Odia Gk- ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଓ କାଲା ବସିଥିଲେ, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ? କେବଳ ବୁଦ୍ଧିମାନ ହିଁ କହି ପାରିବେ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସାଧାରଣ ଜ୍ଞାନର ଅନେକ ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ଜାଣିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣ ବୋଧ ହୁଏ ଜାଣି ନପାରନ୍ତି । ତେବେ ଆପଣ ମାନେ ସମସ୍ତେ ଏହା ବିଷୟରେ ଜାଣି ଅନ୍ୟ ମାନଙ୍କୁ ବି ପ୍ରଶ୍ନ ପଚାରି ପାରିବେ ଆଉ ସେହି ପ୍ରଶ୍ନର ସଠିକ ଉତ୍ତର ଦେଇ ତାଙ୍କ ଜ୍ଞାନର ବିକାଶ କରିପାରିବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ବିଷୟରେ ।

୧. ତାହା କଣ ଅଟେ ଯାହା ପୁରୁଷ ଲୁଚେଇକି ଆଉ ଝିଅ ମାନେ ଦେଖେଇକି ଚାଲନ୍ତି ?

ଉତ୍ତର- ଦର୍ଶକ ବନ୍ଧୁ ଏହାର ଉତ୍ତର ହେବ ମନି ପର୍ସ ।

୨. କେଉଁ ଦେଶରେ ରାତିରେ ଚାଷ କାମ କରାଯାଏ ?

ଉତ୍ତର- ନାର୍ବେ ଦେଶରେ ରାତିରେ ଚାଷ କାମ କରାଯାଏ ।

୩ . ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ବନା ହୁଏ ନାହିଁ ?

ଉତ୍ତର- ଭାରତର କାଶ୍ମୀର ରାଜ୍ୟରେ ଆଧାର କାର୍ଡ ବନା ଯାଏ ନାହିଁ ।

୪. ତାହା କଣ ଅଟେ ଯାହା ପୁରା ଗାଁରେ ବୁଲେ ହେଲେ ମନ୍ଦିର ଯିବା ପାଇଁ ଡରେ ?

ଉତ୍ତର- ଚପଲ ପୁରା ଗାଁରେ ବୁଲେ ଲୋକ ମାନଙ୍କ ପାଦରେ ଥାଇ ହେଲେ ମନ୍ଦିର ଭିତରେ ପ୍ରବେଶ କରିପାରେ ନାହିଁ ।

୫. ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କର ଅଟେ ହେଲେ ତାକୁ ଅନ୍ୟ ମାନେ ବ୍ୟବହାର କରନ୍ତି ?

ଉତ୍ତର- ଆପଣଙ୍କ ନାମ

୬. କେଉଁ ଦେଶର ଲୋକ ସାପ ଖାନ୍ତି ?

ଉତ୍ତର- ଚୀନ ଦେଶର ଲୋକ ମାନେ ସାପ ଖାନ୍ତି ।

୭. କେଉଁ ସବଜି ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର- ଅମୃତ ଭଣ୍ଡାର ସବଜି ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ।

୮. ଶରୀରର କେଉଁ ଜିନିଷ ସବୁବେଳେ ଓଦା ଥାଏ ?

ଉତ୍ତର- ଜିଭ ସବୁବେଳେ ଓଦା ଥାଏ ।

୯. ମୁଁ ସମୁଦ୍ରରେ ଜନ୍ମ ନିଏ ହେଲେ ସବୁବେଳେ ଆପଣଙ୍କ ଘରେ ରୁହେ, କୁହନ୍ତି ଏହା କଣ ?

ଉତ୍ତର- ଲୁଣ ସମୁଦ୍ରରେ ଜାତ ହୁଏ ହେଲେ ସମସ୍ତଙ୍କ ଘରେ ଥାଏ ।

୧୦. ଏମିତି କେଉଁ ଜିନିଷ ଅଛି ଯାହା ଆଲୁଅରେ ଆପଣଙ୍କ ପିଛା ଛାଡି ନଥାଏ ?

ଉତ୍ତର- ଆପଣଙ୍କ ଛାଇ ଆଲୁଅରେ ଆପଣଙ୍କ ପିଛା ଛାଡି ନଥାଏ ସର୍ବଦା ଆପଣଙ୍କ ସହ ରହେ ।

୧୧. ତାହା କେଉଁ ଜିନିଷ ଅଟେ ଯାହା ଯେତେ ଅଧିକ ବଢି ଥାଏ ସେତେ ଅଧିକ କମି ଥାଏ ?

ଉତ୍ତର- ଆମର ବୟସ ।

୧୨. ଆମ୍ବ ଗଛ ତଳେ ଅନ୍ଧ, ଘୁଙ୍ଗା, ଲେଙ୍ଗଡା ଏବଂ ବଧିର ବସିଥିଲେ । ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ?

ଉତ୍ତର- ଗୁଙ୍ଗା, ଲେଙ୍ଗଡା ଏବଂ ବଧିର ମଧ୍ୟରେ ଯିଏ ସବୁଠାରୁ ଅଧିକ ଗତିରେ ଦୌଡିବ ସେ ଆମ୍ବ ନେବ ।

Leave a Reply

Your email address will not be published. Required fields are marked *