ଦୁନିଆର Top 10 ସବୁଠୁ ଶକ୍ତିଶାଳୀ ଦେଶ, ଯାହାଙ୍କ ଉପରେ କବ୍ଜା କରିବା ଅସମ୍ଭବ…ଦେଖନ୍ତୁ ଭାରତ ଅଛି କେତେ ନମ୍ବର ରେ ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସବୁ ଦେଶ ନିଜକୁ ଅନ୍ୟ ଦେଶ ଠାରୁ ଅଧିକ ଶକ୍ତିଶାଳୀ ଦେଖାଇବା ପାଇଁ ସମସ୍ତେ ପ୍ରକାରର ଚେଷ୍ଟା କରୁଛନ୍ତି । ଏଥିପାଇଁ ସେମାନେ ନିଜର ସମସ୍ତ ପ୍ରକାରର ସାମର୍ଥ୍ୟକୁ ବଢାଇବାରେ ଲାଗିଛନ୍ତି । ଆଜି ଆମେ ଆପଣଙ୍କୁ ବିଶ୍ଵର କିଛି ଦେଶମାନଙ୍କ ବିଷୟରେ କହିବୁ ଯେଉଁମାନେ କି ନିଜକୁ ଅନ୍ୟ ଦେଶ ଅପେକ୍ଷା ସବୁଠୁ ଅଧିକ ଶକ୍ତିଶାଳୀ ବୋଲି କହିଥାନ୍ତି । ଆଜି ଆମେ ଆପଣଙ୍କୁ ୧୦ ଟି ଶକ୍ତିଶାଳୀ ଦେଶ ବିଷୟରେ କହିବୁ ।

୧- ପ୍ରଥମରେ ହେଉଛି ସାଉଦି ଆରବ। ତେବେ ଏହି ଦେଶ ନିଜର ଖତରନାକ କାନୁନ ପାଇଁ ବହୁତ ପ୍ରସିଦ୍ଧ। ସାଉଦି ଆରବ ଆରବ ଦେଶର ସବୁଠାରୁ ବଡ଼ ଦେଶ ରୂପେ ମାନା ଯାଇଥାଏ। ଏଠାରେ ୩.୫୭ କୋଟିରୁ ଅଧିକ ଲୋକ ବସବାସ କରନ୍ତି। ତେବେ ଏହାର ୭୦% ଲୋକ ବାହାର ଦେଶର ଅଟନ୍ତି।

୨- ଦ୍ଵିତୀୟ ରେ ହେଉଛି ତୁର୍କୀ। ତେବେ ଯୋଗ୍ରାଫି ହିସାବରେ ଏହାର ଅନେକ ମହତ୍ଵ ରହିଅଛି । ଏହା ୟୁରୋପ ଏବଂ ଏସିଆ ର ଗେଟୱେ ଅଟେ । ଏଥିପାଇଁ ଆମେରିକା ଏବଂ ରଷିଆ ଚାହୁଁଛନ୍ତି ଯେ ତର୍କୀ ତାଙ୍କ ଘେରାରେ ରହୁ । ସୈନ୍ୟ ତାକତ ହିସାବରେ ତର୍କୀ ଙ୍କ ପାଖରେ ଦୁନିଆର ୮ମ ସବୁଠାରୁ ମଜବୁତ ସେନା ଅଛି ।

୩- ତୃତୀୟ ରେ ହେଉଛି ଜର୍ମାନୀ। ତେବେ ଏହା ଦୁନିଆରା ବିକଶିତ ଦେଶ ମଧ୍ୟରୁ ଏକ ଦେଶ ଅଟେ । ଜର୍ମାନୀ ୯ ଦେଶ ସହିତ ନିଜର ବର୍ଡର ସେୟାର କରିଥାଏ । ଏହା ବ୍ୟତୀତ ଏଠାରେ ଅନେକ କେତୋଟି ଇମ୍ପୋର୍ଟାନ୍ତ ରିଭର ଅଛି, ଯାହା ଦ୍ଵାରା ଦେଶର ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିଥାଏ ।

୪- ଚତୁର୍ଥ ରେ ହେଉଛି ଫ୍ରାନ୍ସ। ତେବେ ଏହି ଦେଶ ଜର୍ମାନୀ, ଇଟାଲୀ, ଏବଂ ସ୍ପେନ ଭଳି ଦେଶ ସହିତ ନିଜର ବର୍ଡର ସେୟାର କରିଥାଏ । ଦୁନିଆରା କେତେକ ଜାଗାରେ ବର୍ତ୍ତମାନ ମଧ୍ୟ ଫ୍ରାନ୍ସ ର କବଜା ଅଛି ଯାହା ଫ୍ରାନ୍ସ ଟେରୀଟୋରି ନାମରେ ପ୍ରସିଦ୍ଧ ଅଟେ।


୫- ପଞ୍ଚମ ରେ ହେଉଛି ସାଉଥ କୋରିଆ। ତେବେ ଏସିଆ ର ଧନୀ ଦେଶ ମାନଙ୍କ ମଧ୍ୟରୁ ଏକ ଅଟେ । ଏହା ନିଜ ମର୍ଡନ ଏବଂ ମିଲେଟ୍ରି ପାଇଁ ଜଣାଶୁଣା ଅଟେ । ଏହା ପାଖରେ ବିଶ୍ଵର ସବୁଠାରୁ ବଡ ୬ ଟି ବିଶାଳ ବାୟୁ ସେନା ରହିଅଛି ।

୬- ଷଷ୍ଠ ରେ ହେଉଛି ଜାପାନ। ତେବେ ଲୋକେ ଏହି ଦେଶ କୁ ୨ ଟି ଜିନିଷ ପାଇଁ ଜାଣିଛନ୍ତି ତାହା ହେଉଛି ପ୍ରଥମ ପରମାଣୁ ବୋମା ପାଇଁ ଏବଂ ଅନ୍ୟଟି ଟେକ୍ନୋଲୋଜି ନିମନ୍ତେ।

୭- ସପ୍ତମ ରେ ହେଉଛି ଭାରତ।ଦୁନିଆର ଶକ୍ତିଶାଳୀ ଦେଶମାନଙ୍କ ବିଷୟରେ କହିବୁ ତେବେ ଭାରତ ଏହି ଲିସ୍ଟରେ ଚତୁର୍ଥ ସ୍ଥାନରେ ଆସିଥାଏ । ଜନସଂଖ୍ୟା ହିସାବରେ ଭାରତ ଦୁନିଆର ଦ୍ଵିତୀୟ ସବୁଠୁ ବଡ ଦେଶ ଅଟେ । ଗତ ୪ ଦଶକ ମଧ୍ୟରେ ଭାରତ ଏକ ଶକ୍ତିଶାଳୀ ଦେଶ ରୂପରେ ସାମ୍ନାକୁ ଆସିଛି । ଦୁନିଆର ରାଜନୀତି ମଧ୍ୟରେ ଭାରତର ବଢୁଥିବା ଭୂମିକା କାରଣରୁ ଆର୍ଥିକ କ୍ଷେତ୍ରରେ ତାର ସଫଳତା ଅଟେ । ଏକ ରିସର୍ଚ ଅନୁସାରେ ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତର ଅର୍ଥ ବ୍ୟବସ୍ଥା ଦେଶର ଦ୍ଵିତୀୟ ସବୁଠୁ ବଡ ଅର୍ଥ ବ୍ୟବସ୍ଥା ହୋଇଯିବ । ୨୦୩୦ ମଧ୍ୟରେ ଭାରତ ୨୦୩୦ ମଧ୍ୟରେ ବିଶ୍ଵର ତୃତୀୟ ସବୁଠୁ ଶକ୍ତିଶାଳୀ ସୈନ୍ୟବଳ ହୋଇଯିବ ।

୮- ଅଷ୍ଟମ ରେ ହେଉଛି ଚୀନ। ତେବେ ଚୀନ ଟେକ୍ନୋଲଜି ଓ ସୈନ୍ୟବଳ ସହ ସବୁଠୁ ଅଧିକ ଜନସଂଖ୍ୟା ବାଲା ଦେଶ ରୂପରେ ବି ଜଣାଯାଏ । ଜିଡ଼ିପି ମାମଲାରେ ଆମେରିକା ପରେ ଚୀନ ଦ୍ଵିତୀୟ ଦେଶ ଅଟେ । ଯଦି ଚୀନର ଅର୍ଥ ବ୍ୟବସ୍ଥା ବିଷୟରେ କହିବା ତେବେ ଚୀନର ଅର୍ଥ ବ୍ୟବସ୍ଥା ଭାରତର ଅର୍ଥ ବ୍ୟବସ୍ଥା ଠାରୁ ଚାରି ଗୁଣା ଅଧିକ ଅଟେ।


୯- ନବମ ରେ ହେଉଛି ରୁଷ। ତେବେ ଋଷ ଏକ ଏମିତି ଦେଶ ଅଟେ ଯିଏକି ଆମେରିକାକୁ ଟକ୍କର ଦେବାର କ୍ଷମତା ରଖିଥାଏ । ବର୍ତ୍ତମାନ ସମୟରେ ଋଷ ପାଖରେ ସବୁଠୁ ଶକ୍ତିଶାଳୀ ଓ ବିକଶିତ ହଥିୟାର ଅଛି । ଋଷ ଆଜି ଭାରତ ସହ ଦେଶର ୮୦ ଦେଶକୁ ହଥିୟାର ବିକ୍ରି କରିଥାଏ । ଏହା ସହିତ ଋଷ ତେଲ ଉତ୍ପାଦନ କ୍ଷେତ୍ରରେ ବି ନିଜକୁ ବିକଶିତ କରିଛି । ଟେକ୍ନୋଲୋଜି ମାମଲାରେ ବି ଋଷ କୌଣସି ଦେଶ ଠାରୁ କମ ନୁହେଁ । ଋଷ ପାଖରେ ଆମେରିକା ଠାରୁ ବି ବହୁତ ଅଧିକ ଟ୍ୟାଙ୍କ ଅଛି।

୧୦- ଦଶମ ରେ ହେଉଛି ଆମେରିକା। ତେବେ ଆମେରିକାକୁ ବର୍ତ୍ତମାନ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ କୁହାଯାଏ । ଆମେରିକା ଦୁନିଆରେ ହଥିୟାର ସପ୍ଲାଏ କରିବାର ମାମଲାରେ ବହୁତ ଆଗରେ ଅଛି । ଋଷ ଓ ଚୀନ ଭଳି ଦେଶରେ ନିଜର ପ୍ରଭାବ ପକାଇବା ପାଇଁ ଆମେରିକା କୌଣସି ବି ସୀମା ପାର କରି ପାରେ । ଏହି କାରଣ ଅଟେ କି ଆମେରିକାର ସୈନ୍ୟବଳ ଆରମ୍ଭରୁ ହିଁ ମଜବୁତ ଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *