ଭୋଜି ଖାଇବାକୁ ଦିଅରକୁ ଡାକିଲା ଭାଉଜ, ଭାଉଜ ଓ ଦିଅର ଭୋଜି ଖାଇ ସାରି ଘଟିଗଲା କିଛି ଏପରି….

ଭୋଜି ଖାଇବାକୁ ଦିଅରକୁ ଘରକୁ ଡାକିଲା, ଭୋଜି ଖାଇ ସାରି… ହଁ ଆଜ୍ଞା ଭାଉଜ ଓ ଦିଅରଙ୍କ ସମ୍ପର୍କ ଯେଉଁଥିରେ ଜଣେ ଭାଉଜ ନିଜ ଦିଅରକୁ ପୁଅ ଭଳି ଭାବି ସ୍ନେହ, ଆଦର କରିଥାଏ । ହେଲେ ଏଠାରେ ଭାଉଜ ନିଜ ସ୍ଵାମୀକୁ ଛାଡି ନିଜ ଦିଅର ସହ ଅନୈତିକ ସମ୍ପର୍କରେ ମାତି ରହିଥିଲା । କାମ ସରିଲା ପରେ ଦିଅରକୁ ମାରି କାଜୁ ଜଙ୍ଗଲରେ ଫୋପାଡି ଦେଲା । ତେବେ ଏଭଳି ଏକ ଅଭାବନୀୟ ଦୃଶ୍ୟ କଟକ ଜିଲ୍ଲାର ବାଙ୍କି ଠାରେ ଦେଖିବାକୁ ମିଳିଛି ।

ଯେଉଁଠାରେ କି ଜଣେ ଭାଉଜ ନିଜ ଦିଅର ସହ ଅନୈତିକ ସମ୍ପର୍କ ରଖିଥିଲା । ସ୍ଵାମୀ ଅଜାଣତରେ ନିଜ ଦିଅର ସହ ସମ୍ପର୍କ ରଖିଥିଲା । ଆଉ ତାପରେ ଭାଉଜ ଦିଅରର ସମ୍ପର୍କ ଏମିତି ହେଇଯାଇଥିଲା । ଯେ ଦିଅର ଭାଉଜକୁ ଘଡିଏ ଦେଖି ନପାରି ରହିପାରୁନଥିଲା । ଭାଉଜ ତା’ ବାପା ଘରେ ଥିବା ବେଳେ ଦିଅରକୁ ତାଙ୍କ ଘରକୁ ଭୋଜି ଖାଇବା ପାଇଁ ଡ଼ାକିଥିଲା । ଭାଉଜ କଥାରେ ଦିଅର ମଧ୍ୟ ସଙ୍ଗେ ସଙ୍ଗେ ବାହାରି ଭାଉଜ ଘରକୁ ଭୋଜି ଖାଇବାକୁ ଚାଲି ଯାଇଥିଲା ।

ଏହାପରେ ଭାଉଜ ଓ ଦିଅରଙ୍କ ମଧ୍ୟ ନୈତିକ ସମ୍ପର୍କ ଗଢି ଉଠିଥିଲା । କାମ ସାରି ଭାଉଜ ନିଜର କୁତ୍ସିତ ବୁଦ୍ଧିରେ ନିଜ ଦିଅରକୁ ମାରି କାଜୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ଏହି କଥାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । କାରଣ ଭାଉଜ ନିଜ ଦିଅର ସହ ଅନୈତିକ ସମ୍ପର୍କ ରଖିଥିବା ଖବର ଆଗରୁ ମଧ୍ୟ ଘର ଲୋକେ ଜାଣିବାକୁ ପାଇଥିଲେ । ହେଲେ ଭାଉଜ ହୋଇ ନିଜ ଦିଅର ସହ ଏଭଳି କିଛି କରି ବସିବ ।

କେହି ମଧ୍ୟ କେବେ ବି ଭାବି ନଥିଲେ । ତେବେ ଏହି ଘଟଣା ପରେ ଭାଉଜକୁ କଠୋର ଦଣ୍ଡ ଦିଆଯାଉ ବୋଲି ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଖବର ପାଇ ପୋଲିସ ମଧ୍ୟ ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରି ଦେଇଛି । ତେବେ କେତେ ଶୀଘ୍ର ଭାଉଜକୁ ଦଣ୍ଡ ମିଳୁଛି ଦେଖିବାର ଅପେକ୍ଷା ରହିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *