ଭଗବାନ ଏମିତି ସ୍ତ୍ରୀ କୌଣସି ଶତୃ ବି ନ ଦିଅନ୍ତୁ, ଥରେ ଦେଖନ୍ତୁ ତାଙ୍କ କାରନାମା ଆପଣଙ୍କ ମୁଣ୍ଡ ବି ଘୁରେଇ ଦେବ…

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ଏବଂ ଖବର ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ଏହା ସହ ଲୋକ ମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

1. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଆକାଶ ପଣ୍ଡିତ ନାମକ ଜଣେ ଯୁବକ ପୋଲିସ ଷ୍ଟେସନ ସାମ୍ନାରେ ବଦମାସୀ ରିଲ କରି ସୋସିଆଲ ମିଡିଆରେ ସେୟାର କରିଥିଲା । ହେଲେ ଆକାଶ ଜାଣି ନଥିଲା ଲୋକ ମାନଙ୍କ ସହ ପୋଲିସ ବି ଏହି ରିଲ ଦେଖିବ । କିଛି ଦିନ ପରେ ଯେଉଁ ଥାନା ଆଗରେ ସେ ବଦମାସୀ କରୁଥିଲା ସେହି ଥାନାରେ ପୋଲିସ ବାଲା ତାକୁ ଆଣ୍ଠେଇଲେ ।

2. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ନିଜ କାର ପାର୍କିଂରେ ରଖିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । ହେଲେ ସେ ଠିକ ଭାବରେ କାର ପାର୍କିଂ କରିପାରୁ ନାହାନ୍ତି ଶେଷରେ ବ୍ୟକ୍ତି ହାତରେ କାରକୁ ଟାଣି ପାର୍କିଂ କରିଦେଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

3 . ବନ୍ଧୁଗଣ ଅଧିକାଂଶ ସମୟରେ କିଛି ଲୋକ ଟ୍ରାଫିକ ନିୟମ ଭାଙ୍ଗିବା ପରେ ଦ୍ରୁତ ଗତିରେ ଗାଡି ନେଇ ଫେରାର ହେଇଯାନ୍ତି । ଆମ ତୃତୀୟ ଭିଡିଓରେ ଜଣେ ମହିଳା ଟ୍ରାଫିକ ନିୟମ ଭାଙ୍ଗିବା ପରେ ସିଧା ନିଜ ଘରେ ଗାଡି ପୁରେଇ ଦେଲେ ଆଉ ତାଙ୍କ ପଛେ ପଛେ ପୋଲିସ ବାଲା ବି ଆସିଗଲେ ଆଉ ଗାଡି ଭିତରୁ ସ୍କୁଟି ନେଇ ଚାଲି ଗଲେ ।

4. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଜଣେ ଗଣମାଧ୍ୟମ ପ୍ରତିନିଧି ପଚାରୁଛନ୍ତି ଆଜି ଭୂକମ୍ପ ଆସିଥିଲା କଣ ଆପଣ ଜାଣିଛନ୍ତି । ମୁଁ ଘାସ କାଟୁ ଥିଲି ମତେ ଜଣା ପଡିଲା ନାହିଁ ହେଲେ ଭୂକମ୍ପ ରୋକିବା ପାଇଁ ପୋଲିସ ଆସିଲା ନାହିଁ । ପ୍ରଶାସନ ଜାଣିଥିବ ଭୂକମ୍ପ କିଏ କରୁଛି । ଏମିତିରେ ପୋଲିସ ଆସୁଛି ହେଲେ ଭୂକମ୍ପ ହେଲେ ଆସୁନି । ବନ୍ଧୁଗଣ ଏହି ବ୍ୟକ୍ତିର ଚିନ୍ତାଧାରା ଉପରେ ଆପଣ କଣ କହିବେ ।

5. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ପତ୍ନୀ ନିଜ ସ୍ଵାମୀ ବିରୋଧରେ ଯୌତୁକ ପ୍ରଥା ଠାରୁ ଆରମ୍ଭ କରି ଅନେକ ମିଛ କେସ କରିଲା । ଆଉ ଶେଷରେ ସେ ଓୟୋ ହୋଟେଲରେ ଅନ୍ୟ ଏକ ବ୍ୟକ୍ତିଙ୍କ ସହ ଧରା ପଡିଲା । ଏଭଳି ସ୍ତ୍ରୀ ଭଗବାନ କେଉଁ ଶତ୍ରୁକୁ ବି ନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *