ଅଷ୍ଟ ପ୍ରହରୀରେ ନାଗ ସହ ନାଗିନ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ, ଏ ନେଇ ଆପଣଙ୍କ ମତ କଣ ? ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ସୋସିଆଲ ମିଡିଆରେ ଏମିତି ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ଦେଖିଲେ ନିଶ୍ଚୟ ଭୟ କରୁଥିବେ । ସାପ ଯଦି କୌଣସି ମଣିଷକୁ ଚୋଟ ମାରେ ତା ହେଲେ ମାତ୍ର କିଛି ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରାଣ ହରାଇଥାଏ ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ସାପକୁ ନିଜ ବେକରେ ଗୁଡାଇ ଡ୍ୟାନ୍ସ କରୁଥିବାର ନଜର ଆସୁଛି । ଏହି ଭିଡିଓରେ ଅଷ୍ଟ ପ୍ରହରୀରେ ଶୁଟିଙ୍ଗ ହୋଇଛି । ସାପ ସହ ଏହି ଦୁଃସାହସିକ ନାଚ ବୋଧେ ଆପଣ ମାନେ ପ୍ରଥମ ଥର ଦେଖୁଥିବେ ।

ବ୍ୟକ୍ତି ଜଣକ ସାପକୁ ଧରି ସାପ ଭଳି ମାଟିରେ ଗଡି ଗଡି ନାଚୁଛି । ସାପଟିକୁ ଦେଖିଲେ ଲାଗୁଛି ସାପଟି ଯିବା ପାଇଁ ଛଟପଟ ହେଉଛି ହେଲେ ବ୍ୟକ୍ତି ଜଣକ ସାପ ଲାଞ୍ଜକୁ ଧରି ତାକୁ ଟାଣି ଆଣି ନାଚୁ ଛନ୍ତି । ଘଟଣା ସ୍ଥଳରେ ଅନ୍ୟ ଲୋକମାନେ ମଧ୍ୟ ବ୍ୟକ୍ତିଙ୍କୁ ସମର୍ଥନ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *