Anubhav Mohanty ସାଂସଦ ହୋଇ ମଧ୍ୟ ଜନତାଙ୍କ ଚିନ୍ତା କମ୍ ! ହେଲେ ତାଙ୍କର ସବୁବେଳେ ବେଡରୁମ୍ ଚିନ୍ତା ଅଧିକ !

ଅନୁଭବ ମହାନ୍ତି ସାଂସଦ ହେଇବି ଲୋକ ସେବା ବିଷୟରେ ଚିନ୍ତା କମ୍ ! ହେଲେ ନିଜ ବେଡରୁମ୍ ଚିନ୍ତା ବେଶି । ହଁ ଆଜ୍ଞା ଏଭଳି କିଛି ମନ୍ତବ୍ୟ ଅନୁଭବ ଓ ବର୍ଷାଙ୍କୁ ନେଇ ଜଣେ ସମାଜସେବି ରଖିଛନ୍ତି । ତେବେ ତାଙ୍କ କହିବା ଆଧାରରେ ଅନୁଭବ ମହାନ୍ତି ଜଣେ ସାଂସଦ ତଥା ଲୋକପ୍ରତିନିଧି ଅଟନ୍ତି । ତେଣୁ ତାଙ୍କର ଲୋକଙ୍କର ତଥା ଜନତାଙ୍କର ସେବା ପ୍ରତି ସେବା ମନୋଭାବ ଅଧିକ ରଖିବା ଦରକାର । ହେଲେ ଅନୁଭବ ସେପରି ଅଧିକ ନକରି ନିଜ ସ୍ତ୍ରୀ ଓ ଓ ବେଡରୁମ୍ କଥା ଆଣିକି ବହୁ ସମୟରେ ସୋସିଆଲ ମିଡିଆରେ ଚର୍ଚା କରୁଛନ୍ତି ।

ଅନୁଭବ ଓ ବର୍ଷାଙ୍କର ପାରିବାରିକ କଳି ଯାହାବି ହେଉ ନା କାହିଁକି ? ହେଲେ ଘର କଥା ଘରେ ହିଁ ରଖି ତାହାକୁ ସମାଧାନ କରିବା ଉଚିତ ଥିଲା । ହେଲେ ଯଦି କଥା ଏତେ ବାଟ ଜାକେ ଗଲା । ଯେଉଁଠାରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲା । ତେବେ ସେଠାରେ ଉଭୟଙ୍କର କୋର୍ଟ ଆଶ୍ରୟ ନେବା କଥା ମଧ୍ୟ ଠିକ ଅଛି । ହେଲେ ତାଙ୍କ ସ୍ଵାମୀ ଓ ସ୍ତ୍ରୀ ଙ୍କର ପର୍ସୋନାଲ କଥା ଆଣି ସୋସିଆଲ ମିଡିଆରେ ଚର୍ଚା କରିବାର ନଥିଲା ।

ଯଦି ଅନୁଭବଙ୍କ କହିବା ଅନୁଯାଇ ବର୍ଷା ଓ ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନଥିଲା । ତେବେ ବିବାହର କିଛି ଦିନ ମଧ୍ୟରେ ହିଁ ଏହି ସବୁ କଥାର ସମାଧାନ କରିଦେବାର ଥିଲା । ହେଲେ ଅନୁଭବ ଏହି ସବୁ କଥାକୁ ସେତେବେଳେ ସମାଧାନ ନକରି 5 ବର୍ଷ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରୁଥିଲେ । ତାପରେ ବର୍ଷା ଓ ତାଙ୍କ ମଧ୍ୟରେ କୌଣସି ପ୍ରକାର ଶାରୀରିକ ସମ୍ପର୍କ ନାହିଁ ବୋଲି ଲୋକଙ୍କ ସାମ୍ନାରେ ନିଜର ବ୍ୟକ୍ତିଗତ କଥା କହିବା କ’ ଣ ଅନୁଭବଙ୍କର ଠିକ ହେଲା ।

ହେଲେ ବର୍ଷା ନ୍ୟାୟ ପଥରେ ଅଛନ୍ତି ବୋଲି ମାନ୍ୟବର କୋର୍ଟ ଯେଉଁ ନିଷ୍ପତ୍ତି ନେଇଛି । ସେଥିରେ ବର୍ଷା ମଧ୍ୟ ବହୁତ ଖୁସି ଅଛନ୍ତି । ତେବେ ଏଭଳି ଆଲୋଚନା ଉପରେ ଆପଣଙ୍କର ମତାମତ କ’ ଣ ରହିଛି । ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *