ପ୍ରଥମ ଥର ପାଇଁ ଦେଖନ୍ତୁ ଦୁର୍ଲଭ ବନସୁନ୍ଦରୀ ସାପ (Rare Trinket snake) ରେସ୍କ୍ଯୁ ସମୟର ଛାତି ଥରେଇ ଦେବା ଭଳି ଦୃଶ୍ୟ, ଏତେ ଭୟଙ୍କର କି ଆପଣଙ୍କ ନିଦ ହଜିଯିବ… 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ତ ନିଶ୍ଚୟ ଜାଣିଥିବେ । ମିର୍ଜା ଅନେକ ସ୍ଥାନରେ ଯାଇ ସାପ ଉଦ୍ଧାର କରନ୍ତି ଆଉ ସେହି ସାପ ଗୁଡିକୁ ନେଇ ଜଙ୍ଗଲରେ ଛାଡି ଦିଅନ୍ତି । ଏମିତି ଅନେକ ଥର ସାପ ଉଦ୍ଧାର କରିବା ତାଙ୍କ ପାଇଁ କଷ୍ଟକର ହୋଇପଡେ । ତେବେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ରିଅଲ ଲାଇଫରେ ହେଉ କି ଟିଭି ବା ଚଳଚିତ୍ରରେ ହେଉ ସାପ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ସାପକୁ ଅତି ପୂଜନୀୟ ମାନା ଯାଇଛି । ସାପର ଅନେକ ପ୍ରଜାତି ଅଛନ୍ତି ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ଅନେକ ପୌରାଣିକ ମାନ୍ୟତା ରହିଛି ।

ନାଗ ସାପକୁ ସର୍ବଦା ବିଶ୍ଵର ବଡ ଦେବତା ଭଗବାନ ଶିବ ନିଜ ବେକରେ ଧାରଣ କରିଥାନ୍ତି । ତେଣୁ ଲୋକେ ନାଗ ସାପକୁ ପୂଜା କରନ୍ତି । ଆଜି ବି ଅନେକ ସ୍ଥାନରେ ନାଗ ସାପକୁ ନେଇ ଗୁଜବ ଉଠୁଛି । ହେଲେ ବନ୍ଧୁଗଣ ମିର୍ଜାଙ୍କର ଏହି ଭିଡିଓରେ ନାଗ ସାପ ନୁହେଁ ଏକ ଦୁର୍ଲଭ ସାପ ଦେଖିବାକୁ ମିଳିଛି । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ମିର୍ଜା ଏକ ଗାଁକୁ ଦୁର୍ଲଭ ବନସୁନ୍ଦରୀ ସାପକୁ ଉଦ୍ଧାର କରିବାକୁ ଆସିଛନ୍ତି ।

ମିର୍ଜା ଏହି ଗାଁରେ କିଛି ମାସ ପୂର୍ବରୁ ଏକ ବଡ କିଙ୍ଗ କୋବ୍ରା ସାପ ଉଦ୍ଧାର କରିଥିଲେ । ତେବେ ଏଠାରେ ମିର୍ଜା ଏକ ବନସୁନ୍ଦରୀ ସାପକୁ ଉଦ୍ଧାର କରିବାକୁ ଆସିଛନ୍ତି । ଏହି ସାପଟି ଦୁର୍ଲଭ ଅଟେ ଆଉ ବିରଳ ପ୍ରଜାତିରେ ଅଟେ । ହୁଏତ ଆପଣ ମାନେ କେବେ ଏହି ସାପକୁ ଦେଖି ନଥିବେ । ଏହି ସାପଟି ଏକ ଅଲଗା ପ୍ରକାର ଷ୍ଟାଇଲରେ ଚୋଟ ମାରେ ଯାହା ଆପଣ ଏହି ଭିଡିଓରେ ଦେଖି ପାରୁଥିବେ ।

ତେବେ ମିର୍ଜା ଏହି ସାପକୁ ଉଦ୍ଧାର କରିବା ସମୟରେ ଅନେକ ଥର ଏହି ସାପଟି ମିର୍ଜାଙ୍କୁ ଚୋଟ ମାରିବାକୁ ଚେଷ୍ଟା କରିଛି । ହେଲେ ମିର୍ଜା ଅତି ସାବଧାନତାର ସହ ଏହି ସାପକୁ ଉଦ୍ଧାର କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ସାପ ଉପରେ ପାନ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *