ଚନ୍ଦ୍ରପୃଷ୍ଠରେ ଲଗାଯାଇଥିବା ସର୍ବପ୍ରଥମ ବୃକ୍ଷ କ’ ଣ ଅଟେ ? ଜାଣନ୍ତୁ ଏହିପରି କିଛି ବଛା ବଛା General knowledge question

ନମସ୍କାର ବନ୍ଧୁଗଣ । ଦୁନିଆର କୋଣ ଅନୁକୋଣରେ ଅନେକ କିଛି ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସେଥିମଧ୍ୟରୁ କିଛି ବଛା ଜ୍ଞାନପୂର୍ଣ୍ଣ କଥା ଆଜି ଆପଣଙ୍କ ପାଇଁ ଆମେ ନେଇକି ଆସିଛୁ । ଯାହା ଆପଣ ଜାଣିବା ଦ୍ଵାରା ଆପଣଙ୍କର ନିହାତି ଭାବେ ଜ୍ଞାନ ବଢିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ଜ୍ଞାନପୂର୍ଣ୍ଣ କଥା ଆଲୋଚନା କରି ଜାଣିନେବା ।

୧;- କେଉଁ ଜୀବ ଯାହା ପାଖରେ ୩୨ ଟି ମୁଣ୍ଡ ରହିଛି ?

ଉତ୍ତର;- ଜୋକ ପାଖରେ ୩୨ ଟି ମୁଣ୍ଡ ରହିଛି ।

୨;- ଭାରତରେ ପ୍ରଥମ କରି ସ୍ମାର୍ଟ ଫୋନ କେବେ ଲଞ୍ଚ କରାଯାଇଥିଲା ?

ଉତ୍ତର;- ଭାରତରେ ପ୍ରଥମ କରି ୨୦୦୯ ମସିହାରେ ସ୍ମାର୍ଟ ଫୋନ ଲଞ୍ଚ କରାଯାଇଥିଲା ।

୩;- କେଉଁ ଗଛକୁ କାଟିବା ସମୟରେ ମଣିଷଙ୍କ ଭଳି ରକ୍ତ ବାହାରିଥାଏ ?

ଉତ୍ତର;- ବ୍ଲୁଡବୁଡ ଗଛକୁ କାଟିବା ସମୟରେ ତା’ ଦେହରୁ ରକ୍ତ ବାହାରିଥାଏ ।

୪;- ନୀଳ ରଙ୍ଗର ଗୋଲାପ କେଉଁ ଦେଶରେ ଦେଖା ଯିବାର ନଜର ଆସେ ?

ଉତ୍ତର;- ନୀଳ ରଙ୍ଗର ଗୋଲାପ ଜାପାନରେ ଦେଖା ଯାଇଥାଏ ।

୫;- ଏପରି କେଉଁ ଜୀବ ରହିଛି ଜିଏକି ଜିଭ ଦ୍ଵାରା ନୁହେଁ, ବଂର ନିଜ ପାଦ ଦ୍ଵାରା ସ୍ଵାଦ ଚାଖିଥାଏ ?

ଉତ୍ତର;- ପ୍ରଜାପତି ନିଜର ଜିଭ ନୁହେଁ, ବଂର ନିଜ ଜିଭ ଦ୍ଵାରା ସ୍ଵାଦ ଚାଖିଥାଏ ।

୬;- ଦୁନିଆରେ ସବୁଠାରୁ କେଉଁ ଫଳକୁ ଅଧିକ ପସନ୍ଦ କରାଯାଇଥାଏ ?

ଉତ୍ତର;- ଦୁନିଆରେ ସବୁଠାରୁ ଆମ୍ବକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି ।

୭;- ପ୍ରତିଦିନ ରୁଟି ଓ କ୍ଷୀର ଖାଇବା ଦ୍ଵାରା ଶରୀରରେ ବହୁତ ଶୀଘ୍ର କ’ ଣ ବୃଦ୍ଧି ପାଇଥାଏ ?

ଉତ୍ତର;- ପ୍ରତିଦିନ ରୁଟି ଓ ଖିର ଖାଇବା ଦ୍ଵାରା ଓଜନ ବହୁତ ଶୀଘ୍ର ବଢିଥାଏ ।

୮;- ରସଗୁଲା କେଉଁ ରାଜ୍ୟର ଲୋକପ୍ରିୟ ମିଠା ଅଟେ ?

ଉତ୍ତର;- ରସଗୁଲା ଓଡିଶା ରାଜ୍ୟର ଲୋକପ୍ରିୟ ମିଠା ଅଟେ ।

୯;- ମାଚିସ ବା ଦିଆସିଲି କେଉଁ ଦେଶରେ ପରଠାମ କରି ଆବିଷ୍କାର କରାଯାଇଥିଲା ?

ଉତ୍ତର;- ଦିଆସିଲି ପ୍ରଥମ କରି ବ୍ରିଟେନ ଦେଶରେ ଆବିଷ୍କାର କରାଯାଇଥିଲା ।

୧୦;- ଏପରି କେଉଁ ପକ୍ଷୀ ଅଛି, ଯେଉଁ ପକ୍ଷୀ ଜନ୍ମ ହେଉ ହେଉ ଉଡିବା ଆରମ୍ଭ କରିଦେଇଥାଏ ?

ଉତ୍ତର;- ବାଦୁଡି ଏକ ପକ୍ଷୀ, ଜିଏକି ଜନ୍ମ ହେବା ମାତ୍ରେ ନିଜର ଉଡିବା ଆରମ୍ଭ କରିଦିଏ ।

୧୧;- ସାପ ଲଗାତର କେତେ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥାଏ ?

ଉତ୍ତର;- ସାପ ଲଗାତର ୩ ବର୍ଷ ପର୍ଯ୍ୟନ୍ତ ଶୋଇ ରହିପାରେ ।

୧୨;- କେଉଁ ଫୁଲ ସକାଳ ଠାରୁ ସନ୍ଧ୍ଯା ପର୍ଯ୍ୟନ୍ତ ସୂର୍ଯ୍ୟକୁ ଅନାଇ ରହିଥାଏ ?

ଉତ୍ତର;- ସୂର୍ଯ୍ୟମୁଖ୍ୟ ସକାଳ ଠାରୁ ସନ୍ଧ୍ଯା ପର୍ଯ୍ୟନ୍ତ ସୂର୍ଯ୍ୟକୁ ଅନାଇ ଥାନ୍ତି ।

୧୩;-କେଉଁ ଦେଶକୁ ପାହାଡର ଦେଶ କୁହାଯାଇଥାଏ ?

ଉତ୍ତର;- ଅଷ୍ଟ୍ରେଲିଆକୁ ପାହାଡର ଦେଶ କୁହାଯାଏ ।

୧୪;- ଧରିତ୍ରୀର ଅନ୍ତ କେଉଁ ଦେଶରେ ହୋଇଥାଏ ?

ଉତ୍ତର;- ଦରିତ୍ରୀର ଅନ୍ତ ଭାରତରେ ହିଁ ହୋଇଥାଏ ।

୧୫;-ଚନ୍ଦ୍ରପୃଷ୍ଠରେ ସର୍ବପ୍ରଥମେ କେଉଁ ଗଛ ଲଗାଯାଇଥିଲା ?

ଉତାର;- ସୋରିଷ ଜାତୀୟ ଗଛ ଚନ୍ଦ୍ରପୃଷ୍ଠରେ ପ୍ରଥମେ ଲଗାଯାଇଥିଲା ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ । ତେବେ ଏହିଭଳି ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *