ଭାଲୁଟି ଝିଅଟି ସହ ଯାହା କଲା ନା…ଏମିତି କେଉଁ ଶତୃ ସହ ବି ନହେଉ ! ନିଜେ ଦେଖି ନିଅନ୍ତୁ…

ଦର୍ଶକ ବନ୍ଧୁ ଯଦି କ୍ୟାମେରା ନଥାନ୍ତା ତା ହେଲେ ଆମେ ଏ ଦୁନିଆରେ ଘଟୁ ଥିବା ସମସ୍ତ ଘଟଣା ଗୁଡିକୁ ନା ଦେଖି ପାରି ଥାନ୍ତୁ ନା ତାହା ବିଷୟରେ ଜାଣି ପାରି ଥାନ୍ତୁ । ସାଧାରଣତଃ ଜୀବ ଜନ୍ତୁ ମାନଙ୍କ ସହ ଜଡିତ ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଜୀବ ଜନ୍ତୁଙ୍କ ସହ ଜଡିତ ଏପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ବ୍ୟକ୍ତି ଆଗରେ ଯାଉଥିବା ଏକ ମହିଳାର ପିଛା କରୁଛି ଆଉ ଆଗରେ ଏକ କୁକୁର ବସିଛି । ହଠାତ ବ୍ୟକ୍ତି ମହିଳା ହାତରେ ଥିବା ବ୍ୟାଗ ଚୋରୀ କରିବାକୁ ଚେଷ୍ଟା କରୁଛି ଆଉ ସେଠାରେ ଥିବା କୁକୁର ସେହି ଚୋର ଉପରେ ଆକ୍ରମଣ କରି ଦେଉଛି । ଏହା ଦ୍ଵାରା ଚୋରଟି ନିଜ ଜୀବନ ବଞ୍ଚେଇ ଦୌଡୁଛି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ କିଛି ପିମ୍ପୁଡି ଏକାଠି ହୋଇ ପାଣିରେ ଭାସୁ ଥିବାର ନଜର ଆସୁଛନ୍ତି । ତେବେ ରେଡ ଫାୟାର ଆଣ୍ଟ୍ସ ପରସ୍ପର ସହ ଯୋଡି ହୋଇ ଏକ ଅଣ୍ଡା ଆକୃତି ବନେଇ ଦିଅନ୍ତି । ଏମିତିରେ ପିମ୍ପୁଡି ମାନେ ଅନେକ ସପ୍ତାହ ପର୍ଯ୍ୟନ୍ତ ପାଣିରେ ନ ବୁଡି ବଞ୍ଚି ପାରିବେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଏକ ଅଲଗା ପ୍ରକାରର ବାଘ ଦେଖିବାକୁ ପାଇବେ । ଏହି ବାଘର ଉପର ରଙ୍ଗ ପୁରା କଳା ଅଛି । ଏହି କଳା ରଙ୍ଗ ଜେନେଟିକ ସମସ୍ୟା ପାଇଁ ହୋଇଛି । ତେବେ ଆମ ଭାରତରେ ଏଭଳି ରଙ୍ଗର ବାଘ ମାନଙ୍କର ସଂଖ୍ୟା ବହୁତ କମ ରହିଛି । ଆପଣ ମାନଙ୍କୁ ଏହି ବାଘ କେମିତି ଲାଗିଲା

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଏକ ବୋଟ ଆଗରେ ଏକ ହରିଣ ଦୌଡୁ ଥିବାର ନଜର ଆସୁଛି । ଆପଣ ମାନଙ୍କୁ ଲାଗୁଥିବ ପାଣି ମଝିରେ ଏହି ହରିଣ କେମିତି ଦଉଡି ପାରୁଛି । ହେଲେ ବାସ୍ତବରେ ସେହି ବୋଟଟି ଜେଟ ମୋଟର ଦ୍ଵାରା ଚାଲୁଥିଲା ଆଉ ପାଣିର ଗଭୀରତା ୫ ଇଞ୍ଚ ଥିଲା । ତେଣୁ ହରିଣଟି ଅତି ସହଜରେ ପାଣି ଭିତରେ ଦୌଡୁ ଥିଲା ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ କିଛି ମହିଳା ହାଇକର୍ଷ ଏକ ପାର୍କ ବୁଲିବାକୁ ଯାଇଥିଲେ । ସେଠାରେ ହଠାତ ଏକ ଭାଲୁ ଆସିଗଲା । ଏହା ଦେଖି ହାଇକର୍ଷ ମାନେ ଷ୍ଟାଚୁ ହୋଇ ଛିଡା ହେଲେ ଆଉ ଭାଲୁଟି ସେମାନଙ୍କ ସହ ଲାଗିଲା । କିଛି ସମୟ ଲାଗିବା ପରେ ଭାଲୁଟି ଆଗକୁ ପଳେଇଲା ।

Leave a Reply

Your email address will not be published. Required fields are marked *