ଅଧିକ ପାଣି ପିଇଲେ କେଉଁ ଅଙ୍ଗ ଖରାପ ହେଇପାରେ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ତେଣୁ ମୁଁ ଆଜି ଆପଣମାନଙ୍କ ପାଇଁ ନେଇଆସିଛି କେତେକ ଉପଯୋଗୀ ପ୍ରଶ୍ନ ଉତ୍ତର । ଯାହାକୁ ଜାଣିବା ଓ ଅନ୍ୟକୁ ଜଣାଇବା ଆପଣଙ୍କ କର୍ତ୍ତବ୍ୟ । କାରଣ ବାଣ୍ଟିବା ଦ୍ଵାରା ଜ୍ଞାନ ବିକଶିତ ହୋଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ମଜାଦାର ପ୍ରଶ୍ନ ଉତ୍ତର ।

1- ମାଛ ସହିତ କଣ ଖାଇଲେ ଶରୀରରୁ ଚମଡା ବାହାରି ଯାଏ ?

ଉତ୍ତର : ମାଛ ସହିତ କ୍ଷୀର ଖାଇଲେ ଶରୀରରୁ ଚମଡା ବାହାରି ଯାଏ ।

2- କେଉଁ ଜୀବ ନିଜ ଜୀବନରେ ତାର ମା କୁ କେବେବି ଦେଖି ନାହିଁ ?

ଉତ୍ତର : ବିଛା ନିଜ ଜୀବନରେ ତାର ମା କୁ କେବେବି ଦେଖି ନ ଥାଏ ।

3- କେଉଁ ଜୀବ ଜନ୍ମ ହେବା ପରେ 2 ମାସ ପର୍ଯ୍ୟନ୍ତ କେବଳ ଶୋଇକି ରୁହେ ?

ଉତ୍ତର : ଭାଲୁ ଜନ୍ମ ହେବା ପରେ 2 ମାସ ପର୍ଯ୍ୟନ୍ତ ଶୋଇକି ରହିଥାଏ ।

4- ବିଶ୍ଵର କେଉଁ ଦେଶ ସବୁଠାରୁ ଅଧିକ ପୁସ୍ତକ ତିଆରି କରିଥାଏ ?

ଉତ୍ତର : ଚୀନ ଦେଶ ସବୁଠାରୁ ଅଧିକ ପୁସ୍ତକ ତିଆରି କରିଥାଏ ।

5- କେଉଁ ରାଜ୍ୟକୁ ଲେମ୍ବୁ ରାଜଧାନୀ ବୋଲି କୁହାଯାଏ ?

ଉତ୍ତର : ନାଗପୁର ରାଜ୍ୟକୁ ଲେମ୍ବୁ ରାଜଧାନୀ ବୋଲି କୁହାଯାଏ ।

 

6- କଦଳୀ କେଉଁ ଦେଶର ରାଷ୍ଟ୍ରୀୟ ଫଳ ଅଟେ ?

ଉତ୍ତର :କମ୍ବୋଡିଅ ଦେଶର ରାଷ୍ଟ୍ରୀୟ ଫଳ କଦଳୀ ଅଟେ ।

7- ମହାଭାରତ ଯୁଦ୍ଧ ସମୁଦାୟ କେତେ ଦିନ ପର୍ଯ୍ୟନ୍ତ ହେଇଥିଲା ?

ଉତ୍ତର : ମହାଭାରତ ଯୁଦ୍ଧ ସମୁଦାୟ 18 ଦିନ ପର୍ଯ୍ୟନ୍ତ ହୋଇଥିଲା ।

8- କେଉଁ ଦେଶରେ କୁକୁରକୁ ପାଳିବା ଏକ ଦଣ୍ଡନୀୟ ଅପରାଧ ଅଟେ ?

ଉତ୍ତର : ଆଇସଲ୍ୟାଣ୍ଡ ରେ କୁକୁରକୁ ପାଳିବା ଏକ ଦଣ୍ଡନୀୟ ଅପରାଧ ଅଟେ ।

9- ଭାରତରେ ବିମାନ ଚଳାଉ ଥିବା ପାଇଲଟଙ୍କର ଦରମା କେତେ ଟଙ୍କା ?

ଉତ୍ତର : ଭାରତରେ ବିମାନ ଚଳାଉ ଥିବା ପାଇଲଟଙ୍କର ଦରମା 2 ଲକ୍ଷ ଟଙ୍କା ।

10 – ଅଧିକ ପାଣି ପିଇଲେ କେଉଁ ଅଙ୍ଗ ଖରାପ ହେଇପାରେ ?

ଉତ୍ତର : ଅଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ମସ୍ତିସ୍କ ଖରାପ ହୋଇଥାଏ ।

ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *