିଛି ଯେଉଁ କାରଣରୁ ଲୋକେ ଏଠାକୁ ଯିବା ପାଇଁ ଚାହାଁନ୍ତି ନାହିଁ ଅବଶ୍ୟ ସରକାର ଏଠାକୁ ଯିବା ପାଇଁ ପ୍ରତିବନ୍ଧକ ଲଗାଇ ଛନ୍ତି । କୁହାଯାଏ ଯେ, 100 ବର୍ଷ ପୂର୍ବରୁ ଏହି ଆଇଲାଣ୍ଡକୁ ପ୍ଲେଗ ରୋଗୀଙ୍କୁ ଆଣି ମରିବା ପାଇଁ ଛାଡି ଦିଅନ୍ତି । ଯେଉଁ ଲୋକ ମରିଯାନ୍ତି ସେମାନଙ୍କୁ ସେଠାରେ ପୋତି ଦିଆଯାଉଥିଲା ।

କୁହାଯାଏ ଏହି ଆଇଲାଣ୍ଡରେ ପ୍ଲେଗ ରୋଗୀଙ୍କ ସଂଖ୍ୟା ବହୁତ ବଢି ଯାଇଥିଲା ସେଥିପାଇଁ ଏକ ଲକ୍ଷ 60 ହଜାର ରୋଗୀଙ୍କୁ ଜୀବନ୍ତ ଜଳାଇ ଦିଆଯାଇଥିଲା । ଆଉ ଏହା ପରେ ସେହି ଆଇଲାଣ୍ଡକୁ ଯିବା ପାଇଁ ଲୋକେ ଭୟ କଲେ । ଅବଶ୍ୟ 1922 ମସିହାରେ ଏହି ଆଇଲାଣ୍ଡରେ ଏକ ମେଣ୍ଟାଲ ହସ୍ପିଟାଲ କରଯାଇଥିଲା କିନ୍ତୁ କିଛି ବର୍ଷ ପରେ ତାହାକୁ ବନ୍ଦ କରିଦିଆ ଗଲା ।

ବନ୍ଦ ହେବା ନେଇ କୁହାଗଲା ଯେ, ସେଠାରେ ଥିବା ଡାକ୍ତର ଆଉ ନର୍ସଙ୍କ ସହ ରୋଗୀଙ୍କୁ କିଛି ଅସାମାନ୍ୟ ଜିନିଷ ଦେଖିବାକୁ ମିଳି ଥିଲା । ଏହା ପରେ 1960 ମସିହାରେ ଇଟାଲୀ ସରକାର ଏହି ଆଇଲାଣ୍ଡକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଲେ । ବ୍ୟକ୍ତି ନିଜ ପରିବାର ସହ ସେଠାରେ କିଛି ଦିନ ରହିଲେ ହେଲେ ପରେ ସେ ଆଇଲାଣ୍ଡ ଛାଡି ସେଠାରୁ ଚାଲି ଗଲେ ।

ଏହା ପରେ ସେଠାରେ ରହିବାକୁ ଆସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହେଲା ଯେ ସେ ମଧ୍ୟ ସେହି ଆଇଲାଣ୍ଡକୁ ଛାଡି ଚାଲି ଗଲେ । ସେବେଠାରୁ ସେହି ଆଇଲାଣ୍ଡ ଖାଲି ପଡିଛି । କୁହାଯାଏ ମତ୍ସ୍ୟଜୀବୀ ମଧ୍ୟ ଦ୍ଵିପ ପାଖକୁ ମାଛ ଧରିବାକୁ ଯାନ୍ତି ନାହିଁ କାରଣ ଅନେକ ସମୟରେ ସେମାନଙ୍କ ଜାଲରେ ମୃତ ମଣିଷର ଶରୀର ଏବଂ କଙ୍କାଳ ଫସିଯାଏ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *