Anubhav କହିଲେ Varsha ଙ୍କୁ I Love You! ବର୍ଷାଙ୍କ ଭଲ ପାଇବାକୁ ମନେ ମକାଇ… ସୋସିଆଲ ମିଡିଆରେ ଏଭଳି କିଛି କହିଲେ…

ବର୍ଷାଙ୍କ ଭଲ ପାଇବାକୁ ମନେ ପକାଇଲେ ଅନୁଭବ ! ଆଉ କହୁ କହୁ କହିଦେଲେ ବର୍ଷା I Love You! ହଁ ଆଜ୍ଞା ବହୁ ଚର୍ଚିତ ଷ୍ଟାରର ଯୋଡି ଅନୁଭବ ଓ ବର୍ଷାଙ୍କ ମାମଲାରେ ପୁଣି ଆସିଛି ଏକ ନୂଆ ଟୁଇସ୍ଟ । ଯେଉଁଥିରେ ଅନୁଭବ ବର୍ଷାଙ୍କୁ ନିଜ ଟ୍ଵିଟ ମାଧ୍ୟମରେ ନିଜ ମନର କଥା ଶୁଣାଇଛନ୍ତି । ଅଭିନେତା ଅନୁଭବ ମହାନ୍ତି ବର୍ଷାଙ୍କୁ ଟ୍ଵିଟ କରି କରି ଲେଖିଛନ୍ତି ବର୍ଷା I Love You । ହଁ ବନ୍ଧୁଗଣ ଗତ କିଛି ବର୍ଷ ଧରି ଯେଉଁ ପାରିବାରିକ କଳହ ପାଇଁ ଯେଉଁ ଯୋଡିରେ ଫାଟ ଆସିଯାଇଥିଲା ।

ଯେଉଁ କଥା ପାରିବାରିକ କଳହରୁ ନେଇ ବିବାହ ବିଚ୍ଛେଦ ପର୍ଯ୍ୟନ୍ତ ଚାଲି ଯାଇଥିଲା । ତେବେ ସେହି କାହାଣୀରେ ପୁଣି ଏକ ନୂଆ ମୋଡ ଆସିଛି । ଯେଉଁଠାରେ କି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କୁ I Love You କହିଛନ୍ତି । ଯେଉଁଥିରେ ବର୍ଷାଙ୍କୁ ଅନୁଭବ କେତେ ଭଲ ପାଉଛନ୍ତି ବୋଲି ସିସିଆଲ ମିଡିଆରେ ଜାହିର କରିଛନ୍ତି । ଅନୁଭବ ଓ ବର୍ଷାଙ୍କ ବାହାଘର ବେଳର ବାହାଘର ଫୋଟକୁ ଅନୁଭବ ସୋସିଆଲ ମିଡିଆରେ ଶେୟାର କରି ସେଥିରେ ବର୍ଷାଙ୍କୁ ବର୍ଷା ଆଇ ଲଭ ୟୁ କହିଛନ୍ତି ।

ତେବେ ଅନୁଭବଙ୍କର ଏହି ପୋଷ୍ଟ ଦେଖି ସ୍ପଷ୍ଠ ଭାବରେ ଜଣା ପଡିଯାଉଛି । ଯେ ଅନୁଭବ ବର୍ଷାଙ୍କୁ କେତେ ଭଲ ପାଉଛନ୍ତି । ଅନୁଭବଙ୍କ ମନର କଥା ମଧ୍ୟ ଏଠାରେ ସ୍ପଷ୍ଠ ବାରି ହୋଇଯାଉଛି । ବର୍ଷା ତୁମକୁ ଭଲ ପାଇ ବାହା ହୋଇଥିଲି । ଭାବିଥିଲି, ସାରା ଜୀବନ ତୁମ ସହ ଭଲରେ ଘର ସଂସାର କରିବି । ହେଲେ ଆମ ବାହାଘରର ତ ସଫଳ ହୋଇପାରିଲା ନାହିଁ । ହେଲେ ମୁଁ ଚାହୁଁଛି, ଯେ ଆମ ବାହାଘରର ବିଚ୍ଛେଦ ପରେ ଆମ ଦୁହେଁ ଭଲ ବନ୍ଧୁ ଭାବେ ତ ରହିପାତିବା ।

କାରଣ ଏବେ ପର୍ଯ୍ୟନ୍ତ ବି ମୁଁ ତୁମକୁ ଭଲ ପାଉଛି ବର୍ଷା । ତେଣୁ ବର୍ଷା ମୁଁ ତୁମକୁ I Love You କହୁଛି । ତେବେ ଏଭଳି ମାମଲାରେ ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *