ଦେଖନ୍ତୁ ଭିଡିଓ: କି ଯୁଗରେ ଭାଇ ! ଆଧୁନିକ ଗୀତରେ ଏଠି ଚାଲିଛି ହରେ କୃଷ୍ଣ ହରେ ରାମ, ଥରେ ଦେଖନ୍ତୁ ଏହି ମର୍ଡନ କୀର୍ତ୍ତନ, ମୁଣ୍ଡରେ ହାତ ଦେବେ

ନମସ୍କାର ବନ୍ଧୁଗଣ ତେବେ ଆମ ଓଡ଼ିଆ ସଂସ୍କୃତି, ପର୍ବ, ଏବଂ ଧାର୍ମିକ ଭାବନା ସବୁଆଡେ ପ୍ରଚାରିତ । ତେବେ ସେହି ଭଳି ଆମର ସଂସ୍କୃତି ର ବଡ଼ ଭାବ ହେଉଛି ସଂକୀର୍ତ୍ତନ ଯାହା ଦ୍ୱାରା ଭକ୍ତ ମାନେ ହରି ନାମ ନେଇ ଖୁସି ମନରେ ତାଙ୍କ ଭକ୍ତି ରେ ଲୀନ ହୋଇ ଯାଆନ୍ତି ଏବଂ ଖୁସିରେ ନୃତ୍ୟ ମଧ୍ୟ କରନ୍ତି । ତେବେ ହରି ନାମ ରେ ବହୁତ ଶକ୍ତି ରହିଛି ଥରେ ହରି ନାମ ନେଇଗଲେ ଜୀଵନ ରେ ବହୁତ ଶାନ୍ତି ମିଳିଥାଏ ।

ତେବେ ଆମର ଓଡ଼ିଆ ତଥା ଭାରତ ସଂସ୍କୃତି କୁ ଦେଖି ଏବଂ ପ୍ରଭାବିତ ହୋଇ ବାହାର ଦେଶ ରେ ମଧ୍ୟ ଅନେକ ଲୋକ ଏହି ସଂକୀର୍ତ୍ତନ କୁ ଆପଣାଇ ଛନ୍ତି ଏବଂ ନିଜକୁ ଭଗବାନ ଙ୍କ ପାଖରେ ସମର୍ପି ଦେଇଛନ୍ତି । ତେବେ ଯେଉଁଠି ବାହାର ଦେଶ ଆମ ସଂସ୍କୃତି କୁ ଆପଣାଇବାରେ ଲାଗିଛି ସେଇଠି କିଛି ଲୋକ ଆମ ସଂସ୍କୃତି ତଥା ଭାବନା ର ସହିତ ଖେଳୁଛନ୍ତି ଏବଂ ଧୀରେ ଧୀରେ ପାଶ୍ଚାତ୍ୟ ସଂସ୍କୃତି କୁ ଆଣିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି ।

ତେବେ ସେହି ଭଳି କିଛି ଦୃଶ୍ୟ ଦେଖୁବାକୁ ମିଳିଛି । ତେବେ ଅଷ୍ଟପ୍ରହରି ରେ ହେଉ ଥିବା କୀର୍ତ୍ତନ ରେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ତେବେ ଘଟଣା କିଛି ଏପରି କି କୌଣସି ଅନେକ ସ୍ଥାନରେ ଅଷ୍ଟପ୍ରହରି ର ଆୟୋଜନ କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ସେଠାରେ ସଂକୀର୍ତ୍ତନ କରୁଥିବା ଲୋକମାନେ ମର୍ଡନ ପୋଷାକ ରେ କପଲ ଡାନ୍ସ କରୁଥିଲେ ।

ଏହା ସହିତ ସେମାନେ ବଲିଉଡ ର ଆଇଟମ ଗୀତରେ ହରେକୃଷ୍ଣ ହରେ ରାମ ଗାଉ ଥିଲେ । ତେବେ ଏହି ଭଳି କୀର୍ତ୍ତିନ ଆପଣ ଆଗରୁ କେବେବି ଦେଖି ନଥିବେ । ତେବେ ଏହି ଦୃଶ୍ୟ ଦେଖି ଲାଜ ରେ ମଥା ତଳକୁ ହୋଇ ଯାଇଛି । ତେବେ ଏଥିରେ ଭୁଲ ଆମ ମାନଙ୍କ ର କାରଣ କଥାରେ ଅଛି ଯାହା ଦେଖାଯାଏ ତାହା ହିଁ ବେପାର ହୁଏ ସେହି ଭଳି ଲୋକମାନେ ଏହି ନୃତ୍ୟ କୁ ଅଧିକ ପସନ୍ଦ କରୁଛନ୍ତି କୀର୍ତ୍ତନ ଅପେକ୍ଷା ।

ତେଣୁ ସେ ମଧ୍ୟ ଏହି ନୂତନ ଶୈଳୀ ରେ କୀର୍ତ୍ତନ କୁ ପରିବେଷଣ କରୁଛନ୍ତି । ତେବେ ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ଏମାନ ଙ୍କୁ ଦେଖି ବହୁତ ଦୁଃଖିତ ହେଉଥିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *