ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭଏସ ଆର୍ଟିଷ୍ଟ, ଆଙ୍କର ହେବା ସହ ମିମିକ୍ରି ବି କରନ୍ତି । ଏହି ଯୁବତୀ ଜଣକ ଡୋରେମୋନ, ଛୋଟା ଭୀମ ଆଦି ଅନେକ କାର୍ଟୁନର ମିମିକ୍ରି କରିଛନ୍ତି । ଏହି ଭଏସ ଆର୍ଟିଷ୍ଟ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆଙ୍କର ଲିଜା । ବନ୍ଧୁଗଣ ଆଙ୍କର ଲିଜା ନିଜ ଟ୍ୟାଲେନ୍ଟ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ରୁହନ୍ତି ।
ଆଉ ଗତ କିଛି ସମୟ ହେବ ତାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଲିଜାଙ୍କର ଏହି ସାକ୍ଷାତ୍କାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ଏହି ସାକ୍ଷାତ୍କାରରେ ଆଙ୍କର ଲିଜା କହିଛନ୍ତି-‘ମୁଁ ସବୁଠାରୁ ଫେବରେଟ କାର୍ଟୁନ ହେଉଛି ଡୋରେମୋନ ଯେତେବେଳେ ଏହି କାର୍ଟୁନଟି ବାଲ ଭାରତରେ ଆସିଲା ସେତେବେଳେ ପ୍ରଥମେ ଏହି ଟେଷ୍ଟ ମୁଁ ଦେଲି ।
ମୋତେ କହିଲେ ଲିଜା ତୁମେ ଡୋରେମୋନର କରିପାର ମୁଁ କାହିଁକି ହଁ । ସେ କହିଲେ ତା ହେଲେ ଟିକେ କରିଲ ଯେମିତି କରିଲି ସେମାନେ କହିଲେ ମୋ ଭଏସ ପରଫେକ୍ଟ ଅଛି । ଏହା ପରେ ମୁଁ ରାଗଲ୍ସରେ ଦେଇ ଦେଇ ଗଲି ତା ପରେ ମୁଁ ମୋଗଲିର ଦେଲି । ଏହା ପରେ ଅଭତାର ଆସିଲା ଗୋଟେ ବହୁତ ବଢିଆ ଆନିମେସନ ହେଉଛି ଅଭତାର । ତା ଧୀରେ ସିଜନ 1ରେ ମୁଁ ଦେଉଥିଲି ଆଜୁଲାର ଯାହା ଟିକେ ନେଗେଟିଭ କ୍ୟାରେକ୍ଟର ।
ଏହା ପରେ ସିଜନ 2ରେ ଏୟାରଭେଣ୍ଡର ଆସିଥିଲା ସେଥିରେ ମୁଁ ପ୍ରେମାର ଦେଉଥିଲି । ଏହା ସହ କିଛି ସାଇଡ କ୍ୟାରେକ୍ଟରର ଭଏସ ବି ଦେଉଥିଲି । ଦେଖନ୍ତୁ ଆଙ୍କର ଲାଇନ ହେଉଛି ବହୁତ ପ୍ରକାରର ଅନେକ ଲୋକ ଏକ ଚ୍ୟାନେଲକୁ ରିପ୍ରେଜେନ୍ଟ କରୁଥାନ୍ତି ସେଥିରେ ଅନେକ ସେଫ ଆଣ୍ଡ ସିକ୍ୟୁରିଟି ଥାଏ । ଗୋଟେ ଫ୍ରିଲାନ୍ସର ଭିତରେ ଆମର ସେସବୁ ଜିନିଷ ନଥାଏ । ଯେଉଁ ସମୟରେ ମୁଁ ଆସିଲି ସେତେବେଳେ ମାର୍କେଟ ଏକ୍ସପାଣ୍ଡ ହେଉଥିଲା ।
ଆଉ ସେତେବେଳେ ନୂଆ ଫେସର ମଧ୍ୟ ବହୁତ ଆବଶ୍ୟକତା ଥିଲା । ସେତେବେଳେ ଲୋକ ମାନେ ବା ଇଭେଣ୍ଟ ମ୍ୟାନେଜର ମାନେ କିଛି ଛୋଟ ମୋଟ କାମ ପାଇଁ ମୋତେ ଡାକନ୍ତି । ମୁଁ ସେତେବେଳେ ଭାବିଲି ଏହି ଲାଇନ ମୋ ପାଇଁ ପରଫେକ୍ଟ ତେଣୁ ଏହି ଲାଇନକୁ ଆସିଗଲି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆଙ୍କର ଲିଜାଙ୍କ ଭଏସ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।