ଆପଣ ଯାହାର ହୃଦୟର ଭାବନା ଜାଣିବାକୁ ଚାହୁଁଥାନ୍ତି, ତାଙ୍କ ନାମର ପ୍ରଥମ ଅକ୍ଷରରୁ ହିଁ ହୃଦୟର କଥା ପଢି ନିଅନ୍ତୁ… Love Quiz Game

ସମସ୍ତଙ୍କ ମନର ଭାବନା, ସମସ୍ତଙ୍କର ଚିନ୍ତାଧାରା ସମାନ ରହିନଥାଏ । ତେଣୁ ଅନେକ ଲୋକ ନିଜର ପରିଚିତ ତଥା ଖାସ୍ ଲୋକଙ୍କ ମନରେ ତାଙ୍କ ପ୍ରତି କେଉଁ ପ୍ରକାର ଫିଲିଙ୍ଗ ରହିଛି ତାହା ଜାଣିପାରିନଥାନ୍ତି ।  ଏହି ଲାଇଫ କୁଇଜ ଟେଷ୍ଟ ସାହାଜ୍ଯରେ ଆପଣ ଚାହୁଁଥିବା ବ୍ୟକ୍ତିର ଫିଲିଙ୍ଗ୍ସ ଆପଣଙ୍କ ପ୍ରତି କ’ ଣ ଅଛି ? ତାହା ତାଙ୍କର ନାମର ପ୍ରଥମ ଅକ୍ଷରରୁ ଜାଣିପାରିବେ । ତେବେ A ଠାରୁ ନେଇ Z ପର୍ଯ୍ୟନ୍ତ ଇଂରାଜୀ ଲେଟର ମଧ୍ୟରୁ ଆପଣ ଜଣଙ୍କର ନାମର ପ୍ରଥମ ଅକ୍ଷର ଏଥିରୁ ବାଛି ନିଅନ୍ତୁ । ଅକ୍ଷର ବାଛିସାରିଲା ପରେ ସେହି ଅକ୍ଷର ଅନୁଯାଇ ତାଙ୍କ ମନର ଫିଲିଙ୍ଗ୍ସ ତଳ ଲେଖାରୁ ଜାଣି ନିଅନ୍ତୁ  ।

A; – ତାଙ୍କ ପ୍ରେମ ଆପଣ ପାଇଁ ପ୍ରକୃତ ପ୍ରେମ ଅଟେ ।

B; – ସେ ଅବୁ ସମୟରେ ହିଁ ଆପଣଙ୍କ ଭାବନାରେ ବୁଡି ରହିଥାନ୍ତି ।

Z; – ସେ ଆପଣଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ନାହିନ ।

Y; – ସେ ଆପଣଙ୍କୁ କେବେ ମଧ୍ୟ ଖରାପ ଲାଗିଲା ଭଳି କି ବାଧିଲା ଭଳି କିଛି ବି କହିବେ ନାହିଁ ।

D; – ଆପଣଙ୍କ ସହ ଦେଖା କରିବାକୁ ଅପେକ୍ଷା କରି ରହିଛନ୍ତି ।

E; – ତାଙ୍କ ମନରେ ଆପଣଙ୍କ ପାଇଁ ଭଲ ପାଇବା ସହ ହିଂସା ଭାବ ମଧ୍ୟ ରହିଛି ।

W; – ସେ ଆପଣଙ୍କୁ ତାଙ୍କର କେବଳ ଜଣେ ବନ୍ଧୁ ହିଁ ଭାବନ୍ତି ।

X; – ସେ ନିଜ ପ୍ରେମକୁ ନେଇ ଏତେ ଅଧିକ ସିରିଏସ ମଧ୍ୟ ନାହାନ୍ତି ।

F; – ଆପଣ ତାଙ୍କ ପାଇଁ ତାଙ୍କର ଜୀବନ ଅଟନ୍ତି ।

G; – ସେ ଆପଣଙ୍କୁ ଭଲ ତ ପାଆନ୍ତି, ହେଲେ ବାହା ସେ ନିଜ ପରିବାରର ଖୁସିରେ ହିଁ କରିବେ ।

U; – ସେ ଆପଣଙ୍କ ସହିତ ଟାଇମ ପାସ୍ କରିବା ପାଇଁ ଭଲ ପାଉଛନ୍ତି ।

V; – ସେ ଆପଣଙ୍କୁ ତାଙ୍କର ଲାଇଫଲାଇନ ବୋଲି ମାନିଥାନ୍ତି ।

H; – ଆପଣଙ୍କ ପାଇଁ ସିଏ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ।

I; – ସେ ଆପଣଙ୍କୁ ହୃଦୟରୁ ଭଲ ପାଆନ୍ତି ନାହିଁ ।

J; – ସେ ନିଜର ରିଲେସନସିପକୁ ନେଇ ବହୁତ ସିରିଏସ ଅଟନ୍ତି ।

K; – ସେ ନିଜକୁ ବହୁତ ଲକି ଭାବନ୍ତି, ଯେ ଆପଣ ତାଙ୍କୁ ମିଳିଲେ ।

L; – ସେ ସବୁବେଳେ ଆପଣଙ୍କ କଥା ହିଁ ଭାବନ୍ତି ।

M; – ଆପଣଙ୍କୁ କେବେ ହରାଇବାକୁ ଚାହାନ୍ତି ନାହିଁ ।

N; – ଆପଣଙ୍କ ଭାବନାରେ ସବୁବେଳେ ମଜି ରହିଥାନ୍ତି ।

O; – ସେ ଅନ୍ୟ କାହାକୁ ପସନ୍ଦ କରନ୍ତି ।

P; – ଆପଣଙ୍କ ସହିତ କୁଆଡେ ବୁଲିବାକୁ ଚାହୁଁଛନ୍ତି ।

Q; – ଆପଣଙ୍କୁ ନେଇ କିଛି ଭାବନା ହିଁ ତାଙ୍କ ମନରେ ନାହିଁ ।

R; – ଆପଣଙ୍କୁ କେବେବି ଧୋକା ଦେବେ ନାହିଁ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *