ଯଦି Anubhav ଏମିତି ହେବେ, ଲୋକ ତାଙ୍କ ଠାରୁ କ’ଣ ଶିଖିବେ, କନ୍ଦାକଟା ବନ୍ଦ କର, ଲୋକଙ୍କୁ ଦେଖାଅ ଭଲରେ ରହିଛ…MLA Suresh Rout ray

ଅନୁଭବ ଓ ବର୍ଷା ଏମିତି ହୁଅନି । ହଁ ଆଜ୍ଞା ଏଭଳି କିଛି ନିଜସ୍ୱ ମନ୍ତବ୍ୟ ରଖିଛନ୍ତି ବିଧାୟକ ସୁରେଶ ରାଉତରାୟ ବର୍ଷା ଓ ଅନୁଭବଙ୍କ ମାମଲାକୁ ନେଇ ରଖିଛନ୍ତି । ତେବେ ବହୁ ଚର୍ଚିତ ଓଡିଆ ଷ୍ଟାରର ବର୍ଷା ଓ ଅନୁଭବଙ୍କ ପାରିବାରିକ କଳି ଦିନକୁ ଦିନ ବଢିବାରେ ଲାଗିଛି । ହେଲେ କିଛି ସମାଧାନର ବାଟ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ପାରୁନାହିଁ । ତେବେ ଏହି ମାମଲା ଉପରେ ବିଧାୟକ ସୁର ରାଉତ କହିଛନ୍ତି । ଯେ ବର୍ଷା ଓ ଅନୁଭବ ଏମିତି ହେବା ଉଚିତ ନୁହେଁ ।

ଯଦି ଉଭୟଙ୍କ ମଧ୍ୟରେ ଭଲ ପାଇବା ରହିଛି । ତେବେ ମିଶିକି ଶାନ୍ତିରେ ଗୋଟେ ଘରେ ରୁହ । ଯଦି ଉଭୟ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଭଲ ପାଇବା ନାହିଁ । ତେବେ ଉଭୟ ଉଭୟଙ୍କ ଠାରୁ ଅଲଗା ହୋଇ ରହିବା ହିଁ ଉଭୟଙ୍କ ପାଇଁ ବହୁତ ଭଲ ହେବ । ଯଦି ଅପଡ ହେଇ ରହୁଛ, ତେବେ ଏତେ ସବୁ ପ୍ରହସନ କରିବାର କିଛି ମଧ୍ୟ ଆବଶ୍ୟକତା ନାହିଁ । ଦୁହେଁ ଯେତେ ଶୀଘ୍ର ଅଲଗା ହୋଇଯିବାଟା ଭଲ । ଅନୁଭବ ମହାନ୍ତି ତାଙ୍କ ବାଟରେ ଭଲରେ ରୁହନ୍ତୁ ।

ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବାଟରେ ଭଲରେ ରୁହନ୍ତୁ । ହେଲେ ସମାଜ ଆଗରେ ଏଭଳି ତାମସାବାଜି କଣ ପାଇଁ ଅନୁଭବ ଓ ବର୍ଷା କରୁଛ ? ତମ ଭିତରେ ଯାହା ବି ରହିଛି । ନିଜ ମଧ୍ୟରେ ହିଁ ସମାଧାନ କର । ହେଲେ ସମାଜକୁ ଦେଖାଅ, ଯେ ତୁମ 2 ଜଣ ଭଲରେ ଅଛ । କାରଣ ଲୋକମାନେ ତୁମ ଦୁହିଙ୍କ ଠାରୁ ବହୁତ କିଛି ଶିଖିବେ । ତମେ ଯଦି 2 ଜଣ ଭଲରେ ରହିବ । ତେବେ ଲୋକ ଜାଣିବେ, ଯେ ଭଲ ପାଇବାଟି ଚିର ଦିନ ପାଇଁ ସ୍ଥାୟୀ ।

ହେଲେ ସୋସିଆଲ ମିଡିଆରେ ଜଣେ ଅନ୍ୟ ଜଣଙ୍କ ଉପରକୁ ଏପରି ଆରୋପ ଲଦି ଝାମେଲା ସୃଷ୍ଟି କରିବା ଭଲ ହେଉନାହିଁ । ତେବେ ଯଦି ଅନୁଭବ ଓ ବର୍ଷାଙ୍କର ମନ ମେଳ ଖାଉନାହିଁ । ତେବେ ସବୁଠାରୁ ଭଲ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଅଲଗା ହୋଇଯାଅ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *