ଆଶ୍ଚର୍ଯ୍ୟ ! ବିଲେଇର ଉପସ୍ଥିତ ବୁଦ୍ଧି ଖଟେଇ ବଞ୍ଚେଇ ଦେଲା ଗୋଟିଏ ଶୋଇଥିବା ଲୋକର ଜୀବନ, ନହେଲେ ଆଜି…ଦେଖନ୍ତୁ Video 

ବନ୍ଧୁଗଣ କ୍ୟାମେରା ଆମ ଦୈନଦିନ ଜୀବନରେ ଏକ ମୁଖ୍ୟ ଅଙ୍ଗ ପାଲଟିଛି କାରଣ କ୍ୟାମେରା ମାଧ୍ୟମରେ ଆମେ ମାନେ ଦୁନିଆରେ ଘଟୁଥିବା ଅନେକ ଘଟଣା ଗୁଡିକୁ ଦେଖି ପାରୁଛୁ ଏହା ସହ ଆମେ କ୍ୟାମେରା ଦ୍ଵାରା ପ୍ରତ୍ୟକ ମୂହୁର୍ତ୍ତକୁ କଏଦ କରି ପାରୁଛୁ । ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ତ ନିଶ୍ଚୟ ଜାଣିଥିବେ । ମିର୍ଜା ଅନେକ ସ୍ଥାନରେ ଯାଇ ସାପ ଉଦ୍ଧାର କରନ୍ତି ଆଉ ସେହି ସାପ ଗୁଡିକୁ ନେଇ ଜଙ୍ଗଲରେ ଛାଡି ଦିଅନ୍ତି । ଏମିତି ଅନେକ ଥର ସାପ ଉଦ୍ଧାର କରିବା ତାଙ୍କ ପାଇଁ କଷ୍ଟକର ହୋଇପଡେ । ତେବେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓରେ ମିର୍ଜା ଏକ ଘରକୁ ଯାଇଛନ୍ତି । ସେହି ଘର ଲୋକଙ୍କ କହିବା ମୁତାବକ ରାତିରେ ଶୋଇବା ବେଳେ ଏକ ସାପ ତାଙ୍କ ଘରେ ପଶି ଥିଲା । ଘରେ ଏକ ପୋଷା ବିଲେଇ ବି ରହୁଛି । ବିଲେଇଟି ସାପକୁ ଦେଖି ସୋଇଥିବା ମଣିଷ ମାନଙ୍କୁ ପଞ୍ଜା ମାରି ଉଠାଇ ଥିଲା ।

ଏହା ପରେ ଘର ଲୋକ ଉଠି ବାହାରକୁ ଚାଲି ଆସିଥିଲେ । ବନ୍ଧୁଗଣ ଗୋଟେ ବିଲେଇ ଆଜି ଜୀବନ ବଞ୍ଚେଇ ଦେଇଛି । ମିଜା ସେହି ଘର ଭିତରେ ଥିବା ସାପକୁ ଅତି ସାବଧାନତାର ସହ ଉଦ୍ଧାର କରିଛନ୍ତି ଯାହାର ଭିଡିଓ ଏବେ ଚର୍ଚ୍ଚାରେ ଅଛି । ତା ହେଲେ ବନ୍ଧୁଗଣ ମିର୍ଜାଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *