ବନ୍ଦ ରୁମ୍ ରେ ଚାଲିଥିଲା ଅନୈତିକ କାର୍ଯ୍ୟ ! ଗ୍ରାହକ ଭାବିଲେ, ହେଲେ ଦେଖିଲା ବେଳକୁ ପୋଲିସ…

ଭିତରେ ଚାଲିଥିଲା ଦେହ ବ୍ୟାପାର ! କବାଟ ଠକ ଠକ କରିଲା ପୋଲିସ ! ଖବର ଅନୁଯାଇ ଜିଲ୍ଲା ବାହାରୁ ଟଙ୍କାର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଆଣି ଦଲାଲ ମାନେ ଦେହ ବ୍ୟାପାର କରୁଛନ୍ତି । ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଯାଇ ଉକ୍ତ ସ୍ଥାନରେ ପହଞ୍ଚି ଥିଲା । ଯେଉଁଠାରେ ଅନୈତିକ ଭାବେ ଦେହ ବ୍ୟାପାର ଚାଲିଥିଲା । ତେବେ ବନ୍ଦ କୋଠରୀ ମଧ୍ୟରେ ଯୁବତୀ, ଦଲାଲ ଥିବା ସମୟରେ ବାହାର କବାଟକୁ ଠକ ଠକ କରିବାର ଆବାଜ ଶୁଣା ଯାଇଥିଲା ।

ଏହାପରେ କେହି ଗ୍ରାହକ ହୋଇଥିବେ ଭାବି ଅନୈତିକ ଭାବେ ଦେହ ବ୍ୟାପାରରେ ଲୀପ୍ତ ଦଲାଲ କବାଟକୁ ଖୋଲିଦେଇଥିଲା । ଆଉ ତାପରେ କବାଟ ବାହାରେ ପୋଲିସକୁ ଦେଖି ରୁମ୍ ଭିତରେ ଥିବା ସବୁ ଲୋକଙ୍କର ହୋଷ୍ ଉଡି ଯାଇଥିଲା । ତାପରେ ପୋଲିସ ସେହି ରୁମ୍ ମଧ୍ୟରେ ଅନୈତିକ କାର୍ଯ୍ୟରେ ଲୀପ୍ତ ରହିଥିବା ଯୁବତୀ, ସେଥିରେ ସମ୍ପୃକ୍ତ ଦଲାଲ ଓ ସେହି ଘର ଭଡା ଦେଇଥିବା ମାଲିକଙ୍କୁ ମଧ୍ୟ ଗିରଫ କରା ଯାଇଥିଲା ।

ତେବେ ସେହି ରୁମ୍ ମଧ୍ୟରୁ କଟକର ଜଣେ ଯୁବତୀ ଥିଲେ । ଜିଏକି ଏହି ସବୁ କାର୍ଯ୍ୟରେ ଲୀପ୍ତ ରହିଥିଲେ । ତାଙ୍କୁ ମଧ୍ୟ ପୋଲିସ ଗିରଫ କରି ନେଇଯାଇଛି । ତେବେ ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ସାକ୍ଷୀପଡାରେ ଦେଖିବାକୁ ମିଳିଛି । ସାକ୍ଷୀପଡାର ଈଦଗା ଠାରେ ଥିବା ଏକ ଭଡା ଘରେ ଏଭଳି ଭାବେ ବାହାରୁ ଯୁବତୀ ମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏଭଳି ସବୁ ଅନୈତିକ କାର୍ଯ୍ୟ କରା ଯାଇଥାଏ ।

ଯୁବତୀ ମାନେ ମଧ୍ୟ ଟଙ୍କାର ଲାଳସାରେ ସେଠାରେ ଏହି ସବୁ କାର୍ଯ୍ୟରେ ନିଜକୁ ନିଯୋଜିତ କରି ଦେହ ବ୍ୟାପାର କରିଥାନ୍ତି । ରୁମ୍ ମଧ୍ୟରେ ଗ୍ରାହକ ମାନଙ୍କ ପାଇଁ ମଦ ଠାରୁ ନେଇ ତାଙ୍କର ଅତି ଦରକାରୀ ସାମଗ୍ରୀ ମଧ୍ୟ ରୁମ୍ ମଧ୍ୟରେ ଖଞ୍ଜା ହୋଇ ରହିଛି । କଟକରୁ ଯୁବତୀ ଆଣି ଏହି ଦଲାଲ ଏଭଳି ସବୁ କାର୍ଯ୍ୟ ଏକ ଭଡା ଘରେ ଅନୈତିକ ଭାବରେ ଚଳାଇଥିଲା ।

ତେବେ ଗିରଫ ହୋଇଥିବା ଦେହ ବ୍ୟାପାରୀ ଦଲାଲଙ୍କୁ କେଉଁ ଦଣ୍ଡ ମିଳୁଛି ? ତାହା ଦେଖିବାକୁ ଅପେକ୍ଷାରେ ରହିଲା ? ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *