Odia Gk- ବାମରୁ ଡାହାଣକୁ ପଢିଲେ ମାଲିକ, ଡାହାଣରୁ ବାମକୁ ପଢିଲେ ଚାକର, ତେବେ କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଢଗର ପ୍ରଶ୍ନ ଏବଂ ତାର ଉତ୍ତର ନେଇ ଆସିଛୁ । ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ଓଡିଆ ଢଗର ପ୍ରଶ୍ନ ଉତ୍ତର ଆପଣଙ୍କୁ ବହୁତ ସହାୟକ ହେବ । ଏହା ସହିତ ଆପଣ ଏହି ଓଡିଆ ଢଗ ବିଷୟରେ ଜାଣିଲେ ଆପଣଙ୍କ ଜ୍ଞାନର ବିକାଶ ହେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗର ପ୍ରଶ୍ନ ଏବଂ ଉତ୍ତର ବିଷୟରେ ।

୧. ମଣିଷ ଦେହରେ ସାଧାରଣ ରକ୍ତଚାପ ବା ବ୍ଲଡ଼ ପ୍ରେସର କେତେ ?

ଉତ୍ତର- ମଣିଷ ଦେହରେ ସାଧାରଣ ରକ୍ତଚାପ ବା ବ୍ଲଡ଼ ପ୍ରେସର ୧୨୦ ରୁ ୮୦ ମି.ମି ରହିବା ଉଚିତ ।

୨. ବିଶୁଦ୍ଧ ରକ୍ତ କେଉଁ ନଳି ଦେଇ ପ୍ରଭାହୀତ ହୁଏ ?

ଉତ୍ତର- ବିଶୁଦ୍ଧ ରକ୍ତ ଧମନୀ ନଳି ଦେଇ ପ୍ରଭାହୀତ ହୋଇଥାଏ ।

୩. କେଉଁ ଗ୍ରୁପର ରକ୍ତ ସମସ୍ତ ରକ୍ତ ସହିତ ମିଶି ପାରେ ?

ଉତ୍ତର- ରକ୍ତ ଗ୍ରୁପ O ସମସ୍ତ ରକ୍ତ ସହ ମିଶି ପାରିବ ।

୪. କଳିଙ୍ଗ କପ୍ କେଉ ଖେଳ ସହ ସମ୍ବନ୍ଧିତ ?

ଉତ୍ତର- ଫୁଟବଲ ସହ କଳିଙ୍ଗ କପ୍ ସମ୍ବନ୍ଧିତ ।

୫. ରବି ଶାସ୍ତ୍ରୀ କେଉଁ ଖେଳ ସହିତ ସମ୍ଭାନ୍ଧିତ ?

ଉତ୍ତର- ରବି ଶାସ୍ତ୍ରୀ ହେଉଛନ୍ତି କ୍ରିକେଟ ଖେଳର ଜଣେ ଖେଳାଳି ।

୬. ସ୍ଵାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ?

ଉତ୍ତର- ସ୍ଵାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଉଛନ୍ତି ଲର୍ଡ ମାଉଣ୍ଡ ବ୍ୟାଟେନ ।

୭. ଖାଇବା ସୋଢାର ରାସାୟନିକ ନାମ କଣ ?

ଉତ୍ତର- ସୋଡିୟମ ବାଇକାର୍ବୋନେଟ ହେଉଛି ଖାଇବା ସୋଢାର ରାସାୟନିକ ନାମ ।

୮. କ୍ଷୀରକୁ ପୂର୍ଣ୍ଣାଙ୍ଗ ଖାଦ୍ୟ କୁହାଯାଏ ନାହିଁ, କାରଣ ଏଥିରେ କେଉଁ ଭିଟାମିନର ଅଭାବ ଥାଏ ?

ଉତ୍ତର- ଭିଟାମିନ C ଅଭାବ ଥାଏ ।

୯. ବାମରୁ ଡାହାଣକୁ ପଢିଲେ ମାଲିକ, ଡାହାଣରୁ ବାମକୁ ପଢିଲେ ଚାକର ତାହା କେଉଁ ଶବ୍ଦ ?

ଉତ୍ତର- GOD ବାମରୁ ପଢିଲେ ହେବ ଭଗବାନ ଆଉ ଭଗବାନ ହେଉଛନ୍ତି ସମସ୍ତଙ୍କ ମାଲିକ । ଡାହାଣରୁ ହେବ GOD ବା କୁକୁର ଆଉ କୁକୁର ଘର ସାମ୍ନାରେ ଜଗି ରହେ ତେଣୁ ତାକୁ କୁହାଯିବ ଚାକର ।

୧୦. କେଉଁ ରକ୍ତ କଣିକା ରୋଗ ଜୀବାଣୁ ଆକ୍ରମଣକୁ ପ୍ରତିରୋଧ କରେ ?

ଉତ୍ତର- ଶ୍ଵେତ ରକ୍ତ କଣିକା ରୋଗ ଜୀବାଣୁ ଆକ୍ରମଣକୁ ପ୍ରତିରୋଧ କରେ ।

୧୧. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?

ଉତ୍ତର- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ହୋଇଥିଲେ ।

୧୨. ନୋବେଲ ପୁରସ୍କାର ପ୍ରାପ୍ତ କରିଥିବା ପ୍ରଥମ ଭାରତୀୟ କିଏ ଥିଲେ ?

ଉତ୍ତର- ନୋବେଲ ପୁରସ୍କାର ପ୍ରାପ୍ତ କରିଥିବା ପ୍ରଥମ ଭାରତୀୟ ହେଉଛନ୍ତି ରବୀନ୍ଦ୍ର ନାଥ ଠାକୁର ।

Leave a Reply

Your email address will not be published. Required fields are marked *