Vijay Shankar ଟ୍ୟୁସନ ସାରଙ୍କ ସ୍ତ୍ରୀ Pratyusha ପାଇଁ ପୁରା ପାଗଳ ! MLA Vijay Shankar and Somalika

ଟ୍ୟୁସନ ସାରଙ୍କ ସ୍ତ୍ରୀ ବିଧାୟକ ବିଜୟଙ୍କ ପାଇଁ ପୁରା ପାଗଳ ! ହଁ ଆଜ୍ଞା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କର ପ୍ରେମ ବିବାଦ ଥମିବାରେ ନାମ ନେଉଆନାହିଁ । ଏପଟେ ନିଜର ନ୍ୟାୟ ଦାବୀରେ ଅଟଳ ରହିଛନ୍ତି ବିଜୟଙ୍କ ଗାର୍ଲଫ୍ରେଣ୍ଡ ସୋମାଲିକା । ତେବେ ପୁଣି ଥରେ ବିଜୟ ଓ ସୋମାଲିକାଙ୍କର କାହାଣୀରେ ନୂଆ ଟୁଇସ୍ଟ ଆସିଛି । ଯେଉଁଠାରେ କି ବିଧାୟକ ବିଜୟଙ୍କର ଗାର୍ଲଫ୍ରେଣ୍ଡ ସୋମାଲିକା ବିଜୟଙ୍କ ନାମରେ ଏଭଳି କିଛି ଅଭିଯୋଗ ସାମ୍ନାକୁ ଆଣିଛନ୍ତି ।

ତେବେ ସୋମାଲିକାଙ୍କ କହିବା ଆଧାରରେ ବିଜୟଙ୍କ ଭଲ ପାଇବାରେ ଏଭଳି ପାଗଳ ହୋଇ ରହିଛନ୍ତି ବିଜୟଙ୍କର ଟ୍ୟୁସନ ସାର ସ୍ତ୍ରୀ ପ୍ରତ୍ୟୁଷା । ଯେ ପ୍ରତ୍ୟୁଷା ବିଜୟଙ୍କୁ ବାହା ହେବ ପାଇଁ ତାଙ୍କ 6 ବର୍ଷର ପୁଅ କଥା ମଧ୍ୟ ଭୁଲିଯାଇଛନ୍ତି । ହଁ ଆଜ୍ଞା ଆମେ ସେହି ପ୍ରତ୍ୟୁଷାଙ୍କ କଥା ଏଠାରେ କହୁଛୁ । ଯିଏ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କର ଟ୍ୟୁସନ ସାରଙ୍କର ସ୍ତ୍ରୀ । ଯାହାଙ୍କୁ ବାହା ହେବ ପାଇଁ ବିଜୟ ମ୍ୟାରେଜ ରେଜିଷ୍ଟ୍ରି କରିବା ପାଇଁ ବାହାରିଥିଲେ ।

ଏହାପରେ ଯେଉଁ ଖବର ପାଇଁ ବିଜୟଙ୍କ ଗାର୍ଲଫ୍ରେଣ୍ଡ ସୋମାଲିକ ପୁରା ଚିହିଙ୍କି ଉଠିଥିଲେ । କାରଣ ଗତ ଦିନ ମାନଙ୍କରେ ଦିନେ ଯେଉଁ ସୋମାଲିକାଙ୍କୁ ଭଲ ପାଇ ବିଜୟ ବାହା ହେବାର ପ୍ରତିଶ୍ରୁତି ଦେଇଥିଲେ । ଏବେ ସେହି ସୋମାଲିକାଙ୍କ ସହ ପ୍ରତାରଣା କରି ବିଧାୟକ ବିଜୟ ଅନ୍ୟତ୍ର ବାହା ହେବା ପାଇଁ ମନସ୍ଥ କରିଛନ୍ତି । ହେଲେ ନିଜର ନ୍ୟାୟ ପାଇବା ଆଶାରେ ଅଟଳ ରହିଛନ୍ତି ସୋମାଲିକା । ତେବେ ସୋମାଲିକା ଏଭଳି ମଧ୍ୟ ବିଧାୟକ ବିଜୟଙ୍କ ବିଷୟରେ କହିଛନ୍ତି ।

ଯେ ବିଜୟଙ୍କ ନାମରେ ଯେଉଁ ସବୁ ଦଫା ଲାଗିଛି । ଏହା ଯଦି ଅନ୍ୟ କୌଣସି ସାଧାରଣ ଜନତା ଉପରେ ଲଗା ଯାଇଥାନ୍ତା । ତେବେ ତାଙ୍କୁ କେବେଠାରୁ ଜେଲ ଦଣ୍ଡ ଶୁଣାଯାଇଥାନ୍ତା । ହେଲେ ଯେହେତୁ ବିଜୟ ଜଣେ ବିଧାୟକ ଭଳି ପାୱାରରେ ଅଛନ୍ତି । ତେଣୁ ଆଜି ପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ବର୍ତ୍ତମାନ ସମୟରେ ନିଆଯାଉନାହିଁ । ବିଜୟଙ୍କର ଦେଢ ବର୍ଷ ତଳେ ବୟସ 30 ଥିଲା, ଆଜି ଜାକେ ବି ତାଙ୍କ ବୟସ 30 ରହିଛି । ତେବେ ଏଭଳି ଖବରର ଅପଡେଟ ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *