ନମସ୍କାର ବନ୍ଧୁଗଣ ତେବେ ଭାରତ ସୌନ୍ଦର୍ଯ୍ୟ ଓ ଗ୍ଲାମର କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ନିଜର ପରିଚୟ ସୃଷ୍ଟି କରିଛି । ଭାରତ ଅନେକଥର ମିସ ୟୁନିଭର୍ସ ଓ ମିସ ୱାର୍ଲଡ ସମ୍ମାନ ଲାଭ କରିସାରିଛି । ଆମ ଦେଶର ମହିଳାଙ୍କ ସୌନ୍ଦର୍ଯ୍ୟ କେବଳ ଏହିସବୁ ଆୱାର୍ଡରେ ସୀମିତ ନୁହେଁ । ରାଜନୀତି କ୍ଷେତ୍ରରେ ମଧ୍ୟ ଭାରତୀୟ ମହିଳାଙ୍କ ଅବଦାନ ରହିଛି । ଦେଶର କିଛି ଗ୍ଲାମରସ ମହିଳା ରାଜନେତ୍ରୀଙ୍କ ବିଷୟରେ ଜାଣିବା
୧- ପ୍ରଥମରେ ହେଉଛନ୍ତି ସୁପ୍ରିୟା ସୁଲେ । ତେବେ ଏ ବାରଣାସୀ ପୁନେ ରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ର କର୍ମୀ । ତେବେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଝିଅ ହେଉଛନ୍ତି ସୁପ୍ରିୟା ସୁଲେ । ତେବେ ସେ ଏବଂ ଦେଖିବାକୁ ଖୁବ ସୁନ୍ଦର ।
୨- ଦ୍ଵିତୀୟ ରେ ହେଉଛନ୍ତି ପୁନମ ମହାଜନ । ବିଜେପି ର ବଡ଼ ନେତା ରହିଥିବା ପ୍ରମୋଦ ମହାଜନଙ୍କ ଝିଅ ହେଉଛନ୍ତି ପୁନମ ମହାଜନ । ତେବେ ସେ ଭାରତ ର ଉତ୍ତର ମଧ୍ୟ ମୁମ୍ବାଇ ରେ ସାଂସଦ ରୂପେ କାର୍ଯ୍ୟ କରନ୍ତୁ । ତେବେ ଏ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ।
୩- ତୃତୀୟ ରେ ହେଉଛି ହରଶ୍ମିତ କୋର ବାଦଲ । ତେବେ ପଞ୍ଜାବ ର ଭଟିନ୍ଦା ରୁ ଆସନ୍ତି । ତେବେ ସେ ଶିରୋମଣି ଅକାଳୀ ଦଳ ର ଇଏ ପାର୍ଥି ଭାବରେ ପରିଚିତ ଏବଂ କେନ୍ଦ୍ର ରେ ବିଜେପି ସହ ମଧ୍ୟ ତାଙ୍କର ଗଠ ବନ୍ଧନ ରହିଛି । ୪- ଚତୁର୍ଥ ରେ ହେଉଛନ୍ତି ସୁଷମା ଦେବ । ତେବେ ସୁଷମା ଆସାମରୁ ଆସନ୍ତି ଏବଂ ସେ କଂଗ୍ରେସ ପାର୍ଟି କୁ ରିପ୍ରେଜେଣ୍ଟ କରନ୍ତି । ତେବେ ସେ ଦେଖିବାକୁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ମଧ୍ୟ ।
୫- ପଞ୍ଚମ ରେ ହେଉଛନ୍ତି ପ୍ରୀତମ ମୁଣ୍ଡେ ତେବେ ବିଜେପି ର ବଡ଼ନେତା ଗୋପୀନାଥ ମୁଣ୍ଡେଙ୍କର ଝିଅ ହେଉଛନ୍ତି ପ୍ରୀତମ ମୁଣ୍ଡେ । ତେବେ ସେ ମହାରାଷ୍ଟ୍ର ରୁ ଆସନ୍ତି ଏବଂ ଭାରତୀୟ ଜନତା ପାର୍ଟି କୁ ରିପ୍ରେଜେଣ୍ଟ କରନ୍ତି । ତେବେ ଏ ଦେଖିବାକୁ ଖୁବ ସୁନ୍ଦର ମଧ୍ୟ ।
୬- ଷଷ୍ଠ ରେ ଅଛନ୍ତି ଅନୁପ୍ରିୟା ପଟେଲ । ତେବେ ଉତ୍ତର ପ୍ରଦେଶ ର ମିର୍ଜା ପୁର କୁ ଏ ରିପ୍ରେଜେଣ୍ଟ କରନ୍ତି ଏବଂ ଏ ହେଉଛନ୍ତି ଅପନା ଦଳ ର ପାର୍ଥୀ । ତେବେ ତାଙ୍କ ସୁନ୍ଦରତା କୌଣସି ଅଭିନେତ୍ରୀ ଠାରୁ କମ ନୁହେଁ । ତେବେ ତାଙ୍କର ବହୁତ ଫ୍ୟାନ ମଧ୍ୟ ଅଛନ୍ତି ।
୭- ସପ୍ତମ ରେ ହେଉଛନ୍ତି ହେମା ମାଳିନୀ । ତେବେ ହେମା ମାଳିନୀ ତାମିଲନାଡ଼ୁର ଜିୟାପୁରମଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ରାଜନେତ୍ରୀ । ତେବେ ସେ ୨୦୦୩ ରୁ ୨୦୦୯ ପର୍ଯ୍ୟନ୍ତ ବି.ଜେ.ପି ପ୍ରତିନିଧି ଭାବେ ରାଜ୍ୟସଭାକୁ ଚୟନ ହୋଇଥିଲେ । ତେବେ ତାଙ୍କର ସୌନ୍ଦର୍ଯ୍ୟ ବିଷୟରେ କହିବା ଆବଶ୍ୟକ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।